Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୩୦ ବର୍ଷରେ ପ୍ରଥମ: ବରଫ ଚାଦରରରୁ ବଞ୍ଚିତ ଫୁଜି, ଏବେ ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ଡରାଇଲାଣି । ଯାହା ଇତିହାସରେ କେବେ ଘଟିନଥିଲା ତାହା ଏବେ ଅନୁଭୂତ ହେବା ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି । ଏହି ପରିବର୍ତ୍ତନ ଧାରାରେ ଜାପାନର ଫୁଜି ପର୍ବତ ସମସ୍ତଙ୍କୁ ଭୟଭୀତ କରିଥିବା ବେଳେ ସେଠିକା ବାସିନ୍ଦାକୁ ମିଳିଛି ଆଶ୍ବସ୍ତି । ଗତ…

ବିନା ହୃଦପିଣ୍ଡରେ କିପରି ବଞ୍ଚନ୍ତି ଏହି ପ୍ରାଣୀ ?

ଆମେ ସମସ୍ତେ ଜାଣୁ ଯେ ହୃଦୟ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରେ ରକ୍ତ ପମ୍ପ ଭଳି କାମ କରିଥାଏ ଏବଂ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ବିତରଣ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ପ୍ରାଣୀ ଅଛନ୍ତି ଯାହାର ହୃଦପିଣ୍ଡ ନାହିଁ। ତଥାପି ସେମାନେ…

‘କୌଣସି ପୁରୁଷ ଜଣେ ମହିଳା ବନ୍ଧୁଙ୍କ ସହ ଏକାଠି ହୋଟେଲ ରୁମରେ ରହିବାର ଅର୍ଥ ଶାରୀରିକ ସମ୍ପର୍କ ନୁହେଁ’

ମୁମ୍ବାଇ: ଜଣେ ମହିଳା ଜଣେ ପୁରୁଷଙ୍କ ସହିତ ହୋଟେଲ ରୁମ୍ ବୁକ୍ କରି ରୁମ୍ ଭିତରକୁ ପ୍ରବେଶ କରିବା ର ଅର୍ଥ ଏୟା ନୁହଁ ଯେ, ସେ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ । ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଏହା କହିଛି । ବମ୍ବେ ହାଇକୋର୍ଟର ବିଚାରପତି…

ଗଧ କ୍ଷୀର କାହିଁକି ଏତେ ମହଙ୍ଗା, କେଉଁ ରାଜ୍ୟର ଲୋକେ ଅଧିକ କରନ୍ତି ବ୍ୟବସାୟ?

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କ୍ଷୀରରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ ବି ଏବଂ ଭିଟାମିନ୍ ଡି ଭଳି ପୋଷକ ତତ୍ତ୍ୱ ଥାଏ। ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ମନରେ ଅଲଗା ଧାରଣା ସୃଷ୍ଟି ହୁଏ।…

ଇତିହାସ ପାଲଟିବ ଭିସ୍ତାରା, ଆଜି ଶେଷ ଉଡାଣ

ନୂଆଦିଲ୍ଲୀ: ଭିସ୍ତାରା ଏୟାରଲାଇନ୍ସ ସୋମବାର ଦିନ ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାର ଠାରୁ ଏହାର ମିଶ୍ରଣ ଏୟାର ଇଣ୍ଡିଆ ଗ୍ରୁପ ସହ ହୋଇଯିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ…

ସାବଧାନ୍! ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା, କାହିଁକି ଏମିତି କହିଲେ ମୋହନ….

ନୂଆଦିଲ୍ଲୀ: ତୃତୀୟ ବିଶ୍ବଯୁଦ୍ଧ ବିପଦ ଘନେଇ ଆସୁଛି । ଗରିବଙ୍କ ପାଖରେ ବିଜ୍ଞାନ ନୁହେଁ ଦେଶକୁ ଧ୍ବଂସ କରିବା ଭଳି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି । ଯାହା ଆଗାମୀ ଦିନରେ ପୁଣି ଆଉ ଏକ ବିଶ୍ବଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବେ…

ବଜାରରୁ ଆଣୁଥିବା କ୍ଷୀର ଶୁଦ୍ଧ ନା ମିଶ୍ରିତ: ମାତ୍ର ୧୦ ସେକେଣ୍ଡରେ ଚିହ୍ନଟ କରିବ ମିଲ୍କ୍ କିଟ୍

ନୂଆଦିଲ୍ଲୀ: ଆଜିକାଲି ସବୁ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ଅଧିକାଂଷ କ୍ଷୀରରେ ଏହି ଅପମିଶ୍ରଣ ହେଉଛି। ପୂର୍ବରୁ ଏଥିରେ କେବଳ ଜଳ ମିଶାଯାଉଥିଲା, କିନ୍ତୁ ବର୍ତ୍ତମାନ କିଛି ଲୋକ ଏଥିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଶାଇବା ଆରମ୍ଭ…

ପୁଣି ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ବଡ ଷଡ଼ଯନ୍ତ୍ର…

ପାଟନା: ଲଗାତାର କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ଘଟାଇବା ପାଇଁ ଷଡଯନ୍ତ୍ର କରାଯାଉଥିବା ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ବିହାର ଏବଂ ଉତ୍ତରପ୍ରଦେଶର ସୀମାରେ ସମାନ ଘଟଣା ଦେଖିବାକୁ ମିଳିଛି । ଏଠାରେ ଟ୍ରେନ୍ ଦୁର୍ଘଟଣା ଘଟାଇବା ପାଇଁ ଏକ ଷଡଯନ୍ତ୍ର…

ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ପ୍ରଚାର ମଇଦାନରେ ବିଜେପି ପାର୍ଥୀଙ୍କ ପାଇଁ ଭୋଟ ଅପିଲ୍ କରିବେ । ଏଥିପାଇଁ ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।  …

ଶେଷରେ ହଟିଲେ ମିନତୀ, ବରଖାସ୍ତ ପରେ ବି ଗାଦି ଛାଡୁନଥିଲେ

ଭୁବନେଶ୍ବର: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର…