Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଢିଲା କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ

କଟକ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବୁଧବାର ଥିବାବେଳେ ଏହାକୁ ବୃଦ୍ଧି କରିଛନ୍ତି ମାନ୍ୟବର ହାଇକୋର୍ଟ । ଆବେଦନ ତାରିଖର ସମୟ ସୀମା ନଭେମ୍ବର ୧୫ ପର୍ଯ୍ୟନ୍ତ ବଢିଛି । ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ୩୦ ଅକ୍ଟୋବର ୨୦୨୪…

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଯାଜପୁର: ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳର ରବୀନ୍ଦ୍ର ମଲ୍ଲିକ । ୨୦୨୩ ମସିହାରେ ରବୀନ୍ଦ୍ର ମଲ୍ଲିକ ୭ ବର୍ଷୀୟ ନାବାଳିକା ତଥା ଦ୍ଵିତୀୟ…

ନଭେମ୍ବରରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼

ଭୁବନେଶ୍ୱର: ଆସନ୍ତା ମାସରୁ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ଦିନ କହିଛନ୍ତି। ଦଶ ଲକ୍ଷରୁ ଅଧିକ ଆବେଦନ ଉପରେ ଯାଞ୍ଚ ଶେଷ ହେବା ପରେ ସରକାର ନୂତନ ରାସନ କାର୍ଡ ପ୍ରଦାନ ଆରମ୍ଭ କରିବେ ବୋଲି…

‘ଓଡ଼ିଶା ଯାତ୍ରୀ’ ଆପ୍ ଉନ୍ମୋଚିତ

ଭୁବନେଶ୍ବର: ଉବେର ଏବଂ ଓଲା କମ୍ପାନୀର କ୍ୟାବ୍ କୁ ଟକ୍କର ଦେବାକୁ ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍ । ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ…

୮୪୩ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଚିଠି

ମୟୂରଭଞ୍ଜ: ଗତ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାକୁ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ ଆସିଥିଲା । ହେଲେ ଜିଲ୍ଲାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ମୂଳ ଲକ୍ଷ୍ୟରୁ ୬୫ ପ୍ରତିଶତ ପଛରେ ରହିଛି । ଫଳରେ ହଜାର ହଜାର ହିତାଧିକାରୀ…

ଏହି ସବୁ ଅଭ୍ୟାସ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ କରେ ଦୁର୍ବଳ

ଏକ ସୁସ୍ଥ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଏହାର ସାହାଯ୍ୟରେ ଶରୀର ରୋଗ ସହ ଲଢିବାକୁ ସକ୍ଷମ ହୁଏ ଏବଂ ଅସୁସ୍ଥ ହେଲେ ଶୀଘ୍ର ସୁସ୍ଥ ହେବାକୁ ସକ୍ଷମ ହୁଏ। ରୋଗ ପ୍ରତିରୋଧ ସାମର୍ଥ୍ୟ ପ୍ରକୃତିଦତ୍ତ। ଏହାର ଦାୟିତ୍ୱ ନେବା ପାଇଁ ପ୍ରକୃତି ଶରୀରରେ ଖଞ୍ଜିଛି…

ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୬ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।…

ଗର୍ଭବତୀଙ୍କୁ ନିର୍ଯାତନା ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ: ବିଦାହେଲେ ଡେରାବିଶ ସିଡିପିଓ

ଡେରାବିଶ: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଶିଶୁ ବିକାଶ ବିଭାଗର ସିଡିପିଓ ସ୍ନେହଲତା ସାହୁ ସେଠାରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ଡାକ୍ତରଖାନା ନଛାଡିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ…

ଶୀତ ଦିନେ ଚର୍ମ ଫଟାକୁ ନେଇ ଚିନ୍ତିତ କି ? ଏମିତି କରନ୍ତୁ ଉପଚାର

ଲୋକମାନେ ଶୀତ ଋତୁକୁ ଉପଭୋଗ କରିବା ପାଇଁ ଆନନ୍ଦର ସହିତ ଅପେକ୍ଷା କରିଥାନ୍ତି। କିନ୍ତୁ ଏହି ଥଣ୍ଡା ଦିନେ ସ୍ୱାସ୍ଥ୍ୟ ସହିତ ଚର୍ମ ପର୍ଯ୍ୟନ୍ତ ଅନେକ ସମସ୍ୟା ମଧ୍ୟ ଆସିଥାଏ। ବିଶେଷକରି ଏହି ଋତୁରେ, ଲୋକଙ୍କ ଚର୍ମ ବହୁତ ଶୁଷ୍କ ଏବଂ ଆଦ୍ର ହୋଇଯାଏ । ଶୀତ ଆରମ୍ଭ ନହେଉଣୁ ଲୋକଙ୍କ ଚର୍ମ ଶୁଷ୍କ…

ଆପାର୍ଟମେଣ୍ଟରୁ ମିଳିଲା ‘କଙ୍ଗୁଭା’ ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କ ମୃତଦେହ

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। 'କଙ୍ଗୁଭା' ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତ୍ୟୁ ଘଟିଛି। ତାଙ୍କ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର ହୋଇଛି। 'କଙ୍ଗୁଭା' ଫିଲ୍ମର ଏଡିଟର ନିଶାଦ ୟୁସୁଫଙ୍କର ମୃତଦେହ ବୁଧବାର ସକାଳେ କୋଚିରେ ଏକ…