Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାଡି ଆସୁଛି ଭୀଷଣ ବାତ୍ୟା ଦାନା: ଦୁଇ ରାଜ୍ୟରେ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍‌ କରିବ। ହେଲେ ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ…

ବଡଖବର: ଲ୍ୟାଣ୍ଡଫଲ୍‌ ପରେ ବଦଳିପାରେ ବାତ୍ୟାର ମୋଡ

ଭୁବନେଶ୍ୱର: ଆସିଲା ବଡ ଖବର l ଲ୍ୟାଣ୍ଡଫଲ୍‌ ପରେ ବୁଲିପାରେ ବାତ୍ୟା ଦାନା l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ l ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ…

ପ୍ରଭାବ ଜାରି କଲାଣି ‘ଦାନା’: ବାଲେଶ୍ଵରରେ ବସ୍ ଚଳାଚଳ ବନ୍ଦ 

ବାଲେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହଲୁକରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ହାଲକା ହାଲକା ପବନ ବହିବା ଆରମ୍ଭ…

ବାବା ସିଦ୍ଦିକି ହତ୍ୟା ମାମଲାରେ ଆଉ ୩ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଣେରୁ ଏହି ଗିରଫଦାରୀରେ ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ…

ମେଟା ଓ ଏକ୍ସକୁ ଭାରତ ସରକାରଙ୍କ ଭର୍ସନା, ବୋମା ଧମକ କଲ୍ ମାମଲାର ତଦନ୍ତରେ କରୁନାହାଁନ୍ତି ସହଯୋଗ

ନୂଆଦିଲ୍ଲୀ: ଗତକିଛି ଦିନ ହେବ ଲଗାତାର ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍, ମେଲ୍ ଏବଂ ମେସେଜ୍ ଆସୁଛି। ଯାହାକି ମିଛ ବୋଲି ବି ପ୍ରମାଣିତ ହେଉଛି। ଏନେଇ ନାକେଦମ ହେଲେଣି ସରକାର। ଏପରି କାର୍ଯ୍ୟକୁ ନେଇ ତଦନ୍ତ ମଧ୍ୟ କରାଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଅନ୍ୟପଟେ…

ମାଡ଼ି ଆସୁଛି ‘ଦାନା’: ଆଜି ରାତିରେ ରଚିବ ତାଣ୍ଡବ ଲୀଳା

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଦାନା’ । ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ପ୍ରଭାବରେ ଅତିରୁ ଅତିପ୍ରବଳ ବର୍ଷା ହେବ…

ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ କଲେ ବିଏସଏଫ୍ ଯବାନ 

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ କରିଛନ୍ତି ବିଏସଏଫ୍ ଯବାନ । ଘନବେଡ଼ା ଓ ଗୁରାସେତୁରେ ୧୭୭ ବିଏସଏଫ୍‌ ବାଟାଲିୟନ ପକ୍ଷରୁ ମାଓବାଦୀଙ୍କ ଏକ ଡମ୍ପ ଜବତ କରାଯାଇଛି ଏହା ସହ ଦୁଇଟି ଟିଫିନ୍‌ ବୋମାକୁ ନିଷ୍କ୍ରିୟ କରାଯାଇଛି ।…

ଶୁଖିଲା ଖାଦ୍ୟ ମହଜୁଦ ଓ ନିରବଚ୍ଛିନ୍ନ ଯୋଗଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ଦାନା' ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଗୁରୁବାର ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ 'ଦାନା' । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର…

ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

ଭୁବନେଶ୍ବର: ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଦ ଦୋକାନ ଗୁଡି ବନ୍ଦ ରହିବ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ସୂଚନା ଦେଇଥିବାବେଳେ, ସେନେଇ ବୁଧବାର ସନ୍ଧ୍ୟା ଠାରୁ ମଦ ଦୋକାନଗୁଡ଼ିକୁ ସିଲ୍ କରାଯାଇଥିବା ଦେଖିବାକୁ…

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା

ଭୁବନେଶ୍ୱର: ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛନ୍ତି ମୋହନ ସରକାର । ତାଙ୍କ ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି…