Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଘନ କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନକୁହୁଡ଼ି ଅନୁଭୂତ ହେବ। ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା। କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ…

ବଢିଲା ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ଦରମା, ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ ବୃଦ୍ଧି। ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମାସିକ ପାରିଶ୍ରମିକ ୧୬,୦୦୦ ଟଙ୍କାକୁ ବୃଦ୍ଧି। ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ। ପୂର୍ବରୁ ୧୧,୧୦୦ ଟଙ୍କା…

ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ୱର: ଭାଙ୍ଗିବ ବୈକୁଣ୍ଠ ଆଶ୍ରମ। ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ବହୁ ବାଦ ବିବାଦ ପରେ ଭୁବନେଶ୍ବର ଖଣ୍ଡଗିରିର ବାବା କାଶୀନାଥଙ୍କ ଆଶ୍ରମକୁ ଭାଙ୍ଗିବାକୁ ଯୋଜନା କରିଛି ବିଡିଏ। ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ବିଡିଏ। ଏନେଇ ଡାକବାଜି ଯନ୍ତ୍ର ଯୋଗେ…

ସାମ୍ନାକୁ ଆସିଲା ସୈଫଙ୍କ ଘରେ ପଶିଥିବା ଦୁର୍ବୃତ୍ତର ଚେହେରା

ମୁମ୍ବାଇ: ଗତକାଲି ବିଳମ୍ବିତ ରାତ୍ରୀରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା । ମୁମ୍ବାଇ ସ୍ଥିତ ନିଜ ଘରେ ସୈଫଙ୍କୁ ଛୁରାମାଡ଼ କରିଥିଲେ ଜଣେ ଦୁର୍ବୃତ୍ତ । ଛୁରା ମାଡ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଜଣଙ୍କ ଫେରାର…

ହସ୍ତ ଉତ୍ଥାନ ଆସନ: ଶ୍ବାସ ରୋଗ ପାଇଁ ଲାଭଦାୟକ

ଭୁବନେଶ୍ବର: ଶ୍ବାସ ରୋଗ ଏହି ଶୀତ ଦିନେ ଓ ବର୍ଷା ଦିନେ ବେଶୀ ଦେଖାଯାଏ । ଏହି ରୋଗରେ ପୀଡିତ ରୋଗୀ ଶ୍ବାସପ୍ରଶ୍ବାସ ନେବାକୁ କଷ୍ଟ ଅନୁଭବ କରନ୍ତି । ଏହି ଆଜମା ରୋଗ ହେବାର କୌଣସି ବିଶେଷ କାରଣ ନାହିଁ । ଆଲର୍ଜି, ବଂଶାନୁଗତ କାରଣ, ଚିନ୍ତା, ଭୟ, ଉଦବେଗ ରୋଗର କାରଣ ଥାଏ । ତେବେ କିଛି ଏପରି…

ପୋଦିନା ପତ୍ରର ଔଷଧୀୟ ଗୁଣ

ଭୁବନେଶ୍ବର: ପୋଦିନା ପତ୍ରକୁ ଚଟଣୀ, ସାଲାଡ. ସରବତ ରୂପେ ବ୍ୟବହାର କରୁ । ଏହା ପାଟିକୁ ଯେମିତି ଭଲ ସେମିତି ଦେହ ପାଇଁ ବି ହିତ । - ଏହି ପତ୍ର ମୁଣ୍ଡବିନ୍ଧା କମ୍‌ କରାଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ । -ପୋଦିନା ପତ୍ର ଖାଇବା ଦ୍ବାରା ବୁଦ୍ଧି ତୀକ୍ଷ୍ଣ ହୁଏ ।…

କାଲିଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ

ମୟୂରଭଞ୍ଜ: ଶିମିଳିପାଳ ଅଭ୍ୟାରଣ୍ୟରେ କଳାବାଘ ଶିକାର ହେବାପରେ ଏବେ ତତ୍ପର ହୋଇ ଉଠିଛି ପ୍ରଶାସନ । ଶିମିଳିପାଳ ଉପରେ ନଜର ରଖିବାକୁ ବନବିଭାଗ ଓ ପୋଲିସର ମିଳିତ ସହଯୋଗରେ ଗଠିତ ହୋଇଛି ସ୍ପେଶାଲ ଟାସ୍କଫୋର୍ସ । ଏହି ଟାକ୍ସ ଫୋର୍ସରେ ଆର୍ମ ଫୋର୍ସକୁ ମଧ୍ୟ ସାମିଲ କରାଯାଇଛି । ତେବେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ

ସୁକମା: ଛତିଶଗଡରେ ସୁରକ୍ଷାବଳଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ସଫା ହେଲେ ୧୨ ମାଓବାଦୀ । ବିଜାପୁର ଓ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା । ଯାହାର ପାଲଟା ଯବାବ ଦେଇଥିଲେ ସୁରକ୍ଷାବଳ । ଯେଉଁଥିରେ ଟଳିଛନ୍ତି ୧୨…

ବିଭୁପ୍ରସାଦ ତ୍ରିପାଠୀ ଓ ୧୨ ଜଣଙ୍କୁ ‘ବରିଷ୍ଠ ଆଇନଜୀବୀ’ର ସ୍ୱୀକୃତି

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇନଜୀବୀ ତଥା ନିଖିଳ ଓଡିଶା ଆଇନଜୀବୀ ସଂଘର ରାଜ୍ୟ ସଭାପତି ବିଭୁ ପ୍ରସାଦ ତ୍ରିପାଠୀଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି “ବରିଷ୍ଠ ଆଇନଜୀବୀ”ର ମାନ୍ୟତା ପ୍ରଦାନ କରିଛନ୍ତି । ଏ ସଂପର୍କରେ କଟକର ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ, ଶ୍ରୀଯୁକ୍ତ…

ସିମେଣ୍ଟ ପ୍ଲାଣ୍ଟରେ ଭୁଶୁଡିଲା କୋଇଲା ହପର୍, ଏକାଧିକ ଶ୍ରମିକ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ବଡ ଦୁର୍ଘଟଣା ଘଟିଛି । କୋଇଲା ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଆଜି ସନ୍ଧ୍ୟା ସମୟରେ ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ ୩ ରୁ ୪ ଜଣ କାର୍ଯ୍ୟରତ ଶ୍ରମିକ…