Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାର୍ଶଲରେ ଆସିଲା କଟା ମଣିଷ; ଅବାକ୍ ପରିବାର ଲୋକେ

ନୂଆଦିଲ୍ଲୀ: ଘରକୁ ଆସିଲା ପାର୍ଶଲ । ପାର୍ଶଲ ଖୋଲିବା ବେଳେ ପରିବାର ଲୋକେ ଯାହା ଦେଖିଲେ ଆପଣ ବି ଶୁଣିଲେ ତାଜୁବ ହୋଇଯିବେ। ପାର୍ଶଲରେ ରହିଥିଲା କଟା ମଣିଷ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପଶ୍ଚିମଗୋଦାବରି ଜିଲ୍ଲାରେ । ଜଣେ ମହିଳାଙ୍କୁ ପାର୍ଶଲରେ ମିଳିଛି ମଣିଷର…

ମାଇଲ୍ ଖୁଣ୍ଟର ରଙ୍ଗ ଭିନ୍ନ ଭିନ୍ନ କାହିଁକି?

ଭୁବନେଶ୍ବର: ଆମେ କୌଣସି ସଡକ ଯାତ୍ରା କଲାବେଳେ ଆମର ପଥ ପଦର୍ଶକ ପାଲଟିଥାଏ ରାସ୍ତା କଡରେ ଥିବା ମାଇଲ୍ ଖୁଣ୍ଟ୍ । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହା ସ୍ଥାପନା କରାଯାଇଥାଏ । ଏହା ଆମର ଗନ୍ତବ୍ୟସ୍ଥଳ ବିଷୟରେ ସୂଚନା ଦେବା ସହ ତାହା କେତେଦୂର ଅଛି ଜଣାଇଥାଏ । ଆପଣକେବେ ଲକ୍ଷ୍ୟ କରିଥିଲେ…

ବିବାହ ପବିତ୍ର ସଂସ୍କାର ଅଟେ, ଏହାକୁ ବ୍ୟବସାୟ ବନାନ୍ତୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାମଲା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆତ୍ମହତ୍ୟା ପୂର୍ବରୁ ଅତୁଲ ରାଷ୍ଟ୍ରପତିଙ୍କ ନାମରେ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଏଥିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଏହି ଘଟଣା…

ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ଆକାଉଣ୍ଟ୍ ଖୋଲିବେ, ଏହାର ଲାଭ କ’ଣ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ୨୨ ଜାନୁୟାରୀ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା | ଝିଅ ସନ୍ତାନଙ୍କ ମା ବାପା ସେମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ତାଙ୍କ ନାମରେ ନିବେଶ କରିପାରିବେ | ନିୟମ…

କାହିଁକି ବିନା ସିଏମ୍ ଚେହେରାରେ ଲଢିବ ବିଜେପି ?

ନୂଆଦିଲ୍ଲୀ: ରଣନୀତି ନା ବାଧ୍ୟବାଧକତା ? କାହିଁକି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି ? 2014ରୁ କେନ୍ଦ୍ରରେ କ୍ଷମତାରେ ରହିଛି ବିଜେପି। ଦେଶର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତା କବଜା କରିଛି। ହେଲେ ଦିଲ୍ଲୀ ଦୁର୍ଗ ଭେଦିବାରେ ଅସଫଳ ରହିଛି ଦଳ। ଦିଲ୍ଲୀ ଦଖଲ…

ଭଦ୍ରକରେ ହେବ ବୟନ ପାର୍କ: ମୁଖ୍ୟମନ୍ତ୍ରୀ

ଭଦ୍ରକ: ଭଦ୍ରକ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ୪ ହଜାର ୩୮୨ କୋଟି ଟଙ୍କା ବ୍ୟୟରେ ଭଦ୍ରକରେ ହେବ ବୟନ ପାର୍କ । ଆଇଓସିଏ୍‌ଲ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି । ଏମସିପିଏଲ୍‌ ସହଯୋଗରେ ଭଦ୍ରକରେ ବୟନ…

କାଲିଠୁ କମିବ ବର୍ଷା, ୪୮ ଘଣ୍ଟା ରହିବ ଘନକୁହୁଡ଼ି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଏହି ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ୨୦୨୫ ମସିହା ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସାରିବାକୁ ଲକ୍ଷ୍ୟ ରହିଛି।…

ବାରମ୍ବାର ଜିନିଷ ଭୁଲିଯାଆନ୍ତି କି ? ‘ଜିଓ ଟ୍ୟାଗ ଗୋ’ ଖୋଜି ଦେବ ଆପଣଙ୍କ ଜିନିଷ..

ଭୁବନେଶ୍ବର: ଦୈନନ୍ଦିନ ଜୀବନରେ ଆମର ବ୍ୟସ୍ତବହୁଳତାରେ ଅନେକ ଜିନିଷକୁ କୌଣସି ସ୍ଥାନରେ ଛାଡ଼ି ଦେଇଥାଉ । ଯେମିତିକି ଆମର କାର୍-ବାଇକ୍ ଚାବି,ୱାଲେଟ୍, ମୋବାଇଲ୍ ଇତ୍ୟାଦି କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଭୁଲିଯାଉ | କିନ୍ତୁ ବର୍ତ୍ତମାନ ଜିଓ ଏହାର ନୂତନ ସମାଧାନ ଆଣିଛି | କମ୍ପାନୀ ଭାରତରେ…

ଡ୍ରାମା ପାଇଁ ବିଜେପି ସାଂସଦଙ୍କୁ ଆୱାର୍ଡ ଦିଆଯିବା ଉଚିତ୍: ଜୟା ବଚ୍ଚନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ କହିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଭାରତୀୟ ଜନତା ପାର୍ଟି ସାଂସଦ ଅଭିନୟ କରୁଛନ୍ତି ଏବଂ ତାଙ୍କ ଅଭିନୟ ପାଇଁ ସେମାନଙ୍କୁ ପୁରସ୍କାର ଦିଆଯିବା ଉଚିତ। ଗଣମାଧ୍ୟମ ସହ ସୂଚନା ଦେଇ ରାଜ୍ୟସଭା ସାଂସଦ…