Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ଚାନ୍ଦବାଲି: ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି, ଭଦ୍ରକ ଚାନ୍ଦବାଲି ବ୍ଲକ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: କମିଲା ବୁକିଂ ଶୁଳ୍କ, ଜମିବ ଇକୋରିଟ୍ରିଟ୍‌

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କମିଲା ଇକୋରିଟ୍ରିଟ୍‌ ବୁକିଂ ଶୁଳ୍କ। ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ପର୍ଯ୍ୟଟନ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ।…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

ସୁବର୍ଣ୍ଣପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଚଢ଼ାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି।…

ଝାଡ଼ଖଣ୍ଡ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ୩୮ଟି ଆସନ ପାଇଁ ଚାଲିଛି ଭୋଟିଂ

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଝାଡ଼ଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ମତଦାନ । ଆସନ୍ତା ୨୩ ତାରିଖରେ ଆସିବ ଫଳାଫଳ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଏବଂ ଏନଡିଏ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ପ୍ରଥମ…

କିଏ ମାରିବ ବାଜି, ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପଡୁଛି ଭୋଟ । ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ । ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ଆଜି ମତଦାନ ହେଉଛି । ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାୟୁତି ଏବଂ କଂଗ୍ରେସ, ଉଦ୍ଧବ ଶିବସେନା ଏବଂ…

ବନ୍ଧୁକ ଦେଖାଇ ଲୁଟିନେଲେ ୮ ଲକ୍ଷ ଟଙ୍କା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥରେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ ହୋଇଛି । କାର୍‌ କୁ ଅଟକାଇ ବାଇକ୍‌ ଆରୋହୀ ଲୁଟେରାମାନେ ଫାଙ୍କା ଗୁଳି ଚଳାଇ ୮ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି । ତେବେ ଜଣେ ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଛି । ଖବର…

ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି

ଭୁବନେଶ୍ବର: ସୂଚନା କମିଶନ ଅଧ୍ୟକ୍ଷ ପଦବୀ ପରେ ଆଜି ୪ଟି ସୂଚନା କମିଶନ ସଦସ୍ୟ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସୂଚନା କମିଶନରେ ଏବେ ୨ଜଣ ସଦସ୍ୟ କାର୍ଯ୍ୟରତ ଥିବାବେଳେ ଅଧ୍ୟକ୍ଷଙ୍କ ସମେତ ମୋଟ ୫ଟି ପଦବୀ ପୂରଣ ପାଇଁ ସରକାର ବିଜ୍ଞାପନ ଜାରି କରିଛନ୍ତି ।…

କଟନିଛଟନି ରହିତ ଧାନ ସଂଗ୍ରହ ଆମର ମୂଳ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (ଖରିଫ ବିପଣନ ବର୍ଷ ୨୦୨୪-୨୫)ର ବୈଠକରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଚାଷୀ ମାନଙ୍କଠାରୁ କିପରି ସୂଚାରୁ ରୂପେ ଧାନ ସଂଗ୍ରହ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପୁରୀ ଜିଲ୍ଲାରେ ଆସନ୍ତା ୨…

ଭରତପୁର ଥାନା ମାମଲା; ସ୍ପଟ୍ ଭିଜିଟ୍ କରି ଉଭୟ ପକ୍ଷଙ୍କୁ ପଚରାଉଚରା କଲେ ତଦନ୍ତ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କର ବାନ୍ଧବୀଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣାରେ ଆଜି ଥାନାରେ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ତଦନ୍ତ କରିଛନ୍ତି । ପୁରା ଘଟଣାର ସିନ ରିକ୍ରିଏସନ କରାଯାଇଛି । ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର…

‘ସାଧାରଣ ଶ୍ରେଣୀର ଯାତ୍ରୀଙ୍କ ପାଇଁ ସୁବିଧା ପ୍ରଦାନ କରିବା ରେଳବାଇର ସର୍ବୋଚ୍ଚ ପ୍ରାଥମିକତା’

ଭୁବନେଶ୍ବର: ରେଳ ଯାତ୍ରା ପ୍ରତି ସାଧାରଣ ଜନତାଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ଆଗ୍ରହ ଏବଂ ଆକର୍ଷଣକୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ସେହି ଅନୁଯାୟୀ ସୁବିଧା ପ୍ରଦାନର ବିସ୍ତାରକୁ ତ୍ୱରାନ୍ୱିତ କରୁଛି । ଏହି କ୍ରମରେ ରେଳବାଇ ଗତ ତିନି ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ଜେନେରାଲ୍ କ୍ଲାସ୍…