Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କ’ଣ ଏହି ଲାଇଟ ପଲ୍ୟୁସନ୍ ? ବିଶ୍ବ ପାଇଁ ପାଲଟିଛି ବଡ ବିପଦ

ନୂଆଦିଲ୍ଲୀ : ବିଷାକ୍ତ ହେଉଛି ବିଶ୍ବ। ମାଟି, ପାଣି, ବାୟୁ, ଶବ୍ଦ ପରେ ଏବେ ଭୟାନକ ହେଉଛି ଲାଇଟ ପଲ୍ୟୁସନ୍। ଏହି ଲାଇଟ ପଲ୍ୟୁସନ୍ ବିଶ୍ବର ସବୁଠୁ ବଡ ଟେଲିସ୍କୋପ ପାଇଁ ଅଡୁଆ ସୃଷ୍ଟି କରିଛି। ଏନେଇ ଚେତାବନୀ ଦେଇଛନ୍ତି ମହାକାଶ ବିଜ୍ଞାନୀ। ହାଇଡ୍ରୋଜେନ ଏନର୍ଜି ପ୍ରୋଜେକ୍ଟରୁ ବାହାରୁଥିବା…

ପୁରୀ ଜଗନ୍ନାଥ ମନ୍ଦିରରେ ଲାଗିବ ୱାଚ ଟାୱାର

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନର ଗତିବିଧି ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ସରକାର ମନ୍ଦିର ବାହାରେ ଏକ ୱାଚ ଟାୱାର ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଯାହା ଫଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ​​କରାଯାଇପାରିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ

ବିଜାପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ । ଯବାନଙ୍କ ପାଇଁ ଖଞ୍ଜାଯାଇଥିବା ପ୍ରାୟ ୫୦ କିଲୋଗ୍ରାମର ଆଇଡି ଜବତ ହୋଇଛି । ଏନେଇ ଗୁରୁବାର ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ, ଆଜି…

ବାରବାଟୀରେ ମ୍ୟାଚ୍‌ ଦେଖିବେ କେନ୍ଦ୍ରମନ୍ତ୍ରୀ, କିଣିଲେ ଟିକେଟ୍

ସମ୍ବଲପୁର: ଆଗାମୀ ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ କ୍ରିକେଟପ୍ରେମୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଥିବାର ଦେଖିବାକୁ ମିଳିଥିବା…

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ମାନ୍ୟତା

ବ୍ୟାଙ୍କକ: ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ଗୁରୁବାର ଆଇନଗତ ମାନ୍ୟତା ମିଳିଛି। ଯାହା ଫଳରେ ଶହ ଶହ ସମଲିଙ୍ଗୀ, ବାଇସେକ୍ସୁଆଲ୍, ଟ୍ରାନ୍ସଜେଣ୍ଡର ଏବଂ କ୍ୱିଅର୍ (LGBTQ+) ବର୍ତ୍ତମାନ ନିଜ ଇଚ୍ଛାରେ ମନ ପସନ୍ଦର ସାଥୀଙ୍କୁ ବିବାହ କରିପାରିବେ। ଏହାସହିତ ବିବାହ ସମାନତା ଆଇନକୁ ଅନୁମୋଦନ…

ଆପଣଙ୍କ ପିଲାର ଦୃଷ୍ଟି ଶକ୍ତି ନେଇପାରେ ଅତ୍ୟଧିକ ଜଙ୍କ୍ ଫୁଡ୍ ସେବନ

ବାହାରେ ହେଉ କିମ୍ବା ଘରର ପାର୍ଟି, ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଏବଂ ଯୁବକ ସମସ୍ତେ ଜଙ୍କଫୁଡ୍ ଖାଇବାରେ ଅଗ୍ରହୀ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହିବୁ, ଯାହା ଶୁଣିବା ପରେ ଆପଣ ଜଙ୍କଫୁଡ୍ ଦେଖିବା ପରେ ନିଶ୍ଚିତ ଭାବରେ ଗୋଟିଏ ମୁହୂର୍ତ୍ତ ପାଇଁ ଭୟଭୀତ ହୋଇଯିବେ। ଟାଇମ୍ସ…

ଭାରତର ଭୂତିଆ ଗାଁ; ସଂଧ୍ୟା ପରେ ଏଠାକୁ ଯିବା ମନା

ରାଜସ୍ଥାନ:ଏମିତି ଏକ ଗାଁ ରହିଛି , ଯେଉଁଠି ଦିନବେଳା ବି ସେହି ଗାଁକୁ ଯିବାକୁ ଭୟ କରନ୍ତି ଲୋକେ । ସେଠାରେ ରାତିରେ ଯିଏ ରହିଛି, ଆଉ ସେଠାରୁ ଫେରିନାହିଁ ବୋଲି ଲୋକେ କହନ୍ତି । ଏପରି ମଧ୍ୟ ପର୍ଯ୍ୟଟକମାନେ ଦିନ ସମୟରେ ଏହି ଗ୍ରାମ ମଧ୍ୟକୁ ଯାଇ ସଂଧ୍ୟା ପୂର୍ବରୁ ଫେରିବାର ନିୟମ ରହିଛି ।…

ଓଲା-ଉବେରକୁ ନୋଟିସ ପାଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ୟାବ୍ ସେବା ପ୍ରଦାନକାରୀ ଓଲା ଏବଂ ଉବେରକୁ ଏକ ନୋଟିସ ପଠାଇ ଜବାବ ମାଗିଛନ୍ତି କେନ୍ଦ୍ର ପକ୍ଷରୁ ପଚାରାଯାଇଛି ଯେ, ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ 'ଏକ୍ସ' ରେ…

ବୈବାହିକ ଦମ୍ପତ୍ତି ଏହି ୫ଟି ଉପାୟରେ ସଞ୍ଚୟ କରିପାରିବେ ଆୟକର

ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ସ୍ୱାଭାବିକ ଭାବରେ, ଖର୍ଚ୍ଚ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ଆମେ କହୁ କି ବିବାହ କଲେ ଆପଣ ଆୟକର ସଞ୍ଚୟ କରିପାରିବ। ତେବେ ଏହା ସମ୍ପୂର୍ଣ୍ଣ ଠିକ୍ ଶୁଣିଛନ୍ତି। ଏହି ୫ଟି ପଦ୍ଧତି ମାଧ୍ୟମରେ ଆପଣ ଆପଣଙ୍କର…

କେଜ୍ରିଓ୍ବାଲ ଖେଳିଲେ ‘ମଧ୍ୟବିତ୍ତ’ କାର୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କାହାର ହେବେ ମଧ୍ୟବିତ୍ତ? ଭୋଟବ୍ୟାଙ୍କ ହାତେଇବାକୁ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ମଧ୍ୟବିତ୍ତଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଘେରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । କେନ୍ଦ୍ର ସରକାର ମଧ୍ୟବିତ୍ତଙ୍କୁ…