Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କମାଲ ଦେଖାଉଛି ଏଆଇ କ୍ୟାମେରା, ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ

ମୟୁରଭଞ୍ଜ: ପୁଣି କ୍ୟାମେରା ହାବୁଡରେ ୬ ଶିକାରୀ। ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଧରାପଡ଼ିଲେ ୬ ଶିକାରୀ। ଏଥର ମଧ୍ୟ ଏଆଇ କ୍ୟାମେରା ଏହି ଶିକାରୀଙ୍କୁ ଧରିଛି। AI କ୍ୟାମେରା ବ୍ୟବହାର କରାଯାଇ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ଶିକାରୀ ମାନେ ଉଦଳା ଥାନା ଅନ୍ତର୍ଗତ ବାଣିଆଦରା…

ଜାନୁଆରୀରୁ ମିଳିବ ନୂଆ ରାସନକାର୍ଡ଼

ଭୁବନେଶ୍ୱର: ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍‌ ରାସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ଼ ପ୍ରଦାନ କରିଥିଲେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଜାଲ୍‌ ରାସନକାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର…

ସଂସଦରେ ଠେଲାପେଲା: ତଦନ୍ତ କରିବ କି କ୍ରାଇମ୍‌ ବ୍ରାଞ୍ଚ?

ନୂଆଦିଲ୍ଲୀ: ଶୀତ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ଗୁରୁବାର ପାର୍ଲାମେଣ୍ଟରେ ଠେଲାପେଲା ହୋଇଥିଲା। ଏଥିରେ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ମୁକେଶ ରାଜପୁତ୍‌ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆହତ ହୋଇଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେବା ସହ…

୪୩ ବର୍ଷ ପରେ କୁଏତ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ, ଆହୁରି ମଜବୁତ୍‌ ହେବ ଦ୍ୱିପାକ୍ଷିକ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି। ଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ତାରିଖ ଅର୍ଥାତ୍ ଦୁଇ ଦିନିଆ ଗସ୍ତରେ…

ଚିନ୍ତା ବଢ଼ାଇଲା ଜିନ୍ନତ: ଝାଡ଼ଖଣ୍ଡ ଛାଡିଲା, ପଶ୍ଚିମବଙ୍ଗ ଗଲା

ଶିମିଳିପାଳ:ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି। ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ସସପେନ୍ସ ଜାରି ରହିଥିଲା। ଝାଡ଼ଖଣ୍ଡରେ କିଛି ଦିନ ବୁଲିବା ପରେ…

୫୩ ବର୍ଷ ପରେ ପୁଣି ବାଂଲାଦେଶ ଫେରିବା ଆରମ୍ଭ କରିଛି ପାକିସ୍ତାନୀ ସେନା

ଢାକା: ୧୯୭୧ ମସିହାରେ ପୂର୍ବ ପାକିସ୍ତାନରୁ ପାକିସ୍ତାନୀ ସେନାକୁ ଭାରତୀୟ ସେନା ତଡିଥିଲା ଏବେ ୫୩ ବର୍ଷ ପରେ ପୁଣି ତାର ପୁନରାବର୍ତ୍ତୀ ହେବାକୁ ଯାଉଛି । ଅର୍ଥାତ୍ ବାଂଲାଦେଶକୁ ପୁଣି ଫେରିବା ଆରମ୍ଭ କରିଛି ପାକିସ୍ତାନୀ ସେନା । ପାକିସ୍ତାନୀ ସେନାର ଜେନେରାଲ ସାହେବ ଖୁବ୍ ଶୀଘ୍ର ତାଙ୍କ…

ରାହୁଲଙ୍କ ବିରୋଧରେ ଏତେ ମାମଲା? ହାର୍ଡକୋର ଅପରାଧୀଙ୍କଠୁ ବି ଅଧିକ

ନୂଆଦିଲ୍ଲୀ: କଂଗ୍ରେସର ବଡ଼ ଚେହେରା ରାହୁଲ ଗାନ୍ଧୀ। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଯେଉଁ ପ୍ରଦର୍ଶନ କରିଛି, ତାହାର ପୂରା ଶ୍ରେୟ ରାହୁଲଙ୍କୁ ଯାଇଛି। ଦେଶରେ ବଡ଼ ବଡ଼ ପ୍ରସଙ୍ଗ ଉଠାଇ ସଂସଦ ଓ ସଂସଦ ବାହାରେ ସରକାରଙ୍କୁ ଏବେ ଘେରୁଛନ୍ତି ରାହୁଲ। କୁହାଯାଉଛି ରାହୁଲଙ୍କ ରାଜନୈତିକ ଜୀବନରେ…

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା : ଏହି ସରକାରୀ ଯୋଜନାରେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ହେଉଛି ଏକ ପେନସନ୍ ଯୋଜନା। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପ୍ରତି ମାସରେ ୫୫ଟଙ୍କା ଜମା କରିବାକୁ ପଡିବ ଏବଂ ୬୦ବର୍ଷ ପରେ ସେମାନେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ | ଆସନ୍ତୁ ଆବେଦନ ଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ୍ ପର୍ଯ୍ୟନ୍ତ…

କିଟ୍‍ ନଲେଜ୍‍ ଟ୍ରି ବକ୍ତୃତାମାଳା; ‘ଛାତ୍ରଛାତ୍ରୀମାନେ ଶିକ୍ଷା ସହ ନୈତିକତା ବଜାୟ ରଖନ୍ତୁ’

ଭୁବନେଶ୍ୱର: କିଟ୍‍ କଲେଜରେ ନଲେଜ୍‍ ଟ୍ରି ବକ୍ତୃତାମାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ସ୍ଲୋଭାକିଆର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଏଡ୍‍ୱାର୍ଡ ହେଗର ଯୋଗଦେଇ ବକ୍ତୃତା ପ୍ରଦାନ କରିଛନ୍ତି । ସେ କିଟ୍‍ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ନୈତିକତା ଓ ସମାଜ ପ୍ରତି ପ୍ରତିବଦ୍ଧତା…

ଆସନ୍ତା ୨୩ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୪ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଡିସେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଆଞ୍ଚଳିକ ଅଡିସନ୍‌ରୁ ମନୋନୀତ ହୋଇଥିବା ୨୬ ରାଜ୍ୟର ୪ ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।…