Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତରେ ଜବରଦସ୍ତ ଆୟ କଲା ଫିଲ୍ମ ‘ମୁଫାସା ଦ ଲାୟନ କିଂ’: ପ୍ରଥମ ଦିନରେ ୧୦ କୋଟି

ନୂଆଦିଲ୍ଲୀ: ମୁକ୍ତିଲାଭ କଲା ଲୋକପ୍ରିୟ ହଲିଉଡ ସିନେମା ‘ମୁଫାସା ଦ ଲାୟନ କିଂ’। ମୁକ୍ତିଲାଭ କରିବା ମାତ୍ରେ ଭାରତରେ ଜବରଦସ୍ତ ଆୟ କରିଛି। ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ସିନେମାଟି ୧୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଏହାର ହିନ୍ଦୀ ଡବିଂରେ ଭାରତର ବଚ୍ଛା ବଚ୍ଛା ସିନେ ତାରକା ସ୍ୱର…

ରୋଷେଇ ପାଇଁ କେଉଁ ତେଲ ସବୁଠୁ ଭଲ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ଖରାପ ତେଲରେ ପ୍ରସ୍ତୁତ ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ, ଆପଣ ବ୍ୟବହାର କରୁଥିବା ତେଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି କ୍ଷତିକାରକ? ପ୍ରଥମେ ଜାଣନ୍ତୁ କେଉଁ ତେଲ ସ୍ବାସ୍ଥ୍ୟ ପାଇଁ କେତେ ଖରାପ। ଖାଇବା ତେଲ ବାଛିବା ପୂର୍ବରୁ ଆପଣ କଣ ଖୋଜନ୍ତି? ସ୍ୱାଦ କିମ୍ବା ସ୍ୱାସ୍ଥ୍ୟ?…

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ୍

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ପିଏମଇଜିପି ଋଣ କରାଇ ଦେବା ପାଇଁ ହିତାଧିକାରୀ ସୁନିଲ କୁମାର ମିଶ୍ରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ବିପିନ କୁମାର ଦେହୁରୀଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ…

ଭାରତୀୟ ସେନା ଦେଶଦ୍ରୋହୀ ହେଲେ କେଉଁ ଦଣ୍ଡ ମିଳେ? ଜାଣନ୍ତୁ କଣ କହିଛି ନିୟମ…

ଆପଣ ନିଶ୍ଚିତ ଭାବରେ ଭାରତୀୟ ସେନା ଉପରେ ଆଧାରିତ ଚଳଚ୍ଚିତ୍ର ଦେଖିଥିବେ। ଚଳଚ୍ଚିତ୍ରଗୁଡ଼ିକରେ ଆର୍ମି ଯବାନମାନଙ୍କର ନିତ୍ୟକର୍ମ ଏବଂ ସେମାନଙ୍କ ତାଲିମ ବିଷୟରେ ମଧ୍ୟ କୁହାଯାଇଛି। କିନ୍ତୁ ଚଳଚ୍ଚିତ୍ର କିମ୍ବା ସୋସିଆଲ ମିଡିଆରୁ ଆମେ ଜାଣିଥିବା ଅପେକ୍ଷା ସେନାଙ୍କ ଜୀବନ ଅଧିକ କଠୋର ଅଟେ।…

ଷ୍ଟକ୍ ମାର୍କେଟରେ ରିକ୍ସ ନନେଇ ଏଫଡିରେ ଟଙ୍କା ନିବେଶ କରନ୍ତୁ, ପ୍ରମୁଖ ବ୍ୟାଙ୍କଗୁଡିକର କେତେ ସୁଧ ଦିଆଯାଉଛି ଆସନ୍ତୁ…

ଭୁବନେଶ୍ବର:ସମସ୍ତେ ସୁରକ୍ଷିତ ବିନିଯୋଗ ଏବଂ ସର୍ବାଧିକ ରିଟର୍ଣ୍ଣ ଚାହାଁନ୍ତି | ନିବେଶକମାନେ ଷ୍ଟକ୍ ମାର୍କେଟରେ ଉତ୍କୃଷ୍ଟ ରିଟର୍ଣ୍ଣ ପାଆନ୍ତି ସତ କିନ୍ତୁ ଷ୍ଟକ୍ ମାର୍କେଟର କାରାବାରର ହ୍ରାସ ଘଟିଲେ ନିବେଶକମାନେ ନିବେଶ ପାଇଁ ଅନ୍ୟ ବିକଳ୍ପ ମଧ୍ୟ ଖୋଜନ୍ତି | ଏପରି ପରିସ୍ଥିତିରେ,…

ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ଥାନା ଅନ୍ତର୍ଗତ ଜେନକେଡା ଗ୍ରାମର କଲୋନୀ ପଡାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ତଣ୍ଟିକାଟି ସ୍ବାମୀ ହତ୍ୟା କରିଥିବା ଓ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ମିଳିଥିବା ସୂଚନା…

ତ୍ରିଫଳା: ବଢ଼ାଇଥାଏ ରୋଗ ପ୍ରତିରୋଧକ କ୍ଷମତା, ମିଳିବ ଏହି ଅଜବ ଫାଇଦା

ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକଙ୍କର ହଜମ ଶକ୍ତି ଦୁର୍ବଳ ହେଉଛି। ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାପ ହଜମ ଯୋଗୁଁ ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି। ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ତ୍ରିଫଳା। ଆମ ସ୍ବାସ୍ଥ୍ୟପୋକାରୀ ତ୍ରିଫଳା। ତ୍ରିଫଳା ସ୍ୱାସ୍ଥ୍ୟ…

ଏସଆଇପି କରୁଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ବୁଡିଯିବ ଟଙ୍କା !

ଭୁବନେଶ୍ବର : ଆଜିକାଲି ଲୋକମାନେ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିବେଶ କରିବାକୁ ପସନ୍ଦ କରୁଛନ୍ତି । ଖାସ୍ କରି ଭବିଷ୍ୟତ ପାଇଁ ସେଭିଂ କରିବାକୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି । କିନ୍ତୁ ନିବେଶକୁ ନେଇ ଅଧିକ ଜ୍ଞାନ ନଥିବାରୁ ସମସ୍ୟାରେ ମଧ୍ୟ ପଡିଛନ୍ତୁ । ତେବେ ଲାଭଦାୟକ ନିବେଶ ଓ ଲାଭ…

ପୁଣି ମହଙ୍ଗା ହୋଇପାରେ ବିଦ୍ୟୁତ୍ ବିଲ୍‌

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଆସନ୍ତା ଆର୍ଥିକ ବର୍ଷଠାରୁ ଗ୍ରିଡ୍‌କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ ବିଦ୍ୟୁତ ୟୁନିଟ ପିଛା ପାଇକାରୀ ମୂଲ୍ୟ ୩…

କମାଲ ଦେଖାଉଛି ଏଆଇ କ୍ୟାମେରା, ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ

ମୟୁରଭଞ୍ଜ: ପୁଣି କ୍ୟାମେରା ହାବୁଡରେ ୬ ଶିକାରୀ। ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଧରାପଡ଼ିଲେ ୬ ଶିକାରୀ। ଏଥର ମଧ୍ୟ ଏଆଇ କ୍ୟାମେରା ଏହି ଶିକାରୀଙ୍କୁ ଧରିଛି। AI କ୍ୟାମେରା ବ୍ୟବହାର କରାଯାଇ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ଶିକାରୀ ମାନେ ଉଦଳା ଥାନା ଅନ୍ତର୍ଗତ ବାଣିଆଦରା…