Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଉତ୍ତମପୁରର ରାସ୍ତା ହେମା ମାଲିନିଙ୍କ ଗାଲ ପରି’

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଲିନୀଙ୍କ ସମ୍ପର୍କରେ ଜଣେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ଏହି ବିବୃତ୍ତିକୁ ଗମ୍ଭୀରତାର ସହ ନେଇଛି ଏବଂ ବିବୃତ୍ତି ଦେଇଥିବା ଆପ୍ ବିଧାୟକଙ୍କ ବିରୋଧରେ…

ନ ମାନିଲେ ଆମେ ଆଇନର ରାସ୍ତା ନେବୁ: ଗଜପତି

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ l ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଲେ ଗଜପତି l ଯଦି ସେମାନେ ଆମ କଥା ନ ମାନନ୍ତି ତେବେ ଆଇନର ରାସ୍ତା ନେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଜପତି ମହାରାଜା…

ଘରେ ଲଗାଇଥିବା ତୁଳସୀ ଗଛ ଶୁଖିଯାଉଛି କି ? କିପରି କରିବେ ଘଞ୍ଚ…

ହିନ୍ଦୁ ଧର୍ମରେ ତୁଳସୀ ଗଛର ମହତ୍ତ୍ଵ ଅଧିକ ରହିଛି। ଯେଉଁଥିପାଇଁ ଅଧିକାଂଶ ହିନ୍ଦୁ ଘରେ ତୁଳସୀ ଚଉଁରା ଦେଖିବାକୁ ମିଳେ। ତୁଳସୀକୁ ଔଷଧର ମାନ୍ୟତା ଦିଆଯାଇଥିବାରୁ ସ୍ୱାସ୍ଥ୍ୟଗତ କାରଣରୁ ତୁଳସୀ ଉଦ୍ଭିଦ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ। କିନ୍ତୁ ପ୍ରାୟତଃ ଲୋକଙ୍କ ସମସ୍ୟା ହେଉଛି ଯେ ସେମାନଙ୍କ…

ଯଦି ଟ୍ରମ୍ପ-ହାରିସ ମଧ୍ୟରେ ମୁକାବିଲା ଟାଇ ହୁଏ ! କିପରି ହେବ ଚୟନ?

ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଏହି ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି। ଉଭୟ…

ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ: ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ବର: ପୁଣି ବିମାନରେ ବୋମା ଆତଙ୍କ । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଜରୁରୀ ଅବତରଣ…

କୋଲକାତା ଲଜ୍ଜା: ଅସଲ ଦୋଷୀ କିଏ ? ବଡ଼ ବୟାନ ଦେଲା ଅଭିଯୁକ୍ତ ସଞ୍ଜୟ

କୋଲକାତା: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ଦେହ ମିଳିବାର ୮୭ଦିନ ପରେ ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଯଦିଓ ସଞ୍ଜୟ ରାୟ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି,…

ଆସୁଛି ରେଲଓ୍ବେ ସୁପର୍ ଆପ୍, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ପାର୍ବଣ ସମୟରେ ହେଉଥିବା ଅସୁବିଧାଗୁଡ଼ିକୁ ନଜରରେ ରଖି ଭାରତୀୟ ରେଳ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ଏକ ସୁପର ଆପ୍ ଲଞ୍ଚ କରିବାକୁ ଯାଉଛି ରେଳ ବିଭାଗ । ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ଏହି ସୁପର ଆପ୍ ଲଞ୍ଚ ହେବ । ଏହା ମାଧ୍ୟମରେ ଟିକେଟ୍ ବୁକିଂ, ପ୍ଲାଟଫର୍ମରେ…

ଉଡାଣ ସମୟରେ ବିମାନରେ ଯାତ୍ରୀଙ୍କ ମୋବାଇଲ ବ୍ୟବହାର ନେଇ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଇଣ୍ଟରନେଟ୍ ସେବା ବ୍ୟବହାର ସମ୍ପର୍କରେ ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ ସେ କହିଛନ୍ତି ଯେ, ବିମାନ ଉଡ଼ାଣ ସମୟରେ ଯାତ୍ରୀମାନେ ୩ ହଜାର ମିଟର ଉଚ୍ଚତାରେ ପହଞ୍ଚିବା ପରେ କେବଳ ୱାଇ-ଫାଇ…

ଓମଫେଡର ବଡ ନିଷ୍ପତ୍ତି, ଉପକୃତ ହେବେ ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀ

ଭୁବନେଶ୍ବର: ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଓମଫେଡ୍ ଦିନକୁ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆଗକୁ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ…

କାନାଡାରେ ଥିବା ହିନ୍ଦୁ ମନ୍ଦିରରେ ଆକ୍ରମଣ ଘଟଣା: କଡା ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଛନ୍ତି। କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବା ପାଇଁ ଏହା ଏକ ଚକ୍ରାନ୍ତ । ଏପରି ଆକ୍ରମଣ…