Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା?

ଭଦ୍ରକ: ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନ ନିକଟସ୍ଥ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସାବରଙ୍ଗ ଥାନା ଅଧିନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ…

‘ପେସା’ ପାଇଁ ଲୋକଙ୍କ ମତ ନେବେ ସରକାର

ଭୁବନେଶ୍ବର: ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ପେସା ଆଇନ୍ । ଏହି ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଏହା ଲାଗୁ ପାଇଁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ସରକାର । ଆଜି ଜନତା ମଇଦାନରେ ଜନଜାତୀୟ ଗୌରବ ଦିବସରେ ଏଡି ଘୋଷଣା କରିଛନ୍ତି…

ଚୀନର ରାସ୍ତାକୁ ଉଡ଼ାଇ ଦେଲା ଭାରତ!

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ମତଭେଦ ପରେ ଭାରତୀୟ ସେନା ୨୦୧୭ରେ ଡେମୋଚୋକରେ ନିର୍ମିତ ବିଆରଓ ର ରାସ୍ତାକୁ ନଷ୍ଟ କରିଦେଇଛି । ଏହି ଖବର ସେନା ସୂତ୍ର ମାଧ୍ୟମରେ ସାମ୍ନାକୁ ଆସିଛି । ଏଥି ସହିତ ଚୀନ୍ ମଧ୍ୟ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଛି । ଡେମଚୋକ୍ ଏବଂ ଡେପସଙ୍ଗରେ…

ବଦଲିଲା ‘ସରାଇ କାଲେ ଖାନ୍ ଛକ’ର ନାଁ; ଆଜିଠୁ ‘ବିର୍ସା ମୁଣ୍ଡା ଛକ’

ନୂଆଦିଲ୍ଲୀ: ଦିଲ୍ଲୀ ବାନସେରା ପାର୍କରେ ଉନ୍ମୋଚିତ ହେଲା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି । ଏଥିସହିତ ବଦଳିଲା ଦିଲ୍ଲୀ ‘ସରାଇ କାଲେ ଖାନ୍ ଛକ’ ଏବଂ ବସ୍ ଷ୍ଟାଣ୍ଠର ପରିଚୟ । ଆଜି ଭଗବାନ୍ ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି…

ସାଟେଲାଇଟ-ଟୁ-ଡିଭାଇସ୍: ଏଣିକି ବିନା ସିମରେ ବି ହୋଇପାରିବ କଲ୍ ଆଉ ମେସେଜ୍

ନୂଆଦିଲ୍ଲୀ: ଏଣିକି ବିନା ସିମରେ ବି ଫୋନରେ କଥା ହେବା ସହ ଏସଏମଏସ ମଧ୍ୟ କରିପାରିବେ । ଏମିତି ଏକ ନୂଆ ସେବା ଭାରତରେ ଉପଲବ୍ଧ କରାଇବାକୁ ଯାଉଛି ସରକାରୀ ଟେଲିକକ୍ କମ୍ପାନୀ ବିଏସଏନଏଲ । ଏହା ତାହାର ଡାଇରେକ୍ଟ ସାଟେଲାଇଟ-ଟୁ-ଡିଭାଇସ୍ ସେବା ଆରମ୍ଭ କରିଛି । ଏପରି କରିବାରେ ଦେଶରେ ପ୍ରଥମ…

ଥିଏଟରରେ ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’

ମୁମ୍ବାଇ: ଆଜି ଥିଏଟରକୁ ଆସୁଛି ଏକତା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଫିଲ୍ମର କାହାଣୀ ୨୦୦୨ ମସିହାର ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମେସି, ରାଶି ଖନ୍ନା ଓ ରିଦ୍ଧି ଡୋଗରା। ସେହି ଅଗ୍ନିକାଣ୍ଡର ବାସ୍ତବତାକୁ…

ଆଜିଠୁ ଆରମ୍ଭ ଐତିହାସିକ ‘ବାଲିଯାତ୍ରା’: କୁହେ ଗୌରବମୟ ନୌବାଣିଜ୍ୟ ପରମ୍ପରାର ଇତିହାସ

କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । କାହିଁ କେତେ କାଳରୁ ଏହା ଆମ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ପାଲଟିଛି । ଇତିହାସ କୁହେ, ୨୦୦୦ ହଜାର ବର୍ଷ ପୂର୍ବରୁ ଓଡିଆ ସାଧବ ପୁଅମାନେ ଜାଭା ସୁମାତ୍ରା ଭଳି ଦ୍ବୀପଗୁଡିକୁ ବାଣିଜ୍ୟ କାରବାର କରିବାକୁ ଆଜିର ଦିନରେ…

ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା: ଶରୀରରେ ପିଟିଲେ କଣ୍ଟା, ଆଉ ତାପରେ…

ଇମ୍ଫାଲ: ମଣିପୁରରେ ଥମୁନି ହିଂସା। ଉଗ୍ରବାଦୀମାନେ ନିରିହଙ୍କୁ ଦେଇଚାଲିଛନ୍ତି ନିର୍ଯାତନା। ନିକଟରେ ମଣିପୁରର ଜିରିବାମ ଜିଲ୍ଲାରେ ଜଣେ ୩୧ ବର୍ଷୀୟ ଆଦିବାସୀ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ନଭେମ୍ବର ୭ ତାରିଖରେ ଘଟିଥିଲା। ତେବେ ଉକ୍ତ ଆଦିବାସୀ ମହିଳାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ…

କାହିଁକି ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଇଂ?

ୱାଶିଂଟନ: ଖୁବଶୀଘ୍ର ବୋଇଂ ନିଜର ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଆମେରିକାର ପ୍ରଖ୍ୟାତ ବିମାନ ନିର୍ମାଣକାରୀ ସଂସ୍ଥା ବୋଇଂ ନିଜର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। କୁଶଳୀ କର୍ମଚାରୀଙ୍କ ଜରିଆରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା…