Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ରେନ ଧକ୍କାରେ ଆହତ ହାତୀଛୁଆ ନନ୍ଦନକାନନ ସ୍ଥାନାନ୍ତରିତ

ଭୁବନେଶ୍ୱର: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀ ଛୁଆକୁ ଚିକିତ୍ସା ପାଇଁ ବୁଧବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଆହତ ହାତୀ ଛୁଆକୁ ଆଜି ସକାଳେ ଏକ ସ୍ୱତନ୍ତ୍ର ଟ୍ରକରେ ନନ୍ଦନକାନନକୁ ପଠାଯାଇଥିଲା। ତେବେ…

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି। ବଢିଲା ମହଙ୍ଗା ଭତ୍ତା। ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି । ଏହିପରି ଭାବରେ ଭାରତ…

ସରପଞ୍ଚଙ୍କ ଘର ଉପରକୁ ୨ଟି ବୋମା ପକାଇଲେ ଦୁର୍ବୁତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁର ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ । କିଛି ଦୁର୍ବୃତ୍ତ ଏହି ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସରପଞ୍ଚଙ୍କକ ପରିବାର । ଖବର ମୁତାବକ, ମଙ୍ଗଳବାର…

ଡ୍ରାଇଭିଂ ଟେଷ୍ଟିଂ ବେଳେ ଆଉ ହେବନି ପକ୍ଷପାତ…

ଭୁବନେଶ୍ବର: ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଆର୍ଟିଫିସିଆଲ ଇ​​‌ଣ୍ଟେଲିଜେନ୍ସ (ଏଆଇ) । ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି । ଏହା ପରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ…

ନୂଆ ଗାଡି଼ରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଜର୍ମାନ ରାଷ୍ଟ୍ରଦୂତଙ୍କ ଭାରତ ପ୍ରେମ। ନୂଆ ଗାଡି଼ କିଣିବା ପରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ। ଭାରତୀୟ ପରମ୍ପରା ଅନୁସାରେ ଯେତେବେଳେ ଆମେ ଏକ ନୂଆ ଗାଡି଼ କିଣୁ ସର୍ବପ୍ରଥମେ ଆମେ ପୂଜା କରିବା ସହ ନଡ଼ିଆ ଭାଙ୍ଗିଥାଉ। ଏହା ବ୍ୟତୀତ ଲେମ୍ବୁ ଏବଂ ଲଙ୍କା ମଧ୍ୟ…

କିଏ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ? ସିଏମ ରେସ୍‌ରେ ଏହି ୩ ଜଣଙ୍କ ନାଁ

ଚଣ୍ଡିଗଡ: ତୃତୀୟ ଥର ପାଇଁ ହରିୟାଣାରେ ବିଜେପି ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟର ଚେହେରା ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ପରିସ୍ଥିତିରେ ଆଜି ବୁଧବାର (ଅକ୍ଟୋବର ୧୬) ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି ବିଧାନସଭା…

ଜମ୍ମୁ-କଶ୍ମୀରରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା । ଶେର୍‌‌ ଇ କଶ୍ମୀର ଇଣ୍ଟରନାସନାଲ୍‌‌ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଜମ୍ମୁ-କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ…

ବିଷ୍ଣୋଇ ସମ୍ପ୍ରଦାୟ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ କଳା ହରିଣ? ସଲମାନ ଓ ଲରେନ୍ସ ମଧ୍ୟରେ ଚାଲିଛି ଛକାପଞ୍ଝା

ମୁମ୍ବାଇ: ୧୯୯୮ ମସିହାରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ସମୟରେ ଅଭିନେତା ସଲମାନ ଖାନଙ୍କ ସମେତ କିଛି ସେଲିବ୍ରିଟି କୃଷ୍ଣସାର ମୃଗକୁ ଶୀକାର କରିଥିବା ଅଭିଯୋଗ ଆସିଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ଏହି ଘଟଣାରେ ବିଷ୍ଣୋଇ ସମାଜ ମଧ୍ୟରେ ବ୍ୟାପକ କ୍ରୋଧ ସୃଷ୍ଟି…

ମସଜିଦରେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍ ଦେବା ଅପରାଧ ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ: ମସଜିଦ ଭିତରେ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦିଆଯାଇଥିବା ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ସୂଚନା ଅନୁସାରେ ମସଜିଦ ଭିତରେ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେଇଥିବା ଦୁଇ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲା ପୋଲିସ। ତେବେ ପୋଲିସ ଦ୍ୱାରା…

ଖୁବଶୀଘ୍ର ମହାକାଶରେ ହେବ ବିଳାଶପୂର୍ଣ୍ଣ ହୋଟେଲ!

ନୂଆଦିଲ୍ଲୀ: ମହାକାଶରେ ଭ୍ରମଣ କରିବା ଧୀରେ ଧୀରେ ସହଜ ହେବାରେ ଲାଗିଛି । ନିକଟରେ ବର୍ତ୍ତମାନ ଦୁନିଆର ପ୍ରଥମ କମର୍ସିଆଲ ସ୍ପେସ୍ ମିଶନ୍ ଆରମ୍ଭ କରାଯାଇଥିଲା ଯାହା ବହୁତ ସଫଳ ହୋଇଥିଲା । ସମ୍ପ୍ରତି, ଆମେରିକାର ସ୍ପେସ୍ ଏଜେନ୍ସି ଏବଂ ସହଭାଗୀ ଏଜେନ୍ସି ଦ୍ୱାରା ମିଳିତ ଭାବରେ ନିର୍ମିତ…