Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓସ୍କାର ଦୌଡରେ ପ୍ରିୟଙ୍କାଙ୍କ ସର୍ଟ ଫିଲ୍ମ ‘ଅନୁଜା’

ନୂଆଦିଲ୍ଲୀ: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ଏବଂ ଗୁରୁତ୍ଵପୂର୍ଣ୍ଣ ପୁରସ୍କାର ଭାବରେ ଜଣାଶୁଣା । ତେବେ  ଚଳିତବର୍ଷର ନୋମିନେଶନ ତାଲିକା ଘୋଷଣା  କରାଯାଇଛି। ବିଶେଷ କଥା ହେଉଛି ହିନ୍ଦୀ ଚଳଚ୍ଚିତ୍ର 'ଅନୁଜା' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ…

ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର: ଜାନୁଆରୀ ୨୭ ତାରିଖ ଅର୍ଥାତ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ…

ନିଶା କାରବାର ଉପରେ ଲାଗିବ ରୋକ; କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ସମେତ ରାଜଧାନୀରେ ଦିନକୁ ଦିନ ବ୍ୟାଧି ପରି ବ୍ୟାପିଲାଣି ନିଶା ସେବନ । ବିଶେଷ କରି ଶିକ୍ଷାନୁଷ୍ଠାନ ବାହାରେ ଏହାର ବହୁଳ କାରବାର ଚାଲିଛି । ଯାହାକୁ ମୂଳପୋଛ କରିବାକୁ ତତପରତା ଦେଖାଇଛି କମିଶନରେଟ୍ ପୋଲିସ । ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ନଜର ରଖିବ ପୋଲିସ । ଯାହା…

ଏବେ ଆଇଫୋନରେ କାମ କରିବ ଟ୍ରୁକଲର୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ମଧ୍ୟରେ ଟ୍ରୁକଲର୍ ଆପ୍ ଏକ ଲୋକପ୍ରିୟ ଆପ୍ । ଏହି ଫିଚର ଆଇଫୋନରେ ଉପଲବ୍ଧ ନଥିଲା କିନ୍ତୁ କମ୍ପାନୀ ବୁଧବାର ଦିନ ଘୋଷଣା କରିଛି ଯେ ବର୍ତ୍ତମାନ iOS ୟୁଜର୍ସମାନେ ମଧ୍ୟ ଏହି ଫିଚର୍ସ ବ୍ୟବହାର କରିପାରିବେ । ଏହି ନୂଆ ଫିଚର ଦ୍ବାରା ଆଇଫୋନ ୟୁଜର…

ଜାନୁଆରୀ ୨୭ରୁ ରାଜ୍ୟର ଏହି ସ୍ଥାନରୁ ପ୍ରୟାଗରାଜକୁ ଚାଲିବ ସରକାରୀ ବସ୍

ଜୟପୁର: କୁମ୍ଭମେଳା ଦେଖି ଯିବାକୁ ପୂର୍ବରୁ ଓଡିଶାର ୪ଟି ସହରରୁ ପ୍ରୟାଗରାଜକୁ ସ୍ପେଶାଲ୍ ବସ୍ ଚାଲୁଥିବାବେଳେ, ଏବେ କୁମ୍ଭ ମେଳାକୁ ପ୍ରଥମ ଥର ପାଇଁ ଗଡ଼ିବ ସରକାରୀ ଗାଡ଼ି । ଜୟପୁରରୁ ପ୍ରୟାଗରାଜକୁ ଚାଲିବ ସରକାରଙ୍କ ସ୍ୱତନ୍ତ୍ର ବସ୍ । ଜାନୁଆରୀ ୨୭ରୁ ଫେବୃଆରୀ ୨୪ ତାରିଖ ପର୍ୟ୍ୟନ୍ତ ୫ଟି…

ପୁଣି ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ଚେନ୍ନାଇ: ପୁଣି କିଛି ଦିନ ବ୍ୟବଧାନରେ ବିମାନ ବନ୍ଦରକୁ ବୋମାରେ ଉଡାଇଦେବାକୁ ମିଳିଛି ଧମକ । ତାମିଲନାଡୁର ତୁତିକୋରିନ ବିମାନବନ୍ଦରକୁ ବୋମା ଧମକ ମିଳିଛି । ଏହି ଧମକ ପରେ, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି । ଏକ ଇ-ମେଲ୍ ମାଧ୍ୟମରେ ବିସ୍ଫୋରଣ ଧମକ…

ଏହି ଘରୋଇ ଉପାୟରେ ପାଦ ଫାଟିବା ସମସ୍ୟା ହେବ ଦୂର

ଭୁବନେଶ୍ବର: ପାଣିରେ କାମ କରିବା ଦ୍ୱାରା ପାଦରେ ପାଣି ଖାଇବା ଭଳି ସମସ୍ୟା ଦେଖାଯାଏ । ସବୁ ଋତୁରେ ପାଦ ଫାଟିଥାଏ । ତେବେ ଏହି ସମସ୍ୟାକୁ ଘରୋଇ ଉପାୟରେ ଦୂର କରି ପାରିବେ । ଏଥିସହ ପାଦକୁ ସୁନ୍ଦର କରି ପାରିବେ । - ପାଦକୁ ସଫ୍ଟ କରିବା ପାଇଁ ଗ୍ଲିସେରିନ୍ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ।…

ସଂଗ୍ରାମ ଓ ଦେଶାତ୍ମବୋଧରେ ନେତାଜୀଙ୍କ ନାମ ସର୍ବାଗ୍ରେ ରହିଛି ଓ ରହିଥିବ: ମୁଖ୍ୟମନ୍ତ୍ରୀ

କଟକ: ଆଜି କଟକର ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର ଶହେ ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ…

କ’ଣ ଏହି ଲାଇଟ ପଲ୍ୟୁସନ୍ ? ବିଶ୍ବ ପାଇଁ ପାଲଟିଛି ବଡ ବିପଦ

ନୂଆଦିଲ୍ଲୀ : ବିଷାକ୍ତ ହେଉଛି ବିଶ୍ବ। ମାଟି, ପାଣି, ବାୟୁ, ଶବ୍ଦ ପରେ ଏବେ ଭୟାନକ ହେଉଛି ଲାଇଟ ପଲ୍ୟୁସନ୍। ଏହି ଲାଇଟ ପଲ୍ୟୁସନ୍ ବିଶ୍ବର ସବୁଠୁ ବଡ ଟେଲିସ୍କୋପ ପାଇଁ ଅଡୁଆ ସୃଷ୍ଟି କରିଛି। ଏନେଇ ଚେତାବନୀ ଦେଇଛନ୍ତି ମହାକାଶ ବିଜ୍ଞାନୀ। ହାଇଡ୍ରୋଜେନ ଏନର୍ଜି ପ୍ରୋଜେକ୍ଟରୁ ବାହାରୁଥିବା…

ପୁରୀ ଜଗନ୍ନାଥ ମନ୍ଦିରରେ ଲାଗିବ ୱାଚ ଟାୱାର

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନର ଗତିବିଧି ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ସରକାର ମନ୍ଦିର ବାହାରେ ଏକ ୱାଚ ଟାୱାର ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଯାହା ଫଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ​​କରାଯାଇପାରିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…