Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀ ବିଧାନସଭା ନିର୍ବାଚନ; ହାରିଲେ ଆପ ପ୍ରାର୍ଥୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗୁଛି। ଜଙ୍ଗପୁରାରୁ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାଜିତ ହୋଇଛନ୍ତି। ଆମ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆ ପ୍ରାର୍ଥୀ ହେବା ପରେ ଜଙ୍ଗପୁରା…

ମହିଳାଙ୍କ ଆକାଉଣ୍ଟକୁ ଆସିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିଗିଡିଲା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ତିନି ଦଶନ୍ଧି ଧରି…

‘ନିଜ ନିଜ ଭିତରେ ଆହୁରି ଲଢ’: ଦିଲ୍ଲୀ ଫଳାଫଳକୁ ନେଇ ଆପ୍-କଂଗ୍ରସକୁ ଏପରି କହିଲେ ଓମାର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ, ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରୁଥିବା ଦେଖାଯାଉଛି। କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ ଥିବା ପରି ମନେ ହେଉଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେପି ୩୨ ଟି ଆସନରେ ଆଗୁଆ ଅଛି ଯେତେବେଳେ କି ଆପ୍…

ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା, ୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର: ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ…

ଆମେରିକାରୁ ପୁଣି ଫେରିବେ ୪୮୭ ଅବୈଧ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ତିନି ଦିନ ପୂର୍ବେ ଅର୍ଥାତ୍ ଫେବୃଆରୀ ୫ ତାରିଖରେ, ଆମେରିକାରେ ରହୁଥିବା ୧୦୪ ଜଣ ଅବୈଧ ଭାରତୀୟ ପ୍ରବାସୀ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଭାରତୀୟମାନଙ୍କୁ ଏକ ଆମେରିକୀୟ ସାମରିକ ବିମାନରେ ଭାରତ ଅଣାଯାଇଥିଲା। ଏହି ପ୍ରସଙ୍ଗରେ ସଂସଦରେ ଗତ ଦୁଇ ଦିନ ଧରି ହଟ୍ଟଗୋଳ…

ରାଜ୍ୟର ୧୮ ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆଜି ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା। ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ।…

କାହାର ହେବ ଦିଲ୍ଲୀ ସିଂହାସନ, ପ୍ରାରମ୍ଭିକ ଗଣତିରେ ମ୍ୟାଜିକ ଫିଗର୍ ଛୁଇଁଲା ବିଜେପି

ନୂଆଦିଲ୍ଲୀ: କାହା ଦଖଲକୁ ଯିବ ଦିଲ୍ଲୀ କ୍ଷମତା? କିଏ ସମ୍ଭଳିବ ଦିଲ୍ଲୀ ରାଜଗାଦୀ । ରେକର୍ଡ ବଜାୟ ରଖିବ କି ଆପ୍? ନା କ୍ଷମତା କୁ ଆସିବ ବିଜେପି? ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ୍ ଗଣତି । ପ୍ରଥମେ ଖୋଲିଛି ପୋଷ୍ଟାଲ ବାଲଟ୍ । ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ କିଛି ସମୟ ପରେ ଇଭିଏମ୍ ଗଣତି ହେବ ।…

ହଠାତ୍ ବଢିଲା ଶୀତ: ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଲା ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦିନ ରାଜ୍ୟରେ ଅଚାନକ ଶୀତ ଉଭାନ ହୋଇଯାଇଥିଲା। ମାଘ ମାସରେ ପ୍ରଚଣ୍ଡ ତାତିରେ ସିଝୁଥିଲା ସାରା ଓଡିଶା। ଶୀତ ବଦଳରେ କିଛି ଦିନ ହେବ ଅଧିକ ଖରା ହେବାରେ ଲାଗିଥିଲା। ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ…

ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ, ଜାଣନ୍ତୁ କେବେ କରିବେ ଆବେଦନ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ…