Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ମରୁଛନ୍ତି ହାତୀ?, ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ବର: ବିଦ୍ୟୁତ ଆଘାତରେ ଏକାସାଙ୍ଗରେ ୩ ହାତୀଙ୍କ ଜୀବନ ଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜ୍ଜୁ କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । କେଉଁ କାରଣରୁ ହାତୀମାନଙ୍କ ଅପମୃତ୍ୟୁ ହେଉଛି, ସେନେଇ ଉତ୍ତର ମାଗିଛନ୍ତି…

କାହିଁକି ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା?

ଭୁବନେଶ୍ୱର: ପୋଲିସ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ସହାୟତା ପାଇଁ ଫୋନ୍ କଲେ ପୋଲିସ କିଛି ଶୁଣୁନି ବୋଲି ଅଭିଯୋଗ କରିଛନ୍ତି ଅସୀମା। ମହିଧରପୁର ବିଚ ହାଉସ ଓ ବଁଅରପାଳ ଥାନା ନାଁରେ ଅଭିଯୋଗ ଆଣିଛନ୍ତି କଣ୍ଠଶିଳ୍ପୀ ଅସୀମା। ସୂଚନା…

ପୁଣି ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଡିସେମ୍ବରରେ ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି । ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୩ରୁ ୭ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବତ୍ତର୍ନ କରିବାର କାର୍ଯ୍ୟକ୍ରମ ରହିଛି।…

କାଲିଠୁ ଧାନ କିଣା: ମଣ୍ଡିକୁ ଦଲାଲ ନଆସିବାକୁ ପାଟ୍ରୋଲିଂ

ଭୁବନେଶ୍ୱର: ଦିନକ ପରେ ଆରମ୍ଭ ହେବ ଧାନ କିଣା। ଚାଷୀ ଖରିଫ ଧାନ ଅମଳ କରିବା ସମୟ ଆସି ଯାଇଥିବାରୁ ତୁରନ୍ତ ମଣ୍ଡି ଖୋଲି କିଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଧାନ କିଣା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ଆସିଛି। କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁରରେ ଧାନ କିଣା…

‘ତାରକ୍ ମେହତା କା ଉଲଟା ଚଷମା’ରେ ଆଉ ନଜର ଆସିବେନି ଜେଠାଲାଲ୍!

ମୁମ୍ବାଇ: ବହୁ ଲୋକପ୍ରିୟ ଟିଭି ଶୋ’ ‘ତାରକ ମେହତା କା ଉଲଟା ଚଷମା’ରେ ଜେଠାଲାଲ ଚରିତ୍ରରେ ନଜର ଆସୁଥିବା ଦିଲ୍ଲୀପ ଯୋଶୀ ଏବେ ଶୋ’ ଛାଡିପାରନ୍ତି । ଆଉ ଜେଠାଲାଲ୍ ଭୂମିକା ନିଭାଇବେ ନାହିଁ ବୋଲି କାଳେ ସିଧା ସିଧା କହିଦେଇଛନ୍ତି ଦିଲ୍ଲୀପ । ତେବେ ପ୍ରକୃତରେ ଏହି ଶୋ’ ଯେ କେବଳ…

ସରକାରୀ ବାବୁଙ୍କ ଘରେ ପୁଳା ପୁଳା ସମ୍ପତ୍ତି: ଗିରଫ ହେଲେ ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ

ଢେଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଗତକାଲି ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ବାବୁଙ୍କ କୋଠାର ତାଲିକା ଦେଖି ତାଜୁବ ହୋଇଯାଇଥିଲା ଭିଜିଲାନ୍ସ। ଭୁବନେଶ୍ବର ଠାରୁ ଆରମ୍ଭ…

ମସ୍କଙ୍କ ସାହାଯ୍ୟରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ

ନୂଆଦିଲ୍ଲୀ: ଇସ୍ରୋ ନେଲା ମସ୍କଙ୍କ ସାହାଯ୍ୟ । ମସ୍କଙ୍କ ସାହଯ୍ୟରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ । ମଙ୍ଗଳବାର ଦିନ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ପକ୍ଷରୁ ଜିସାଟ୍-୨୦ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏଲନମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ…

ସ୍ୱେଚ୍ଛାକୃତ ଅବସର ନଚେତ ବଦଳି: ତିରୁପତି ମନ୍ଦିରରେ ଅଣ ହିନ୍ଦୁ କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ନୂତନ ଭାବେ ଗଠିତ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ସଂକଳ୍ପ ପାରିତ ହୋଇଛି। ଏହି ପ୍ରସ୍ତାବ…