Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାଳିଆକୁ ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଷ୍ଟ୍ରେଚରରେ ପହଞ୍ଚିଲେ କର୍କଟ ରୋଗୀ

ପୁରୀ: ଭକ୍ତ ଏବଂ ଭଗବାନଙ୍କର ମଧ୍ୟରେ ଥିବା ସମ୍ପର୍କ ସତରେ ବେଶ୍ ନିଆରା । ଆଉ ଏହାକୁ ସାଧାରଣତଃ ସମସ୍ତଙ୍କ ପକ୍ଷେ ବୁଝିବା ସମ୍ଭବପର ହୋଇନଥାଏ । ଏଭଳି ଏକ ଭକ୍ତିମିୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀରେ । ଆଜି ସକାଳେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଜଣେ କର୍କଟ ରୋଗୀ ଷ୍ଟ୍ରେଚରରେ…

ଭାରତରେ ୮୪ ଲକ୍ଷ ଲୋକଙ୍କ ଆକାଉଣ୍ଟ ବ୍ୟାନ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ମିଛ ଖବର ପ୍ରଚାର ଏବଂ ଅଶାଳୀନ ଶବ୍ଦ ବିରୋଧରେ ହ୍ବାଟସଆପ୍ କଡା ପଦକ୍ଷେପ ନେଇଛି । ମେଟାର ଏହି ପ୍ଲାଟଫର୍ମ ଏହାର ମାସିକ ରିପୋର୍ଟରେ କହିଛି ଯେ ଅଗଷ୍ଟରେ ଭାରତରେ ୮୪ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ପରିସ୍ଥିତିରେ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ…

ଦେଶୀ ଗାଈ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି

ପୁରୀ: ଦେଶୀ ଗାଈ ଘିଅରେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ। ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି। ଶ୍ରୀମନ୍ଦିରରେ ହେଉଥିବା ମହାପ୍ରସାଦ ଓମଫେଡ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତି ହେଉ…

ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା…

ସ୍ୱାମୀଙ୍କ ବିୟୋଗରେ ଜୀବନ ହାରିଲେ ସ୍ତ୍ରୀ: କହିଦେଇ ଗଲେ ତାଙ୍କ ଜୁଇରେ ହିଁ….

ନୂଆଦିଲ୍ଲୀ: ଏ କି ପ୍ରେମ ? ପରସ୍ପରଠାରୁ ୨୫୦ କିଲୋମିଟର ଦୂରରେ ରହି ଏକାସହ ଆତ୍ମହତ୍ୟା କଲେ ସାମରିକ ଦମ୍ପତି। ସ୍ୱାମୀ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିବାବେଳେ ପତ୍ନୀ ସେନାରେ ଜଣେ କ୍ୟାପଟେନ୍ ଥିଲେ। ଅକ୍ଟୋବର ୧୪ ତାରିଖ ରାତିରେ ଆଗ୍ରାର ବାୟୁସେନା ଷ୍ଟେସନରେ ଥିବା ତାଙ୍କ…

ପୁଣି ଲଘୁଚାପ; ଜାଣନ୍ତୁ କେଉଁଠି ରହିବ ପ୍ରଭାବ….

ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୦ ତାରିଖ ସୁଦ୍ଧା  ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଯଇ ହେବାର ସମ୍ଭାବନର ରହିଥିବା ବେଳେ ଳହାର ପ୍ରଭାବରେ ଆସନ୍ତା ୨୨ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ଅବସର ପରେ ସାକାର କରୁଛନ୍ତି ସ୍ବପ୍ନ, ୬୪ ବର୍ଷରେ ବନିଲେ ଡାକ୍ତର

ଭୁବନେଶ୍ୱର: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ହାର ମାନେ ବୟସ। ଆଉ ଏହାକୁ ସତ ବୋଲି ପ୍ରମାଣିତ କରିଛନ୍ତି ଓଡିଶାର ଜୟ କିଶୋର ପ୍ରଧାନ। ପରିଣତ ବୟସରେ ନିଜ ସ୍ୱପ୍ନକୁ ସାକାର କରିଛନ୍ତି ଜୟ କିଶୋର। ସାଧାରଣତଃ ଲୋକମାନେ ଅବସର ନେବା ପରେ ବାକି ଜୀବନ ଆରାମରେ ବିତାଇବାକୁ ଚାହିଁଥାନ୍ତି।…

ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟ

ନୂଆଦିଲ୍ଲୀ: ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍‌ ଟିକେଟର ଆଡଭାନ୍ସ ବୁକିଂ । ଏବେ ୧୨୦ ଦିନ ପୂର୍ବରୁ ନୁହେଁ ୬୦ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିବା ପାଇଁ ସମୟ ସୀମା ହ୍ରାସ କଲା ରେଲୱେ ବିଭାଗ । ଆଉ ୪ ମାସ ନୁହେଁ ,ଏଣିକି ୨ ମାସ ପୂର୍ବରୁ ଟିକେଟ କରିବା ନେଇ ଏକ ଚିଠି ଜାରି କରି…

ପୁଣି ବୋମା ଧମକ, ମୁମ୍ବାଇରେ ଜରୁରୀ ଅବତରଣ କଲା ଭିସ୍ତାରା ଏୟାରଲାଇନ୍ସ

ମୁମ୍ବାଇ: ଗତ କିଛି ଦିନ ହେବ ବିମାନ ଗୁଡିକୁ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଉଛି। ଗୁରୁବାର ଦିନ ଜର୍ମାନୀର ଫ୍ରାଙ୍କଫର୍ଟରୁ ମୁମ୍ବାଇକୁ ଆସୁଥିବା ଭିସ୍ତାରା ବିମାନ (ବୋଇଙ୍ଗ 787 ବିମାନ) କୁ ବୋମା ଧମକ ଦିଆଯାଇଥିଲା। ଏହି ଧମକ ପରେ ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ…

ପୁଣି ହରିୟାଣାରେ ନାଏବ ସରକାର: ଦ୍ବିତୀୟ ଥର ପାଇଁ ଶପଥ ନେଲେ

ପଞ୍ଚକୁଳା: ପୁଣି ହରିୟାଣା ଶାସନ ଭାର ସମ୍ଭାଳିଲେ ନାଏବ ସରକାର । ଦ୍ବିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାଏବ ସିଂ ସୈନୀ । ତାଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ୧୩ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।  ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ…