Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ଆଣିଛନ୍ତି ଅଜୟ । ତେବେ ଏନେଇ ଅଜୟ…

ଆନ୍ଦୋଳନରୁ ଉଠିଲେ ହବିଷ୍ୟାଳି: ସମସ୍ତଙ୍କ ପାଇଁ ହେଲା ବ୍ୟବସ୍ଥା..

ପୁରୀ: ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳି । ଜିଲ୍ଲା ପ୍ରଶାସନଙ୍କ ହସ୍ଥକ୍ଷେପ ଓ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳିମାନେ । ଏଥିସହିତ ବୃନ୍ଦାବତୀ ନିବାସ ତଳ ବେସମେଣ୍ଟକୁ ଅଣପଞ୍ଚିକୃତ ହବିଷ୍ୟାଳିମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଅନେକ ଦ୍ବନ୍ଦ୍ବ ଭିତରେ…

ଖୁବଶୀଘ୍ର ଆୟୁଷ୍ମାନ ଭାରତ; ୩ କୋଟିରୁ ଅଧିକ ଲୋକ ହେବେ ସାମିଲ୍

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ । ଯେଉଁଥିରେ ୩କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ମନ୍ତ୍ରୀ କହିଛନ୍ତି, ମୋହନ ସରକାର ଆମ ରାଜ୍ୟରେ ଲାଗୁ ପାଇଁ ଘୋଷଣା କରି…

ପିଏମଓର ନୂଆ ଅତିରିକ୍ତ ସଚିବ ହେଲେ ଶୁଭାଶିଷ ପଣ୍ଡା

ନୂଆଦିଲ୍ଲୀ: ଓଡିଶା କ୍ୟାଡରର ଆଇଏଏସ ରଘୁ ଜି ଙ୍କ ସମେତ ଆଉ ୨ ବ୍ୟୁରୋକାଟଙ୍କୁ ପିଏମଓକୁ ବଦଳି କରାଯାଇଛି ।  ପିଏମଓରେ ନୂଆ ଅତିରିକ୍ତ ସଚିବ ଭାବେ ଆଇଏଏସ ଶୁଭାଶିଷ ପଣ୍ଡାକୁ ନିଯୁକ୍ତ କରାଯାଇଛି । ହିମାଚଳ ପ୍ରଦେଶ କ୍ୟାଡରର ୧୯୯୭ ବ୍ୟାଚର ଆଇଏଏସ୍ ଶୁଭାଶିଷ ପଣ୍ଡା ବର୍ତ୍ତମାନ ଡିଡିଏର…

ଅସୁରକ୍ଷିତ ରାଜଧାନୀ: ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର l କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜରାସ୍ତାରେ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ l ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ୍ l ଦୁଇ…

ପ୍ରତିଶୋଧ ନେଲା ଇସ୍ରାଏଲ୍: ହମାସ୍ ମୁଖ୍ୟ ୟାହ୍ୟା ସିନୱାର ନିହତ

ନୂଆଦିଲ୍ଲୀ: ରାଫାରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସକୁ ବଡ଼ ସଫଳତା । ହମାସ୍ ମୁଖ୍ୟ ୟାହ୍ୟା ସିନୱାର ମାରି ଗଡାଇଲେ ଇସ୍ରାଏଲ୍ ଡିଫେନ୍ସ । ସିନୱାର ନିହତ ହୋଇଥିବା ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା…

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ନିମନ୍ତେ ଆଗୁଆ ହେବ ପଞ୍ଜୀକରଣ

ଭୁବେନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଏବେ ଆଗୁଆ ପଞ୍ଜିକରଣ କରିହେବ । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନଅଭିଯୋଗର ଶୁଣାଣି କରିବେ । ଏଥିପାଇଁ ୧୮ ତାରିଖରୁ ଆଗୁଆ ପଞ୍ଜିକରଣ…

ଭୁବନେଶ୍ବରରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ, ଜାଣନ୍ତୁ କେଉଁ ଦିନ…

ଭୁବନେଶ୍ୱର: ପାଣି ପାଇଁ ଗୋଟେ ଦିନ ଲାଗି ଡହଳବିକଳ ହେବେ ରାଜଧାନୀବାସୀ। ଶୁକ୍ରବାର ଠାରୁ ୨୪ ଘଣ୍ଟା ବନ୍ଦ ରହିବ ଜଳ ଯୋଗାଣ। ଯାହା ଫଳରେ ଅଧା ଭୁବନେଶ୍ବରରେ ମିଳିବନି ପାଣି। ଏନେଇ ସୂଚନା ଦେଇଛି ଓ୍ବାଟକୋ। ସୂଚନା ଅନୁଯାୟୀ, ମୁଣ୍ଡଳିରୁ ମୁଖ୍ୟ ପାଣି ପାଇପର ମରାମତି ପାଇଁ ଏଭଳି…

ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି: ଆଇଏମଡି

ଭୁବନେଶ୍ବର: ବାତ୍ୟାକୁ ନେଇ ସ୍ପଷ୍ଟ କଲେ ଆଇଏମଡି ଡିଜି । ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି ହେଲେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆଇଏମଡି ଡିଜି କହିଛନ୍ତି, ଆସନ୍ତା ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆଜି ଅଣ୍ଡା ମାଡ ହୋଇଛି । ଲକ୍ଷ୍ମୀପୂଜା ଦେଖିବାକୁ ଯାଉଥିବାବେଳେ ନିର୍ବାଚନମଣ୍ଡଳୀର କୁରିକଣା ଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ି ଅଟକାଇବାକୁ ପ୍ରୟାସ କରିଥିଲେ । ଏହି ଅଣ୍ଡାମାଡ଼ରେ କିନ୍ତୁ ପୂର୍ବତନ…