Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଭିନେତା ଟିକୁ ତଲସାନିଙ୍କୁ ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌, ସ୍ପଷ୍ଟ କଲେ ପତ୍ନୀ

ମୁମ୍ବାଇ: ବଲିଉଡ ଓ ଗୁଜୁରାଟ ସିନେମାର ଲୋକପ୍ରିୟ ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଛନ୍ତି ବୋଲି ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ପତ୍ନୀ ଦୀପ୍ତି କହିଛନ୍ତି,…

ରାତିରେ ଶୋଇବା ପୂର୍ବରୁ କାହିଁକି ପିଆଯାଏ କ୍ଷୀର, ଜାଣନ୍ତୁ ଏହାର ଫାଇଦା..

ଆମେ ସମସ୍ତେ ଜାଣୁ ଯେ କ୍ଷୀର ସେବନ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ। କିନ୍ତୁ ଏହାକୁ ଆପଣ କେଉଁ ସମୟରେ ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରେ। କାରଣ ଠିକ୍ ସମୟରେ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କ୍ଷୀର ଅତ୍ୟଧିକ ପୁଷ୍ଟିକର। କ୍ଷୀରରେ କ୍ୟାଲସିୟମ,…

୨୦୨୮ ସୁଦ୍ଧା ବିଶ୍ୱର ୫୪ ପ୍ରତିଶତ ସ୍ମାର୍ଟଫୋନରେ ରହିବ ଏଆଇ ପ୍ରଯୁକ୍ତିବିଦ୍ୟା

ଯେବେଠାରୁ ଏଆଇ ଆସିଛି, ସେବେଠାରୁ ଏହି ଟେକ୍ନୋଲୋଜୀ ସବୁଠି ଆଲୋଚନାର ଶୀର୍ଷ ବିନ୍ଦୁ ପାଲଟିଛି। ଏହି କାରଣରୁ ଏବେ ଫୋନ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକ ମଧ୍ୟ ଗ୍ରାହକଙ୍କ ସୁବିଧା ପାଇଁ ସ୍ମାର୍ଟଫୋନରେ ଏଆଇ ବୈଶିଷ୍ଟ୍ୟ ଯୋଗାଇବା ଆରମ୍ଭ କରିଛନ୍ତି। ନିକଟରେ, କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଏକ…

ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର: ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କର ମୃତ୍ୟୁ ଘଟିଛି। ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେସନରୁ ମୃତଦେହ ଉଦ୍ଧାର ହୋଇଛି। ୨ ମୃତଦେହ ଉଦ୍ଧାର ନେଇ ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତ।…

ଭାଗ୍ୟ ହେବ ଏମିତି ! ମ୍ୟାଚ୍ ଦେଖିବାକୁ ଆସି ଫ୍ୟାନ୍ସ ଜିତିଲେ ୯୦ଲକ୍ଷ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଜଣେ ଫ୍ୟାନ୍ସ ଷ୍ଟାଣ୍ଡରେ ଗୋଟିଏ ହାତରେ ଚମତ୍କାର କ୍ୟାଚ୍ କରି ୯୦ ଲକ୍ଷ ଟଙ୍କା ଜିତିଛନ୍ତି । ଏସ୍‌ଏ୨୦ ଲିଗ୍ ମ୍ୟାଚ ବେଳେ ଏହି ଘଟଣା ଘଟିଛି । ଡର୍ବାନ ସୁପର ଜିଆଣ୍ଟସ୍ ଏବଂ ପ୍ରିଟୋରିଆ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ସମୟରେ ଏପରି ଦୃଶ୍ୟ ଦେଖିବାକୁ…

କାହିଁକି ଜଳୁଛି ଲସ୍ ଆଞ୍ଜେଲିସ ?

ୱାଶିଂଟନ: ୩ ଦିନ ହେବ ଜଳୁଛି ଲସ ଆଞ୍ଜେଲିସ। ଆମେରିକା କାଲିଫର୍ଣ୍ଣିଆର ଲସ ଆଞ୍ଜେଲିସ ଜଙ୍ଗଲ ନିଆଁ ବଳୟ ଭିତରେ ରହିଛି। ଏହି ନିଆଁରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ବହୁ ସମ୍ପତ୍ତି ଧ୍ବଂସ ହୋଇଯାଇଛି। ୪୦ ହଜାର ଏକର ଏରିଆକୁ ବ୍ଯାପିଥିବା ନିଆଁ ଲିଭିବାର ନା ନେଉନି। ଏହାକୁ ନେଇ ଲକ୍ଷାଧିକ…

୨ ମହିଳାଙ୍କ ସମେତ ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫…

ଏଲୋନ୍ ମସ୍କ ‘ଗ୍ରୋକ ଆପ’କୁ କଲେ ଲଞ୍ଚ , ଏବେ ଫ୍ରିରେ ଏଆଇ ଇମେଜ ତିଆରି କରିବେ ୟୁଜର

ନୂଆଦିଲ୍ଲୀ: ଏଲୋନ୍ ମସ୍କ ତାଙ୍କର ଏଆଇ ପ୍ଲାଟଫର୍ମ ଗ୍ରୋକ (Grok) ପାଇଁ ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି, ଯାହା ଭାରତ ଏବଂ ଆମେରିକା ସମେତ ଅନେକ ଦେଶରେ ଆଇଫୋନ୍ ଏବଂ ଆଇପ୍ୟାଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି। ଆପଲ୍ ଆପ୍ ଷ୍ଟୋର୍‌ରେ ଡାଉନଲୋଡ୍ ପାଇଁ ଗ୍ରୋକ ଏଇ ଆପ୍ ବର୍ତ୍ତମାନ…

ଠକ ଦମ୍ପତିଙ୍କ ଆଉ ଦୁଇଟି ଦାମୀ କାର ଜବତ କଲା ପୋଲିସ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାରକୁ ଜବତ କରିଛି କମିଶନରେଟ ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସ କାର ଦେଇଥିଲେ।…

ବିରାଟଙ୍କୁ ବାଟ ଦେଖାଇଲେ ପ୍ରେମାନନ୍ଦ ମହାରାଜ, କହିଲେ ଅଭ୍ୟାସ….

ବୃନ୍ଦାବନ: ଦିନେ ନାସ୍ତିକ ଥିଲେ । ଭଗବାନଙ୍କ ପ୍ରସଙ୍ଗ ଆସିଲେ ରୋକ୍ ଠୋକ୍ କଥା ଏଡାଇ ଦେଉଥିଲେ । ହେଲେ ଏବେ ଭକ୍ତି ମାର୍ଗରେ ଭାରତୀୟ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି । ସେ ଉଜେନ୍ ହେଉକି, ଲଣ୍ଡନ ସବୁଠି ଭଗବାନଙ୍କ ଶରଣ ନେଉଛନ୍ତି ବିରାଟ । ପରିବାର ସାଙ୍ଗରେ ବିଭିନ୍ନ…