Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି

ଭୁବନେଶ୍ଵର: ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି । ଲିଭର ସିରୋସିସ ପରି ଗମ୍ଭୀର ରୋଗରେ ପୀଡିତ ହୋଇ ଗତ ୩ ଦିନ ଧରି କିମ୍ସରେ ଚିକିତ୍ସିତ ହେଉଥିଲେ ଅଭିନେତା । ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ଅଛି । ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା…

‘ମଦ ଓ ଟଙ୍କାରେ ଫସିଗଲା ଆପ୍: ପ୍ରାର୍ଥୀଙ୍କର ଚରିତ୍ରରେ ଆଞ୍ଚ ଆସିଲା ବୋଲି ହାରିଲେ ହେବିୱେଟ’

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ଶକ୍ତ ଝଟକା ଲାଗିଛି। ହାରି ଯାଇଛନ୍ତି ଦଳର ହେଭିୱେଟ୍। ହାରିଗଲେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। କିନ୍ତୁ କାହିଁକି ଏପରି ହାରିଲେ ସେନେଇ ବିଭିନ୍ନ ମାହୋଲରୁ ପ୍ରଶ୍ନବାଚୀ ସୃଷ୍ଟି…

ଅଧିନାୟକ କମିନ୍ସଙ୍କ ଘରକୁ ଆସିଲେ କୁନି ଅତିଥି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଘରକୁ ଆସିଛନ୍ତି ଜଣେ କୁନି ଅତିଥି । କମିନ୍ସ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ବେକି କମିନ୍ସ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।  ଦମ୍ପତି  କୁନି ଅତିଥିର ନାମ ଏଡି…

ଟ୍ରାଇର ବଡ଼ ନିଷ୍ପତ୍ତି, ବଦଳିଯିବ ସାରା ଦେଶର ଲ୍ୟାଣ୍ଡଲାଇନ୍ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଦୁଇ ଦଶନ୍ଧି ପୁରୁଣା ଜାତୀୟ ନମ୍ବରିଂ ସିଷ୍ଟମକୁ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି। ଏହି ସୁପାରିଶ କାର୍ଯ୍ୟକାରୀ ହେବା ପରେ, ସାରା ଦେଶରେ ଲ୍ୟାଣ୍ଡଲାଇନ୍ ନମ୍ବର ପରିବର୍ତ୍ତନ ହେବ। ନିୟାମକଙ୍କ ଏହି ସୁପାରିଶ ଲାଗୁ ହେବା ପରେ ସାରା…

ଦିଲ୍ଲୀରେ ସରକାର ବଦଳିବାକୁ ଯାଉଥିବା ବେଳେ ସିଲ୍ ହେଲା ଦିଲ୍ଲୀ ସଚିବାଳୟ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ବଦଳିବାକୁ ଯାଉଥିଲା ବେଳେ ବଡ଼ ଘୋଷଣା କରିଛି ସାଧାରଣ ପ୍ରଶାସନ ।ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସିଲ୍ ହେଲା ଦିଲ୍ଲୀ ସଚିବାଳୟ। ଫାଇଲ/ଡକ୍ୟୁମେଣ୍ଟ, କମ୍ପ୍ୟୁଟର ହାର୍ଡୱେର ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ…

ଡ୍ରଗ୍ସ ଚୋରାଚାଲାଣ ଉପରେ ଏନସିବିର କାର୍ଯ୍ୟାନୁଷ୍ଠାନକୁ ଗୃହ ମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର ସରକାରଙ୍କ ନିଶାଦ୍ରବ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ମୁମ୍ବାଇରେ ଏକ କଥିତ ନିଶାଦ୍ରବ୍ୟ ଚୋରା ଚାଲାଣ ସିଣ୍ଡିକେଟ୍ ଠାବ କରିଥିବାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)କୁ ପ୍ରଶଂସା କରିଛନ୍ତି। ଏକ୍ସରେ ପୋଷ୍ଟ…

ବାଜିଲା କ୍ୟାବିନେଟ୍ ମୋହର, ସର୍ବନିମ୍ନ ୧୦ ହଜାର ଟଙ୍କା ମିଳିବ ପେନସନ୍

ଭୁବନେଶ୍ୱର: ଗତ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ୍ । ସୁନିଶ୍ଚିତ ପେନ୍‌ସନ୍, ପାରିବାରିକ ପେନ୍‌ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା…

ନିଖୋଜ ବିମାନ ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ; ୧୦ ମୃତ

ନୂଆଦିଲ୍ଲୀ:ଆମେରିକାର ପଶ୍ଚିମ ଆଲାସ୍କାରେ ଗୋଟିଏ ଦିନ ପୂର୍ବରୁ ନିଖୋଜ ହୋଇଥିବା ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏହିପରି, ଗତ ଆଠ ଦିନ ମଧ୍ୟରେ ଆମେରିକାର ଏହା ହେଉଛି ତୃତୀୟ ପ୍ରମୁଖ ବିମାନ ଦୁର୍ଘଟଣା । ସୂଚନା ଅନୁଯାୟୀ, ବିମାନର ଅନୁସନ୍ଧାନ ବେଳେ ବିମାନର ଧ୍ୱଂସାବଶେଷ ଦେଖିବାକୁ…

ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଅଗ୍ନିକାଣ୍ଡ

ଅହମ୍ମଦାବାଦ: ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଅଗ୍ନିକାଣ୍ଡ। ଗୁଜୁରାଟର ଅହମ୍ମଦାବାଦରେ ଥିବା ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ତେବେ ଏହି କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ। ଖବରପାଇ…

ହାରିଲେ କେଜ୍ରିୱାଲ, ସିସୋଦିଆ: ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା

ନୂଆଦିଲ୍ଲୀ: ଟ୍ରେଣ୍ଡରେ ବିଜେପିର ଜନାଦେଶ । ସେପଟେ ଧୂଳି ଚାଟିଲାଣି ଆପ୍। ହାରିଲେ କେଜ୍ରିୱାଲ, ସିସୋଦିଆ କିନ୍ତୁ ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି । ଜଙ୍ଗପୁରାରୁ ଆମ…