Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅସ୍ତରଙ୍ଗ ଯାଇ ବାତ୍ୟା ମୁକାବିଲାର ସ୍ଥିତି ପରକ୍ଷିଲେ ଉପମୁଖ୍ୟମନ୍ତ୍ରୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗସ୍ତ କରି ବାତ୍ୟାର ପ୍ରଭାବ ଓ ତାର ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମୁଦ୍ର ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ କେତେ ମାତ୍ରାରେ ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତର…

ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ବୋମା ଧମକ ମିଳିବା ପରେ ହାଇ ଆଲର୍ଟରେ ବିମାନ ବନ୍ଦର। ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଏହାକୁ ଏକ ଗୁଜବ ବୋଲି କୁହାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ…

ବାତ୍ୟା ‘ଦାନା’ର ସୃଷ୍ଟି ହେବନି ଆଖି

ଭୁବନେଶ୍ୱର: ବାତ୍ୟାକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ହେଲେ ଏହାର ଭିତରେ…

ଜୋମାଟୋ-ସ୍ୱିଗିରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢାଇଲା ପ୍ଲାଟଫର୍ମ ଫି’: ଗ୍ରାହକ ଅସନ୍ତୁଷ୍ଟ

ମୁମ୍ଵାଇ: ଯେବେଠାରୁ ଜୋମାଟୋ ଏବଂ ସ୍ୱିଗି ଆସିଛି ଲୋକେ ଘରେ ବସି ଆନ୍ଦନରେ ଖାଇବା ଅର୍ଡର କରି ଖାଉଛନ୍ତି। କିନ୍ତୁ ଏବେ ପାର୍ବଣ ଋତୁରେ ଫୁଡ୍ ଡେଲିଭରୁ କମ୍ପାନୀ ଜୋମାଟୋ ଏବଂ ସ୍ଵିଗି ପ୍ଲାଟଫର୍ମ ଫି ବୃଦ୍ଧି କରିଛନ୍ତି। ଯାହା ପରେ ବର୍ତ୍ତମାନ ଏହି ପ୍ଲାଟଫର୍ମ ଗୁଡିକରୁ ଖାଦ୍ୟ ଅର୍ଡର କରିବା…

ମାଡି ଆସୁଛି ଦାନା !

ଭୁବନେଶ୍ୱର: ଭୀଷଣ ରୂପ ନେଇ ଓଡିଶା ଉପକୂଳ ଆଡକୁ ମାଡିଆସୁଛି ଦାନା । ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହେଉଛି । ଏବେ ୬୦ରୁ ୭୦କିଲୋମିଟର ବେଗରେ ପବନ ବହୁଥିବା ବେଳେ ଆଗକୁ ପବନର ବେଗ ଏହା ଆହୁରି ବଢିବ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ । ଏନେଇ ଭାରତୀୟ…

ଲୋମହର୍ଷଣ ଘଟଣା: ୩ ମାସ ଧରି ନିଜ ମାଆର କଙ୍କାଳକୁ କରୁଥିଲା ପୂଜା, ଖାଇବାକୁ ଦେଉଥିଲା ଖାଦ୍ୟ…

ଗୌହାଟି: ଆସାମର ଗୌହାଟିରେ ଏକ ଆଶ୍ଚର୍ଯ୍ୟଜନକ ଭଳି ଘଟଣା ସାମ୍ନାକୁ ଆସିଛି, ଯିଏ ଏହା ଶୁଣିଛି ତାର ଭୟରେ ଲୋମ ଟାଙ୍କୁରି ଯାଉଛି। ଜଣେ ବ୍ୟକ୍ତି ଗତ ତିନି ମାସ ଧରି ନିଜ ମା’ର କଙ୍କାଳ ସହିତ ବାସ କରୁଥିଲା। ସେ ପ୍ରତିଦିନ ନିଜ ହାତରେ କଙ୍କାଳକୁ ଖାଇବାକୁ ଦେଉଥିଲା। ଆଶ୍ଚର୍ଯ୍ୟଜନକ କଥା ହେଲା…

ବାତ୍ୟା ପାଇଁ ପ୍ରଭାବିତ ହେବ ୪୦ ବିମାନ ସେବା

ଭୁବନେଶ୍ୱର: ବାତ୍ୟା ପାଇଁ ଭୁବନେଶ୍ବରରେ ୪୦ ବିମାନ ସେବା ପ୍ରଭାବିତ ହେବ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ l ଆଜି କ୍ବାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ l ବାତ୍ୟା ପାଇଁ ଭୁବନେଶ୍ବରରେ ପବନର ବେଗ ୩୫ରୁ ୪୦ କିମି ରହିବ l ଏହି ତୀବ୍ରତାରେ ବିମାନ ଉଡ଼ିବା…

ସ୍ଥଳଭାଗ ମୁହାଁ ବାତ୍ୟା ଦାନା: ଏଯାବତ୍ ୩ ଲକ୍ଷ୍ୟ ଲୋକ ସ୍ଥାନାନ୍ତର 

ଭୁବନେଶ୍ୱର: ବଳ ଗୋଟାଇ ସ୍ଥଳଭାଗ ମୁହାଁ ଅଗ୍ରସର ହେଉଛି ବାତ୍ୟା ଦାନା । ଆଜି ବିଳମ୍ୱିତ ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ ଛୁଇଁବ। ଏଥିପାଇଁ ମୁଖ୍ୟ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ବାତ୍ୟାର ପ୍ରଭାବ ସବୁଠୁ ଅଧିକ ରହିବା ନେଇ…

ଆପଣ ଅତ୍ୟଧିକ ପାଣି ପିଉଛନ୍ତି କି ?

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍। ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ପାଣି ପିଇଲେ ଦେହ ହାଇଡ୍ରେଟ୍ ରହେ। କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ। ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ…

ଥମୁନି ଟାର୍ଗେଟ୍‌ କିଲିଂ ମାମଲା: ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼

ଶ୍ରୀନଗର: ପୁଲଓ୍ୱାମାର ତ୍ରାଲ ଅଞ୍ଚଳରେ ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼। ଏଥିରେ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଟାର୍ଗେଟ୍‌ କିଲିଂ ମାମଲା ବୃଦ୍ଧି ପାଇଛି। ପ୍ରବାସୀ ଶ୍ରମିକଙ୍କୁ କରାଯାଉଛି ଟାର୍ଗେଟ୍। ସପ୍ତାହେ ଭିତରେ ଏହା ତୃତୀୟ…