Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ୱର-ଝାରସୁଗୁଡାରୁ ଏହି ସହରକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: ଯୋଗାଯୋଗ ବ୍ୟବସ୍ଥା କୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଉଛନ୍ତି । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ଆହୁରି ଅଧିକ ସହରକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ…

ମେଡିକାଲ କଲେଜରେ ଅଘଟଣ: ଜୀଅନ୍ତା ଜଳିଗଲେ ୧୦ ନବଜାତ

ଝାନ୍ସୀ: ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲରେ ନିଆଁ ଲାଗି ୧୦ ନବଜାତ ଜୀବନ୍ତ ଦଗ୍ଧ । ନିଆଁ କବଳରୁ ପ୍ରାୟ ୩୫ ଜଣ ନବଜାତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମେଡିକାଲ୍‌ର ଏନଆଇସିୟୁରେ ଲାଗିଥିଲା ନିଆଁ । ତେବେ…

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧି ୬ମାସକୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଜରୁରୀକାଳୀନ ମେଡିକାଲ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଉ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ…

ଆଦିବାସୀ ପିଲାମାନଙ୍କ ଉଜ୍ବଳ ଭବିଷ୍ୟ ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ଜନତା ମୈଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ…

କେତେ କାମ ଦେବ ‘ବିର୍ସା ମୁଣ୍ଡା’ କାର୍ଡ?

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ହାତରେ କ୍ଷମତାର ଚାବି । ଝାଡଖଣ୍ଡ ଅସ୍ମିତା ପିଚରେ ଜେଏମଏମ ବିଜେପିକୁ ଘେରୁଛି ତ ରୋଟି, ବେଟି ଓ ମାଟି ପ୍ରସଙ୍ଗରେ ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବାକୁ ଗୋଟି ଚଳଉଛି ବିଜେପି। ଏବେ ନିର୍ବାଚନ ମାହୋଲରେ ଜନଜାତି ଗୌରବ ଦିବସ ଅବସରରେ…

ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ ଓ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ କରିବା ଉପରେ ହଟିଲା କଟକଣା । ଏବେ ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ‌ଅପେକ୍ଷା ନକରି ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶ୍ରୀମନ୍ଦିର…

ଲୁଗା ଦୋକାନରେ ଅଗ୍ନିକାଣ୍ଡ, ପୋଡିଗଲେ ମାଲିକ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାଜା ବଜାରରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ଜଳି ପାଇଁଶ ହୋଇଯାଇଛି । ଏହାସହ ଦୋକାନ ଭିତରେ ଥିବା ମାଲିକ ମଧ୍ୟ ଏଥିରେ ପୋଡିହୋଇ ମୃତ୍ୟୁ ହୋଇଛି । ଆଜି ଅପରାହ୍ନ ସମୟରେ ଜଟଣୀ ରାଜା ବଜାରରେ ଥିବା ସୂର୍ଯ୍ୟ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଏବେ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡର ଅଭିଯୁକ୍ତ

ଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଅଫତାବ ପୁନାୱାଲା ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି । ପୁନାୱାଲା ୨୦୨୨ ମସିହା ମେ' ମାସରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା…

ଦୁର୍ବୁତ୍ତ ଜାଳିଦେଲେ ଶହେ କ୍ବିଣ୍ଟାଲ ଧାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଧାନ କଟା ହୋଇ ଗଦା ମରାହୋଇ ରଖା ଯାଇଖିବାବେଳେ ସେଥିରେ କେହି ଦୁର୍ବତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ବର୍ଷକର ଅମଳ ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।…

ଖୁସି ଖବର; ଏବେ ଏହି ଲୋକଙ୍କୁ ଦେବାକୁ ହେବନି ଟୋଲ୍ ଟ୍ୟାକ୍ସ..

ନୂଆଦିଲ୍ଲୀ: ଟୋଲ୍ ଟ୍ୟାକ୍ସକୁ ନେଇ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୋଲ୍ ଟ୍ୟାକ୍ସ ପାଇଁ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ନୂଆ ନିୟମ କରିଛି । ବର୍ତ୍ତମାନ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବ୍ୟବହାର କରୁଥିବା ଘରୋଇ ଯାନ ଡ୍ରାଇଭରମାନଙ୍କୁ ଟୋଲ୍ ଟ୍ୟାକ୍ସ…