Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ବାଲିଯାତ୍ରାରେ ଗଡ଼ବ ଇ-ରିକ୍ସା, ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍‌ମେଣ୍ଟ ପର୍ଯ୍ୟନ୍ତ ମାଗଣାରେ ଚାଲିବ ବସ୍‌

କଟକ: ଏଣିକି ବାଲିଯାତ୍ରାରେ ଚାଲିବ ଇ-ରିକ୍ସା। ପୁରୀରୁ ଆସିବ ୩୦ଟି ଇ-ରିକ୍ସା। ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା ଚାଲିବ। ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ ଅଣାଯିବ। ତେବେ ଏହା…

ବୋମା ଧମକ ପରେ ଅନେକ ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ନେଇ ଗତ କିଛି ଦିନ ହେବ ଧମକ ମିଳିବା ଜାରି ରହିଛି। ଶନିବାର ଦିନ ଦେଶର ୨୦ରୁ ଅଧିକ ବିମାନରେ ବୋମା ଥିବା ଧମକ ମିଳିଥିଲା। ଯାହାକୁ ନେଇ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସୂଚନାନୁସାରେ, ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାସ ଏୟାର,…

ବିକଶିତ ହେବ ୭୫ଟି ଲାଇଟ୍ ହାଉସ, ଆକୃଷ୍ଟ ହେବେ ପର୍ଯ୍ୟଟକ

ପୁରୀ: ଭାରତବର୍ଷରେ ସମୁଦାୟ ୨୦୩ଟି ଲାଇଟ ହାଉସ ରହିଛି। ଏହା ମଧ୍ୟରୁ ୭୫ଟି ଲାଇଟ ହାଉସକୁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ବିକଶିତ କରାଯାଉଛି। ତା ମଧ୍ୟରେ ୧୩ଟି ଲାଇଟ ହାଉସରେ ଲିଫ୍ଟର ବ୍ୟବହାର ହେବ। ଏ ନେଇ ଜାହାଜ ଓ ବନ୍ଦର ମନ୍ତ୍ରଣାଳୟ ସହ ପର୍ଯ୍ୟଟନ ବିଭାଗ କାର୍ଯ୍ୟ ଆରମ୍ଭ କରିସାରିଛି।…

‘ସ୍ତ୍ରୀ-୨’କୁ ନେଇ ବଡ଼ ଖୁଲାସା: ଫିଲ୍ମର ସଫଳତାକୁ ନେଇ ଶ୍ରଦ୍ଧା ଭାଙ୍ଗିଲେ ନୀରବତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ତାଙ୍କ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି। 'ସ୍ତ୍ରୀ-୨'ର ବଡ ସଫଳତା ପରେ ଶ୍ରଦ୍ଧା ଇନଷ୍ଟାଗ୍ରାମରେ ତୃତୀୟ ସର୍ବାଧିକ ଅନୁସରଣକାରୀ ହୋଇଥିଲେ ଏବଂ ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସ୍ତ୍ରୀ-୩' ପାଇଁ ଖବରରେ ଅଛନ୍ତି।…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି….

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ୨୩…

ଜଳପଥରେ ଯୋଡିହେବ ତାଳଚେର-ପାରାଦୀପ

ଭୁବନେଶ୍ବର: ଜଳପଥରେ ଯୋଡି ହେବ ତାଳଚେର ଏବଂ ପାରାଦୀପ ଓ ଧାମରା ବନ୍ଦର । ଜାତୀୟ ଜଳପଥ-୫ ଏହି ଦୁଇ ବନ୍ଦର ପାରାଦୀପ ଓ ଧାମରା ସହିତ ତାଳଚେରକୁ ସଂଯୋଗ କରିବ । ଇନଲ୍ୟାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ  (ଆଇଡବ୍ଲୁଏଆଇ) ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଖଣିଜ ପରିବହନ ପାଇଁ ଏହି…

ବଦଳିବ ‘ଆମ ଓଡିଶା, ନବୀନ ଓଡିଶା’ର ନାଁ

ଭୁବନେଶ୍ବର: ପୁଣି ନବୀନଙ୍କ ଆଉ ଏକ ଛାପ ବଦଳିବାକୁ ଯାଉଛି । ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ଆମ ଓଡିଶା, ନବୀନ ଓଡିଶା’ ନାଁ…

‘ବିଜେଡି ହାରିବା ପଛରେ ୪ କାରଣ’, କହିଦେଲେ ପଦ୍ମନାଭ…

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ଧରାଶାୟୀ ହେବା ପରେ ବିଜେଡିର ବହୁ ବରିଷ୍ଠ ନେତା ଏବେ ଦଳ ଉପରକୁ ଯାଇ ନିଜର ମୁହଁ ଖୋଲୁଛନ୍ତି । କାହିଁକି ବିଜେଡି ହାରିଲା? କେଉଁଠି ବ୍ୟତିକ୍ରମ ରହିଲା? ବୋଲି ଦର୍ଶାଇବା ସହିତ କିଛି ଦଳ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଏହାରି…

ନିଜ ସ୍ୱାମୀଙ୍କ ସହ ୫ ଥର ବିବାହ କରିଛନ୍ତି ଏହି ଅଭିନେତ୍ରୀ, ଲାଇମ୍ ଲାଇଟରେ ଅଛନ୍ତି ଦମ୍ପତି

ମୁମ୍ବାଇ: ବାଲାଜୀ ଟେଲିଫିଲ୍ମର ଏକତା କପୁରଙ୍କ ଦ୍ୱାରା ନିର୍ମିତ ୨୦୦୯ର ସବୁଠାରୁ ଲୋକପ୍ରିୟ ଟିଭି ସିରିଏଲ୍ 'ପବିତ୍ର ରିସ୍ତା' ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଙ୍କିତା ଲୋଖଣ୍ଡେ। ସେ ତାଙ୍କ କୋ-ଷ୍ଟାର ତଥା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ…

ରାଜଧାନୀରେ ଚାଲିଥିଲା ସ୍ପା ନାଁରେ ସେକ୍ସ ରାକେଟ୍

ଭୁବନେଶ୍ବର: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାର୍ଣ୍ଣାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ ।  ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି ।…