Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମଦ ଭାଟି ଉପରେ ଚଢ଼ାଉ କରି ହଟହଟା ହେଲେ ଅବକାରୀ କର୍ମଚାରୀ, ଛେଚିଲେ ଗାଁ ଲୋକେ

କଳାହାଣ୍ଡି: ଜିଲ୍ଲାର ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ଅଭାବନୀୟ ଘଟଣା। ଏଠାରେ ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ ବିଭାଗର କର୍ମଚାରୀ। ଉପସ୍ଥିତ ଗାଁ ଲୋକେ ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଲୋକଙ୍କ ଆକ୍ରମଣରେ ଦୁଇ ଅବକାରୀ କର୍ମଚାରୀ…

ହକି ଇଣ୍ଡିଆ ଲିଗ୍ ୨୦୨୪-୨୫: ପୁରୁଷ ବର୍ଗ ବିଜେତାଙ୍କୁ ୩କୋଟି, ମହିଳାଙ୍କୁ ୧.୫କୋଟି

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ଓ ରାଞ୍ଚିରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫। ତେବେ ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗରେ ମୋଟ ପୁରସ୍କାର ରାଶି ୧୦କୋଟି ବୋଲି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର…

ପ୍ରାତଃ ଭ୍ରମଣ ସମୟରେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ବ୍ୟର୍ଥ ହେବ ସମସ୍ତ ପ୍ରୟାସ

ଯେଉଁମାନେ ପ୍ରାତଃ ଭ୍ରବଣ କରିବାରୁ ଯାଆନ୍ତି, ସେମାନେ ଅନେକ ରୋଗରୁ ଦୂରେଇ ରହିପାରିବେ। ପ୍ରକୃତରେ, ସକାଳ ଚାଲିବା ଶରୀରର ମେଟାବୋଲିଜିମ୍ ହାରକୁ ବୃଦ୍ଧି କରେ ଯାହା ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ମଧୁମେହ ଭଳି ଅନେକ…

ଆସନ୍ତା ୧୩ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ…

ଆହୁରି ୩ ଦିନ ଥରାଇବ ଶୀତ, କୁହୁଡି ପାଇଁ ଆଲର୍ଟ ଜାରି

ଭୁବନେଶ୍ବର:  ରାଜ୍ୟରେ ଜାରି ରହିଛି ଶୀତ ଲହରି । ସକାଳୁ ସକାଳୁ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଆଗ ଅପେକ୍ଷା ତାପମାତ୍ରା ବଢିଥିବା ବେଳେ ଶୀତର ପ୍ରକୋପ ମଧ୍ୟ କମିଛି । ଗତ ଦୁଇଦିନ ହେବ ରାତି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଯାଏଁ ରାତି ତାପମାତ୍ରାରେ…

ଡୋମେଷ୍ଟିକ୍ ଏୟାରଲାଇନ୍ ଆଇଏମଡିକୁ ଦେବେ ପାଣିପାଗ ତଥ୍ୟ

ନୂଆଦିଲ୍ଲୀ: ଏୟାରଲାଇନ୍‌ଗୁଡ଼ିକ ଖୁବ୍‌ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)କୁ ଦେବେ ପାଣିପାଗ ତଥ୍ୟ । ବର୍ଷକ ଭିତରେ ଡୋମେଷ୍ଟିକ୍ ଏୟାରଲାଇନ୍‌ଗୁଡ଼ିକ ଲାଗି ପାଣିପାଗ ତଥ୍ୟ ଦେବା ବାଧ୍ୟତାମୂଳକ କରାଯିବ ବୋଲି ସରକାର ବିଚାର କରୁଛନ୍ତି । ବିମାନ ଉଡ଼ାଣ ଓ ଅବତରଣ ବେଳେ…

ପୁଣି ଥରେ ସ୍ଥଗିତ ରହିଲା ସ୍ପାଡେକ୍ସ ମିଶନ ଇନ-ସ୍ପେଶ୍ ଡକିଂ

ନୂଆଦିଲ୍ଲୀ: ପୁଣି ଥରେ ସ୍ପାଡେକ୍ସ ମିଶନ ଡକିଂକୁ ସ୍ଥଗିତ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ମହାକାଶରେ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପାଡେକ୍ସ ମିଶନରେ ହେବାକୁ ଥିବା ଇନ-ସ୍ପେଶ୍ ଡକିଂକୁ ସମୟକୁ ପୁଣି ଥରେ ଘୁଞ୍ଚାଇଛି । ପୂର୍ବରୁ ମଧ୍ୟ ଜାନୁଆରୀ ୭ରୁ ୯ ତାରିଖକୁ…

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ

ପୁରୀ:ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ନାଟମଣ୍ଡପ ଭିତରେ ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସେ ନେଇ ସମସ୍ତ…

ଏହି ଉପହାର ଦେଲେ ହୁଏ ମଙ୍ଗଳ..

ଭୁବନେଶ୍ବର:  ଆମେ ବନ୍ଧୁବାନ୍ଧବ ,ସାଙ୍ଗ ସାଥୀଙ୍କୁ ଉପହାର ଦେଇଥାଉ । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଉପହାର ଦିଆଯାଏ ଉଭୟ ଦେଉଥିବା ଓ ଗ୍ରହଣ କରୁଥିବା ଲୋକଙ୍କର ମଙ୍ଗଳ ହୋଇଥାଏ ଓ ଶୁଭଦାୟକ । -୭ଟି ଘୋଡ଼ା ଦୌଡୁଥିବାର ଫଟୋକୁ ଗିଫ୍ଟରେ ଦେବା କିମ୍ବା ପାଇବା ଶୁଭଦାୟକ । -ରୂପାରେ…

ମହାକୁମ୍ଭ ପାଇଁ ଓଡ଼ିଶାରୁ ସିଧା ଅଯୋଧ୍ୟା ଗଡିବ ସ୍ଵତନ୍ତ୍ର ବସ୍, ଜାଣନ୍ତୁ କେଉଁଠୁ ଯିବେ…

ଭୁବନେଶ୍ୱର: ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡିବ ସ୍ଵତନ୍ତ୍ର ବସ୍।ସିଧା ଓଡ଼ିଶାରୁ ଅଯୋଧ୍ୟା ସଂଯୋଗ କରିବ। ଏବେ ଓଡ଼ିଶାବାସୀ ସିଧା ଓଡ଼ିଶାର ପ୍ରମୁଖ ସହରରୁ ବସି ଅଯୋଧ୍ୟାର କୁମ୍ଭମେଳାରେ ଓହ୍ଲାଇବେ। ଏଥିପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ ସେବାର ଶୁଭାରମ୍ଭ…