Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ, ଜାଣନ୍ତୁ କେବେ କରିବେ ଆବେଦନ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ…

ବାରବାଟୀରେ ହେବ ସୁପରସଣ୍ଡେରେ ସୁପର ମୁକାବିଲା, ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆ

କଟକ: ଇନସିଟିରେ କ୍ରିକେଟ ଫିଭର। ଆସନ୍ତାକାଲି (ରବିବାର) କଟକ ବାରବାଟୀରେ ସୁପରସଣ୍ଡେରେ ସୁପର ମୁକାବିଲା। ଭୁବନେଶ୍ବରରେ ଭାରତ ଓ ଇଂଲଣ୍ଡ ଟିମ। ଟୁଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେ…

ପ୍ରପୋଜ୍‌ ଡେ’: ଦିଲ୍ଲୀବାସୀ କାହାକୁ କରିବେ ପ୍ରପୋଜ୍?

ନୂଆଦିଲ୍ଲୀ: ଫେବୃଆରୀ ୮, ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା। ଏବେ ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଏହି ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଆଜିର ଦିନ ସହ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କର ବିଶେଷ ସମ୍ପର୍କର ପରୀକ୍ଷା…

ଏମାନଙ୍କୁ ଓଟ୍ସ ଖାଇବା ମନା..

ଭୁବନେଶ୍ବର: ଆଜିକାଲି ଯୁବବର୍ଗ ଓଟ୍ସକୁ ଆପଣାଇଛନ୍ତି । ଏହା ସେମାନଙ୍କର ଓଜନକୁ ନିୟନ୍ତ୍ରଣରେ ରଖେ ଏବଂ ମେଟାବୋଲିଜିମ୍ କୁ ବୁଷ୍ଟ କରେ । ଏହା ବ୍ୟତୀତ, ଏହା ସେମାନଙ୍କୁ ଦିନସାରା ଉର୍ଜା ପ୍ରଦାନ କରେ । କିନ୍ତୁ ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍, ଫୋଲେଟ୍, ଭିଟାମିନ୍ ବି- 6 ଏବଂ…

ଏହି ସାପ ଦଂଶନରେ ଶରୀରର ପ୍ରତିଟି ସ୍ଥାନରୁ ହୁଏ ରକ୍ତସ୍ରାବ !

ଭୁବନେଶ୍ବର:ବିଶ୍ବରେ ଅନେକ ପ୍ରଜାତିର ସାପ ଅଛନ୍ତି । ତେବେ ଦୁନିଆରେ ଏମିତି ଏକ ବିଷାକ୍ତ ସାପ ରହିଛି, ଯାହା ମଣିଷକୁ ଚୋଟ ମାରିବା ମାତ୍ରେ ଶରୀରର ପ୍ରତିଟି ସ୍ଥାନରୁ ରକ୍ତସ୍ରାବ ହୋଇଥାଏ । ଆପଣ ଜାଣିଛନ୍ତି କି ଏହି ସାପର ନାଁ କଣ ? ସାପର ନାଁ ହେଲା ବୁମସ୍ଲାଙ୍ଗ । ବୁମସ୍ଲାଙ୍ଗ ବିଷ ଏତେ…

ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶି ଉପରେ ହେବ ଧନ ବର୍ଷା

ଭୁବନେଶ୍ବର:ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ଗରୁଡ,ପଦ୍ମ,ଶିବ, ଅଗ୍ନି ପୁରାଣରେ ମହାଶିବରାତ୍ରୀର ମହିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷର ଶିବରାତ୍ରୀରେ…

ଫୋନପେ ଏହି ବ୍ୟବସାୟକୁ କଲା ବନ୍ଦ ,କମ୍ପାନୀ ଆରବିଆଇକୁ ଲାଇସେନ୍ସ ଫେରସ୍ତ କରିବ

ନୂଆଦିଲ୍ଲୀ:ଦେଶର ଫିନଟେକ୍ କମ୍ପାନୀ ଫୋନ୍ ପେ ଶୁକ୍ରବାର ଦିନ 'ଆକାଉଣ୍ଟ୍ ଏଗ୍ରିଗେସନ୍'(Account Aggregation AA) ବ୍ୟବସାୟରୁ ବାହାରିଯାଇଛି । କମ୍ପାନୀ କହିଛି ଯେ, କମ୍ପାନୀ ଆଶା ଅନୁସାରେ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସହଭାଗିତା ଯୋଗ କରିପାରି ନାହିଁ, ତେଣୁ ଏହି ନିଷ୍ପତ୍ତି…

ରାୟଗଡାରେ ହେବ ନୂଆ ରେଳ ଡିଭିଜନ, ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏବେ  ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ। ସେହିପରି ଏକ ନୂଆ ରେଳ ଡିଭିଜନ ଭାବରେ ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ । …

ଭାରତ-ଇଂଲଣ୍ଡ: ଖାଣ୍ଟି ଘିଅରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ସହ ଖେଳାଳି ଚାଖିବେ ୩ଶହ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର: ଫେବୃଆରୀ ୯ରେ ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ ସୁପର ଫାଇଟ୍ । ଏହି ପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଖେଳାଳି ଓ…

ବିଜେପି କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବ୍ରହ୍ମପୁର : ରାଜ୍ୟରେ ବଢି ଚାଲିଛି ଅପରାଧ। ଗୋଟିଏ ପଟେ ଚୋରି ରାହାଜାନି କାୟା ବିସ୍ତାର କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ମୃତ୍ଯୁ ଧମକ ସାଙ୍ଗକୁ ଅତର୍କିତ ଆକ୍ରମଣ ନଜରକୁ ଆସୁଛି। ଆଜି ବ୍ରହ୍ମପୁରରେ ଘଟିଛି ସେହିପରି ଏକ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ବିଜେପି…