Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚୋରର ଫିଟନେସ୍ ମନ୍ତ୍ର, ଚୋରି ଟଙ୍କାରେ କରୁଥିଲା ମସ୍ତି

ଭୁବନେଶ୍ଵର: ଘଟଣାର ଦୁଇ ସପ୍ତାହର ପରେ ଶେଷରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋରକୁ ଧରିଛି ପୋଲିସ । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଆସି ଭୁବନେଶ୍ବରର ଭିଭିଆଇପି ଅଞ୍ଚଳରୁ ଚୋରି କରିଥିବା ୱାନ୍‌ମ୍ୟାନ୍‌ ଆର୍ମି ତଥା ସ୍ପାଇଡର୍‌ ମ୍ୟାନ୍‌ ଭାବେ…

ଚାଲିପାରୁନି ଗୃହ, ପୁଣି ୪ଟା ଯାଏଁ ମୁଲତବି

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ହିଁ ଚାଲିପାରୁନି ଗୃହ । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମାରେ ୧୨ ଯାଏଁ ଗୃହକୁ ମୁଲତବି ରଖାଯାଇଥିବା ବେଳେ ଏବେ ପୁଣି ଥରେ ୪ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ବଜେଟ୍‌ ଅଧିବେଶନର…

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ: ଆରମ୍ଭ ହେଉ ହେଉ ଗୃହ ମୁଲତବୀ

ଭୁବନେଶ୍ଵର: ଆରମ୍ଭରୁ ଗୃହ ମୁଲତବୀ । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ଗୃହ କାର୍ଯ୍ୟ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସର ପ୍ରବଳ ହଟ୍ଟଗୋଳ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ କଂଗ୍ରେସ…

ଆଜିଠୁ ମହିଳା ପ୍ରିମିୟର ଲିଗ୍ ଆରମ୍ଭ

ନୂଆଦିଲ୍ଲୀ:‘ଡବ୍‌ଲ୍ୟୁପିଏଲ୍‌’ର ତୃତୀୟ ସଂସ୍କରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ଅଂଶଗ୍ରହଣ କରିବେ । ଆଜି ଅର୍ଥାତ୍ ଫେବ୍ରୁଆରି ୧୪ରୁ ମ୍ୟାଚ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖରେ ତାରିଖରେ ଲିଗ୍ ଶେଷ ହେବ । ଏଥିରେ ଅଂଶଗ୍ରହଣ କରୁଥିବା ଦଳ ଗୁଡିକ…

କଂଗ୍ରେସ ନେତା ନିରଞ୍ଜନଙ୍କ ଘରୁ ଚୋରି ମାମଲା: ଝାରପଡ଼ା ଜେଲରେ କୋଟିପତି ଚୋର

ଭୁବନେଶ୍ୱର: ଜେଲଗଲା କୋଟିପତି ଚୋର ସତୀଶ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଗିରଫ ସତୀଶ ରେଡ୍ଡି ଓରଫ ସ୍ପାଇଡର ସତୀକୁ ଗିରଫ ପରେ ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ। ଦୁଇ ସପ୍ତାହର କସରତ ପରେ…

ଏହି ସବୁ ଭୁଲ ଆପଣଙ୍କ ସ୍କିନ ପାଇଁ କ୍ଷତିକାରକ..

ଭୁବନେଶ୍ବର: ଅଧିକାଂଶ କିଛି ନଜାଣି ଇଣ୍ଟରନେଟର ଦେଖି ତ୍ବଚା ପାଇଁ ଟିପ୍ସ ଆପଣାଇଥାନ୍ତି । ଏଥିସହ ତ୍ବଚା ସମ୍ବନ୍ଧୀୟ ଏମିତି କିଛି ଭୁଲ୍ କାର୍ଯ୍ୟ ଅଜାଣତରେ କରିଥାନ୍ତି ଯାହା ତ୍ବଚାକୁ ଖରାପ କରିଥାଏ । ଯେପରି କି.. - କିଛି ଜଣ କୌଣସି ବିଉଟି ପ୍ରଡକ୍ଟ ବଜାରକୁ ଆସିଲେ ତୁରନ୍ତ ଏହାକୁ…

‘ଆୱାର ଜର୍ଣ୍ଣି ଟୁଗେଦର୍’: ମୋଦିଙ୍କୁ ଟ୍ରମ୍ପଙ୍କ ବହି ଉପହାର

ୱାଶିଂଟନ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସହ ଦୁଇ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ଆମେରିକା…

ଘର ଅଗଣାରେ ଏହି ଗଛ ଲଗାଇବା ଅଶୁଭ..

ଭୁବନେଶ୍ବର: ଘର ଅଗଣାରେ ଗଛ ଥିଲେ ପରିବେଶ ସୁନ୍ଦର ଦିଶେ । ଏଥିସହ ଘରେ ସକାରାତ୍ମକ ଉର୍ଜା ଆସିଥାଏ । କିନ୍ତୁ ଏପରି କିଛି ଗଛ ଅଛି ବାସ୍ତୁ ଅନୁସାରେ ଏହା ଘର ଅଗଣାରେ ରହିଲେ ଅଶୁଭ ମନେ କରାଯାଏ । -ବାସ୍ତୁଅନୁସାରେ ଖଜୁରି ଗଛ ଘର ଅଗଣାରେ ଥିଲେ ଦାରିଦ୍ରତା ମାଡି ଆସେ । ଘରର କାର୍ଯ୍ୟରେ…

ହ୍ବାଇଟ୍‌ ହାଉସରେ ମୋଦି, ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି। ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ। ତେବେ ମୋଦି…

କମିବ ରାତି ତାପମାତ୍ରା, ୧୬ରୁ ପୁଣି ବଢ଼ିବ ତାତି

ଭୁବନେଶ୍ବର: ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର। ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି। ଗତକାଲି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ହେଲେ ଆଜି (ଶୁକ୍ରବାର)କମିବ ରାତି ତାପମାତ୍ରା। ଦିନ…