Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଏବେ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡର ଅଭିଯୁକ୍ତ

ଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଅଫତାବ ପୁନାୱାଲା ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି । ପୁନାୱାଲା ୨୦୨୨ ମସିହା ମେ' ମାସରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା…

ଦୁର୍ବୁତ୍ତ ଜାଳିଦେଲେ ଶହେ କ୍ବିଣ୍ଟାଲ ଧାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଧାନ କଟା ହୋଇ ଗଦା ମରାହୋଇ ରଖା ଯାଇଖିବାବେଳେ ସେଥିରେ କେହି ଦୁର୍ବତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ବର୍ଷକର ଅମଳ ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।…

ଖୁସି ଖବର; ଏବେ ଏହି ଲୋକଙ୍କୁ ଦେବାକୁ ହେବନି ଟୋଲ୍ ଟ୍ୟାକ୍ସ..

ନୂଆଦିଲ୍ଲୀ: ଟୋଲ୍ ଟ୍ୟାକ୍ସକୁ ନେଇ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୋଲ୍ ଟ୍ୟାକ୍ସ ପାଇଁ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ନୂଆ ନିୟମ କରିଛି । ବର୍ତ୍ତମାନ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବ୍ୟବହାର କରୁଥିବା ଘରୋଇ ଯାନ ଡ୍ରାଇଭରମାନଙ୍କୁ ଟୋଲ୍ ଟ୍ୟାକ୍ସ…

ମା’ ସାଜିଲା ରାକ୍ଷସୀ: ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି ଲୋମଟାଙ୍କୁରା ଘଟଣା । ସ୍ବାମୀ ଥାଉ ଥାଉ ପରକୀୟା ପ୍ରିତିରେ ବୁଡି ରହୁଥିଲା ମାଆ । ବିରୋଧ କରିବାରୁ ପିଲାଙ୍କୁ ଚେଙ୍କ ଦେଉଥିଲା ମାଆର ପ୍ରେମିକ । ଖବରପାଇ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ । ଖବର ମୁତାବକ,…

ଚର୍ଚ୍ଚାରେ ମଇଁଷି ‘ଅନମୋଲ’, ଦିନକୁ ଖାଉଛି ୨୦ଟି ଅଣ୍ଡା: ଦାମ ଶୁଣି ଉଡିଯିବ ହୋଶ

ନୂଆଦିଲ୍ଲୀ: ମଇଁଷିର ଓଜନ ୧୫୦୦ କିଲୋଗ୍ରାମ। ଦିନକୁ ଖାଉଛି ୨୦ଟି ଅଣ୍ଡା। ଚର୍ଚ୍ଚାରେ ପୁଷ୍କର ମେଳାକୁ ଆସିଥିବା ଅଣ୍ଡିରା ମଇଁଷି ଅନମୋଲ। ମଇଁଷିର ମୂଲ୍ୟ ୨୩ କୋଟି ଟଙ୍କା। ହରିୟାଣାରୁ ଆସିଥିବା ଏହି ମଇଁଷି ବର୍ତ୍ତମାନ ପୁଷ୍କକର ମେଳା ଓ ମୀରଟରେ ହେଉଥିବା ସର୍ବଭାରତୀୟ କୃଷକ ମେଳାରେ…

କାହିଁକି କପିଲ ଶର୍ମାଙ୍କ ଶୋ’ ଛାଡିଥିଲେ ସିଦ୍ଧୁ? ମୁହଁ ଖୋଲିଲେ ନବଜୋତ ସିଂ

ମୁମ୍ବାଇ: ଦି କପିଲ ଶର୍ମା ଶୋ’ରେ ଜୋରରେ କରତାଳି ଦେବା ସହ ‘ଚକ ଦେ ଫଟ୍ଟେ’, ‘ଗୁରୁ’ ଭଳି ଶବ୍ଦ ସହିତ ଲୋକଙ୍କୁ ଖୁବ୍‌ ହସାଉଥିବା ନବଜୋତ ସିଂ ସିଦ୍ଧୁ ପୁଣି ଥରେ କପିଲ ଶୋ'ରେ ନଜର ଆସିବେ। କିନ୍ତୁ, ଏଥର ସେ ଶୋ’ରେ ଜଜ ଭାବରେ ନୁହେଁ ବରଂ ଅତିଥି ଭାବରେ ନଜର ଆସିବେ। ୨୦୧୯ରେ ସେ ହଠାତ୍‌…

ଡିଜେଲ, ବିଦ୍ୟୁତ ପରେ, ଏବେ ଭାରତରେ ଚାଲିବ ହାଇଡ୍ରୋଜେନ ଟ୍ରେନ!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନେଟୱାର୍କ ଦୁନିଆର ସର୍ବବୃହତ ରେଳ ନେଟଓ୍ବାର୍କ  । ପ୍ରତିଦିନ ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଟ୍ରେନ୍ ଏବଂ କୋଚ ଗୁଡିକର ନବୀକରଣ ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ରେଳ ପ୍ରବର୍ତ୍ତନ କରୁଛି ଭାରତୀୟ…

ଗ୍ୟାସ୍ ଟାଙ୍କି ଫାଟି ୩ ଗୁରୁତର

ରାୟଗଡ଼ା: ଗ୍ୟାସ ଟାଙ୍କି ଫାଟି ୩ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ । ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର…

ଓଡ଼ିଶାର ଗୌରବମୟ ଇତିହାସକୁ ମନେପକାଇଲେ ବିଏଚୟୁ ଛାତ୍ରୀଛାତ୍ର ଓ ପ୍ରବାସୀ ଓଡ଼ିଆ ସଂଗଠନ

ବାରଣାସୀ/ଭୁବନେଶ୍ୱର: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବି.ଏଚ.ୟୁ) ପାଳନ କରାଯାଇଛି । କାର୍ତ୍ତିକ…

ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା?

ଭଦ୍ରକ: ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନ ନିକଟସ୍ଥ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସାବରଙ୍ଗ ଥାନା ଅଧିନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ…