Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି ଏସଟିଏଫ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତ । ଅଭିଯୁକ୍ତମାନେ ଓଡ଼ିଶାରୁ…

ଶକ୍ତିଶାଳୀ ଭୂକମ୍ପ ୭.୧ ତୀବ୍ରତାରେ ଥରିଲା ଏହି ଦେଶ;ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ: ଜାପାନର କ୍ୟୁଶୁ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ।   ଲୋକ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ଜାପାନ ପାଣିପାଗ ବିଭାଗ (JMA) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା। ଏହା ପରେ ସୁନାମି ସତର୍କତା…

ଉବୁଟୁବୁ ଉତ୍ତର ଓଡ଼ିଶା: ୨୦୦ ମିମିରୁ ଅଧିକ ବର୍ଷାରେ ବେହାଲ ବାଲେଶ୍ୱର

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଥରହର ଉତ୍ତର ଓଡ଼ିଶା। ଆକାଶରୁ ଯେମିତି କେବଳ ପାଣି ନୁହେଁ, ବରଂ ବିପଦ ଖସୁଛି। ବିଶେଷ କରି ବାଲେଶ୍ୱର ଜିଲ୍ଲା ପାଇଁ ଏହି ଲଗାଣ ବର୍ଷା ଏକ ବଡ଼ ଦୁର୍ଦ୍ଦଶା ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ରେକର୍ଡ ବର୍ଷା ହେବା ପରେ ସମଗ୍ର…

ବିଡିଏର ୫୨୦ କୋଟିର ଖେଳ ଏବଂ ସରକାରୀ ଫାଇଲ୍ ତଳେ ଚାପି ହୋଇଛି ସାଧାରଣ ମଣିଷର ଘର ସ୍ୱପ୍ନ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିଜର ଘର ଖଣ୍ଡିଏ ପାଇବା ପାଇଁ ଆଶା ବାନ୍ଧିଥିବା ମଧ୍ୟବିତ୍ତ ଗ୍ରାହକଙ୍କ ସ୍ୱପ୍ନ ଏବେ ପ୍ରଶାସନିକ ସ୍ଥାଣୁତା ଓ ନିୟମର ଜାଲରେ ଫସି ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା…

Bhitarkanika National Park:ଭିତରକନିକାରେ ଶେଷ ହେଲା କୁମ୍ଭୀର ବସା ଗଣନା;ଚିହ୍ନଟ ହେଲା ୧୧୭ ବସା

ରାଜନଗର:ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ବସା ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଚଳିତବର୍ଷ ୧୧୭ ଟି କୁମ୍ଭୀର ବସା ଗଣନା କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୬ଟି ବସା,ରାଜନଗର ରେଞ୍ଜରେ ୧୦ଟି ଓ ମହାକାଳପଡା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଛି ।…

ମହାପ୍ରଭୁଙ୍କୁ ନେଇ ଆନିମେଟେଡ୍ ଫିଲ୍ମ; ରିଲିଜ୍ ଉପରେ ରୋକ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତିଲାଭ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିପାରେ ବୋଲି ଯୁକ୍ତି କରାଯାଉଛି। ଯେତେବେଳେ କି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ…

ପେଲେଟ୍ ଗନ୍ ଉପରେ ରୋକ୍ ଲଗାଇବା ପାଇଁ ଦାବି, ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ

ନୂଆଦିଲ୍ଲୀ: ପେପର ଲିକ୍ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ସମ୍ପ୍ରତି ହୋଇଥିବା ପ୍ରତିବାଦ ସମୟରେ, ରାପିଡ୍ ଆକ୍ସନ୍ ଫୋର୍ସ (RAF) ଦ୍ୱାରା ପେଲେଟ୍ ଗନ୍ ବ୍ୟବହାର କରାଯାଇଥିଲା। କିଛି ପ୍ରତିବାଦକାରୀ ଆହତ ହୋଇଥିବା ଜଣାପଡ଼ିଛି। ପ୍ରତିବାଦରେ ଏହାର ବ୍ୟବହାର ବିଷୟରେ ଏବେ ପ୍ରଶ୍ନ ଉଠାଯାଉଛି,…

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି ,୩୦ରୁ ଅଧିକ ଅସୁସ୍ଥ

ଡେଲାଙ୍ଗ:ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି । ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ଦେଖିଥିଲେ । ଏପରି ଘଟଣା ଘଟିଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୩୦ରୁ ଅଧିକ…

ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଲା ମେଟା, କହିଲା- ଫେସବୁକରୁ ମୋଦିଙ୍କ ପୋଷ୍ଟ ହଟାଇବା ଏକ ଭୁଲ ଥିଲା

ନୂଆଦିଲ୍ଲୀ: ଫେସବୁକରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ହଟାଇବା ପାଇଁ ମେଟା କ୍ଷମା ପ୍ରାର୍ଥନା କରିଛି। ମେଟା କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଟାଇ ଦିଆଯାଇଥିଲା। ପରେ ତ୍ରୁଟି ସଂଶୋଧନ କରାଯାଇଥିଲା ଏବଂ ହଟାଯାଇଥିବା ବିଷୟବସ୍ତୁକୁ ପୁନରୁଦ୍ଧାର…

ସ୍ତ୍ରୀର ଗଳାକାଟି ହତ୍ୟା; ଜୀବନ ହରିବାକୁ ଉଦ୍ୟମ କଲା ସ୍ବାମୀ`

ଭୁବନେଶ୍ୱର:ସ୍ତ୍ରୀର ଗଳାକାଟି ହତ୍ୟା । ପରେ ସ୍ବାମୀ ନିଜେ ବିଷ ପିଇ ଜୀବନ ହରିବାକୁ କଲା ଉଦ୍ୟମ । ମଞ୍ଚେଶ୍ୱର ଥାନା ଚକେଇସିହାଣୀ ସାହୁ କଲୋନୀରେ ଏପରି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦୧୯ ମସିହାରେ ବିବାହ ହୋଇଥିଲା ।…