Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁଲେଠୀ ଚା’ ଦୂର କରେ ଶରୀରର ଅନେକ ସମସ୍ୟା !

ଭୁବନେଶ୍ବର: ମୁଲେଠୀକୁ ଆୟୁର୍ବେଦରେ ଅତ୍ୟନ୍ତ ଉପକାରୀ ଔଷଧ ଭାବରେ ବିବେଚନା କରାଯାଏ । ଏହାର ବ୍ୟବହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଆପଣ କେବେ ମୁଲେଠୀ ଚା ’ ପିଇଛନ୍ତି କି? ଏହାର ଚା'ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ ଲିଭର, ଦାନ୍ତ…

ଡିଗ୍ରୀ ବିନା ୪୦ଲକ୍ଷ ଜବ୍! ବେଙ୍ଗାଲୁରୁ ଏଆଇ କମ୍ପାନୀର ଅନନ୍ୟ ଅଫର

ବେଙ୍ଗାଲୁରୁ: ଆଜିର ସମୟରେ, ଏକ ଭଲ ଚାକିରି ପାଇବା ପାଇଁ ଏକ ଟପ୍ କଲେଜ ଡିଗ୍ରୀ ଏବଂ ଏକ ଭଲ ରିଜ୍ୟୁମ ରହିବା ଆବଶ୍ୟକ ବୋଲି ବିବେଚନା କରାଯାଏ, କିନ୍ତୁ ବେଙ୍ଗାଲୁରୁର ଏକ କମ୍ପାନୀ ଏହି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ବେଙ୍ଗାଲୁରୁ (ଇନ୍ଦିରାନଗର) ସ୍ଥିତ ଏକ ସ୍ମଲେଷ୍ଟ…

ମାଟ୍ରିକ ପରୀକ୍ଷାରେ କପି ଘଟଣା; ୭ ଗିରଫ

କଟକ: କଟକ ଜିଲ୍ଲାର ମାଣିଆବନ୍ଧ ଅଞ୍ଚଳର ଏକ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ 'କପି ସାମଗ୍ରୀ' ଯୋଗାଇବା ଅଭିଯୋଗରେ ପୋଲିସ ଶନିବାର ଦିନ ସାତ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିମାନେ ମାଟ୍ରିକ୍ ପରୀକ୍ଷା ଦେଉଥିବା କିଛି ଛାତ୍ରଙ୍କ ସମ୍ପର୍କୀୟ।…

ସରକାର ପାସପୋର୍ଟର ନିୟମରେ କଲେ ଏହି ପରିବର୍ତ୍ତନ …

ନୂଆଦିଲ୍ଲୀ: ପାସପୋର୍ଟ ବିଦେଶଯାତ୍ରା ନିମନ୍ତେ  ସବୁଠୁ ଜରୁରୀ । ଏହି ଡକ୍ୟୁମେଣ୍ଟ ଦ୍ବାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଏହି ପାସପୋର୍ଟ ଥିଲେ ଆପଣ ଅନ୍ୟ ଦେଶ ବୁଲିବାକୁ,ପଢିବାକୁ, ବାଣିଜ୍ୟ କରିବାକୁ ଯାଇପାରିବେ । ଏବେ ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ…

ମୟୂରଭଞ୍ଜରେ ୩୭୫ କୋଟିର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ୩୭୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଳାର ପାଟପୁର ଅଞ୍ଚଳରେ ଆୟୋଜିତ 'ବିକାଶ ପଥେ ମୟୂରଭଞ୍ଜ' କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୦୦ କୋଟି ଟଙ୍କା…

ଆସିଗଲା 200MP କ୍ୟାମେରା ଥିବା Xiaomi 15 Ultra ସ୍ମାର୍ଟଫୋନ୍; ଜାଣନ୍ତୁ ପ୍ରାଇସ

ନୂଆଦିଲ୍ଲୀ: ସାଓମି (Xiaomi) ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍ Xiaomi 15 Ultraକୁ ଲଞ୍ଚ କରିଛି । ସାଓମି ପୁଣିଥରେ ନିଜର ଲାଟେଷ୍ଟ ସ୍ମାର୍ଟଫୋନ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କମ୍ପାନୀ ଅନେକ ଦମଗାର ଫିଚର ସହିତ Xiaomi 15 Ultra କୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍…

ନୀତିଶଙ୍କ ନିଦ ହଜାଇଲା ସର୍ଭେ !

ନୂଆଦିଲ୍ଲୀ: ଆଉ କିଛି ମାସ ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଚମକାଇଛି ଇଣ୍ଡିଆ ଟୁଡେ ଓ ସି-ଭୋଟର୍ସ ସର୍ଭେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲୋକପ୍ରିୟତା ଆଶାତୀତ ଭାବେ କମିଥିବା ସର୍ଭେରେ ଜଣାପଡିଛି । ଏହାସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ…

ଆରମ୍ଭରୁ ଅସମ୍ଭାଳ: ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ମାର୍ଚ୍ଚ ତାତି ଜଳାଇବ ବୋଲି ପୂର୍ବରୁ ଆଇଏମଡି ସତର୍କ କରିଥିବା ବେଳେ ଦିନକ ଭିତରେ ଏବେ ଅସମ୍ଭାଳ କଲାଣି ତାତି । ୩୭ ଡିଗ୍ରୀ ଟପି ଏବେ କଲବଲ କରୁଛି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା । ଆଜି ଦିନ ୨ ଟା ସୁଦ୍ଧା ଝାରସୁଗୁଡା ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।…

କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି, ମହିଳା କର୍ମୀଙ୍କୁ ଉଠାଇ ନେଲେ ପୋଲିସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ। ଆଠ ମାସ ଭିତରେ ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍‌ ଶୋ ବେଳେ ଲୋୟର…

ନୂଆ ପିସିସିଏଫ ଭାବେ ନିଯୁକ୍ତ ହେଲେ ସୁରେଶ ପନ୍ତ

ଭୁବନେଶ୍ବର: ପିସିସିଏଫର ନୂଆ ମୁଖ୍ୟ ହେଲେ ଆଏଫଏସ ସୁଶାନ୍ତ ପନ୍ତ । ୧୯୯୦ ବ୍ୟାଚ୍‌ର ଆଇଏଫଏପ ସୁରେଶ ପନ୍ତଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଇଏଫଏସ ସୁରେଶ ପନ୍ତ ହେଲେ ନୂଆ ପିସିସିଏଫ…