Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଉତ୍ତର ଭାରତରେ ଘନ କୁହୁଡ଼ି; ୨୫୦ରୁ ଅଧିକ ବିମାନ ପ୍ରଭାବିତ, ବିଳମ୍ବରେ ଚାଲୁଛି ଟ୍ରେନ୍

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହର ସାଙ୍ଗକୁ ଜାରି ରହିଛି ଘନ କୁହୁଡି । ରାସ୍ତାଘାଟରେ ଗାଡି ଚଳାଚଳ ସହ ଶହ ଶହ ବିମାନ ଏବଂ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି । ଶନିବାର ସକାଳେ ଘନ…

ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ଏକ ମାସ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହି ଅବସରରେ ଆଜି ଲୋୟର ପିଏମଜିରେ ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଲୋୟର ପିଏମଜିରୁ…

ଚର୍ମ ପାଇଁ ଏହି ଖାଦ୍ୟ ଅଭିଶାପ ସଦୃଶ…

ଭୁବନେଶ୍ବର: କିଛି ଜିନିଷ ଆମ ଚର୍ମ ପାଇଁ ଜହର ଭାବେ କାମ କରେ । ଏହାର ସିଧା ପ୍ରଭାବ ଆମ ଚର୍ମ ଉପରେ ପଡେ । ଦୈନନ୍ଦିନ ଖାଉଥିବା ଖାଦ୍ୟ ବେଶ୍ ଆମ ଶରୀର ଉପରେ ପ୍ରଭାବ ପକାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆମ ଚର୍ମ ପାଇଁ ଅଭିଶାପ ସଦୃଶ.. -ଚିନି ଧଳା ଜହର ଅଟେ । ମାତ୍ରାଧିକ…

ଶୀତ ଲହରୀରେ ଗୃହପାଳିତ ପଶୁଙ୍କ ଯତ୍ନ ଏପରି ରଖନ୍ତୁ..

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତଋତୁରେ ପ୍ରାଣୀମାନଙ୍କ ଠାରେ ଅନେକ ସମସ୍ୟା ଦେଖାଯାଇଥାଏ ।ସେହିପରି ପ୍ରାଣୀଙ୍କ ଦେହରେ ଏହି ସମୟରେ ଟିଙ୍କ ଅଧିକ ହୋଇଥାଏ , ଯାହା ଅସୁବିଧା ସୃଷ୍ଟି କରାଏ । ତେବେ ଏହି ଋତୁରେ କିପରି ଗୃହପାଳିତ ପଶୁଙ୍କ ଯତ୍ନ ନେବେ ଆସନ୍ତୁ…

ବ୍ରହ୍ମପୁର ହତ୍ୟା ଘଟଣା: ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ବ୍ରହ୍ମପୁର: ସାନ ଭାଇଙ୍କୁ ହତ୍ୟା କରିଥିବା ଆସାମୀକୁ ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବାଣ ବିସ୍ଫୋରଣରେ ଉଡ଼ିଲା ଛାତ, ଜଣେ ମୃତ

ଜଗତସିଂହପୁର: ବାଣ ଭିଡୁଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଘରର ଛାତ ମଧ୍ୟ ଉଡ଼ିଯାଇଛି।  ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଶୁକ୍ରବାର ରାତିରେ ଏହିପରି ଅଘଟଣ ଘଟିଛି ଜଗତସିଂହପୁର ସଦର ଥାନା…

ଜାତୀୟ ଖୋ ଖୋ ଟିମକୁ ସ୍ପନସର୍ କରିବେ ରାଜ୍ୟ ସରକାର, ଖର୍ଚ୍ଚ ହେବ ୧୫ କୋଟି

ଭୁବନେଶ୍ୱର: ‘ଖୋ ଖୋ’ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପରିଚିତ ହେବ ‘ଖୋ ଖୋ’ ଖେଳ। ବିଶ୍ବ ସ୍ତରରେ ରାଜ୍ୟକୁ ପରିଚିତ କରିବେ ଖେଳାଳି। ଦେଶର ‘ଖୋ ଖୋ’ ଖେଳ ପାଇଁ  ସୁବର୍ଣ୍ଣ ସମୟ ଆସିଛି। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ…

ଭାରତରେ ଅତ୍ୟନ୍ତ ଦାରିଦ୍ର୍ୟ ହ୍ରାସ ପାଇଛି : ଏସବିଆଇ ରିପୋର୍ଟ

ନୂଆଦିଲ୍ଲୀ:ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦାରିଦ୍ର୍ୟ ସଂଖ୍ୟା ହ୍ରାସ ପାଇଛି। ନିକଟରେ ଏସବିଆଇ ଏକ ରିପୋର୍ଟ ପ୍ରକାଶ କରିଛି, ଦେଶର ଗ୍ରାମ ଏବଂ ସହରରେ ଦାରିଦ୍ର୍ୟ ହାର ହ୍ରାସ ପାଇଛି। ଏସବିଆଇ ରିପୋର୍ଟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅନେକ ଅଞ୍ଚଳରେ ଦାରିଦ୍ର୍ୟ ହାର ହ୍ରାସ…

ଏବେ ବିଦେଶାଗତ ପକ୍ଷୀଙ୍କ ଉପରେ ନଜର ରଖିବ ସାଟେଲାଇଟ

ଭୁବନେଶ୍ବର: ବର୍ତ୍ତମାନ ଶୀତ ଋତୁ ଚାଲିଥିବାବେଳେ, ଏହି ସମୟରେ ଚିଲିକା, ଅଂଶୁପା, ହୀରାକୁଦ ଏବଂ ଭିତରକନିକାକୁ ବହୁ ବିଦେଶ ପକ୍ଷୀଙ୍କ ଆଗମନ ହୋଇସାରିଛି । ବିଭିନ୍ନ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଫାଟିପଡୁଛି ଏହି ସବୁ ହ୍ରଦ ଓ ଏହାର ପାଖଆଖ ପରିବେଶ । ତେବେ…

‘ଆଳୁ ଯୋଗାଣକୁ ନେଇ ଓଡିଶାକୁ ବ୍ଲାକମେଲ୍ କରୁଥିଲେ ଦିଦି’

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ । ପଶ୍ଚିମବଙ୍ଗ ଆଳୁ ଟ୍ରକ୍‌ କୁ ରାଜ୍ୟର ସୀମାରେ ଅଟକାଇ ଦେଉଥିଲା । ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ଆଉ ବ୍ଲାକମେଲ୍ କରିବାକୁ ସୁଯୋଗ ଦେବୁନି ଏଭଳି କହି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ…