Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିର୍ମାଣଧିନ କେନାଲରୁ ମାଟି ଅତଡା ଧସି ୮ ବର୍ଷର ଝିଅ ମୃତୃ, ବାପା ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନଡିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗାଁରେ ଅଘଟଣ । ଶୌଚ ହେବା ପାଇଁ କେନାଲ ବନ୍ଧକୁ ଯାଇଥିବାବେଳେ ବାପା ଓ ଝିଅଙ୍କ ଉପରେ ଖସିପଡିଲା ମାଟି ଅତଡ଼ା । ଯେଉଁଥିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ୮ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ…

ଜାଣନ୍ତୁ….ଏହି ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର: ଆଜିଠୁ ନଭେମ୍ବର ମାସ ଆରମ୍ଭ ହେଉଥିବା ବେଳେ ଏହି ମାସରେ ମୋଟ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ନଭେମ୍ବର ୨୦୨୪ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏନେଇ ତାର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଏହି ମାସରେ ଉଭୟ ସରକାରୀ ତଥା ଆଞ୍ଚଳିକ ଛୁଟିଦିନକୁ ଅନ୍ତର୍ଭୁକ୍ତ…

ରାଷ୍ଟ୍ରପତି ଭବନରେ ଝଲସୁଛି ସୂର୍ଯ୍ୟ ମନ୍ଦିରର ନିଦର୍ଶନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଝଲସୁଛି ଓଡିଶାର ସୂର୍ଯ୍ୟ ମନ୍ଦିରର ନିଦର୍ଶନ । ରାଷ୍ଟ୍ରପତି ଭବନ ସ୍ଥିତ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ…

ମାସ ଆରମ୍ଭରୁ ମହଙ୍ଗା ମାଡ; ଟ୍ରେନ୍ ଟିକଟ ଠାରୁ ଆରମ୍ଭ କରି ୟୁପିଆଇ, ବଦଳୁଛି ଏହି ୭ ନିୟମ…..

ନୂଆଦିଲ୍ଲୀ: ପ୍ରତିମାସ ଭଳି ଏହି ମାସ ଆରମ୍ଭରୁ ବି କିଛିଟା କ୍ଷେତ୍ରରେ ବିଭିନ୍ନ ନିୟମ ପରିବର୍ତ୍ତନ ହୋବୁ ଯାଉଛି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବାକୁ ଯାଉଛି । ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢିଥିବା ବେଳେ ଟ୍ରେନ୍ ଟିକେଟ ବୁକିଂ ନିୟମ, କ୍ରେଡିଟ କାର୍ଡ,…

ସରକାର ଆଣିବେ ସ୍କାମ ବିରୋଧୀ ଯୋଜନା, ଡିସେମ୍ବରରୁ ମୋବାଇଲକୁ ଆସିବ ନାହିଁ ଅଯଥା ମେସେଜ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କମ୍ପ୍ୟୁଟର ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଏବଂ ଠକେଇ ଯୋଜନା ପଛରେ ଥିବା ବ୍ୟକ୍ତିମାନେ ନିରୀହ ନାଗରିକଙ୍କୁ ଠକିବା ପାଇଁ ବହୁତ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିପାଇଁ ସରକାର ଏଭଳି ସ୍କାମ ବିରୋଧରେ ଲଢିବାକୁ ନୂଆ ଯୋଜନା ଆଣୁଛନ୍ତି। ଟେଲିକମ୍ ରେଗୁଲେଟୋରୀ…

ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ

ସମ୍ବଲପୁର: ପୁଣି ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ । ସ୍କ୍ରବ୍ ଟାଇଫସ୍‌ରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଙ୍ଖିଦାଦର ଗାଁର ହୋଇଥିବା ବେଳେ ଗତ ୧୧ ଦିନ ହେବ ସେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ…

ଆଜିଠୁ ଖୋଲିବ କୁଲଡିହା ଅଭୟାରଣ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

ବାଲେଶ୍ଵର: ଆଜିଠୁ ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟ। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କୁଲଡିହା ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ। ମୁଖ୍ୟ ଗେଟରେ ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆଶଙ୍କା; ବଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଫଳରେ ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ…

ଆମ୍ବ କୋଇଲି ଯାଉ ଖାଇ ଗଲା ୨ ଜୀବନ, ୬ ଅସୁସ୍ଥ

କନ୍ଧମାଳ: ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅନ୍ୟ କିଛି ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। କୁହାଯାଉଛି ଘଟଣାରେ ୬…

ଟ୍ବିନ୍‌ ସିଟିରେ ଲାଗିରହିଛି ବର୍ଷା, ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ହଠାତ୍ ପାଗରେ ପରିବର୍ତ୍ତନ। ଆଜି ସକାଳୁ ସକାଳୁ କୋହଲା ପାଗ ପରେ ଲାଗି ରହିଛି ବର୍ଷା। ଆଜି ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସକାଳୁ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ରାତିରେ ପାଗ ଭଲ ଥିବାବେଳେ ଶୁକ୍ରବାର ଭୋର ସମୟରୁ ହଠାତ ପାଗ ପରିବର୍ତ୍ତନ ହୋଇଯାଇଛି। ରାଜଧାନୀ…