Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାତିସଂଘ ପୋଷ୍ଟ ଉପରେ ଇସ୍ରାଏଲର ଆକ୍ରମଣ, ଭାରତୀୟ ସୈନ୍ୟଙ୍କୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ନିୟୋଜିତ ଜାତିସଂଘର ଶାନ୍ତି ସୁରକ୍ଷାକାରୀଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ସୂଚନା ଅନୁଯାୟୀ, ହିଜବୁଲ ଉପରେ ଇସ୍ରାଏଲ୍ ଆକ୍ରମଣ କରୁଥିବା ବେଳେ ଏହି ଅଞ୍ଚଳରେ ଥିବା ଜାତିସଂଘର ପୋଷ୍ଟଗୁଡିକ ମଧ୍ଯ ପ୍ରଭାବିତ ହେଉଛନ୍ତି। ପ୍ରାୟ ୬୦୦…

ଆରମ୍ଭ ପୂର୍ବରୁ ବିବାଦ: ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ

କଟକ: ଆଉ ମାତ୍ର ଦିନ କେଇଟା। ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ଆରମ୍ଭ ପୂର୍ବରୁ ହିଁ ମୁଣ୍ଡ ଟେକିଲାନି ବିବାଦ। ବିଭିନ୍ନ ଦାବି ରଖି ପ୍ରଶାସନଙ୍କୁ ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଚେତାଇ ଦେଇଛି ବାଲିଯାତ୍ରା ମିଳିତ…

ମସ୍କଙ୍କ ନୂଆ ଆବିଷ୍କାର: ନାଚିବା ଠାରୁ ଆରମ୍ଭ କରି ପୋଛିବା ପର୍ଯ୍ୟନ୍ତ ସବୁ କରୁଛି

ନୂଆଦିଲ୍ଲୀ: ପୁଣି ଗବେଷଣା ପାହାଚରେ ଆଉ ଏକ ପାଦ ଉପରକୁ ଉଠିଲା ଟେସ୍‌ଲା। ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ସବୁ ମାଇଲ ଖୁଣ୍ଟକୁ ଗୋଟେ ପରେ ଗୋଟେ ପାର କରିଚାଲିଛି ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା। ଏବେ ପୁଣି ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ କରାଇଛନ୍ତି। କମ୍ପାନୀ…

ନିହୋନ ହିଡାନକୋଙ୍କୁ ନୋବେଲ୍ ଶାନ୍ତି ଘୋଷଣା

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଜାପାନର ସଂଗଠନ ନିହୋନ୍ ହିଡାନକୋଙ୍କୁ ପ୍ରଦାନ କରାଯାଇଛି। ଶୁକ୍ରବାର ଦିନ ଏହା ଘୋଷଣା କରି ନରୱେ ନୋବେଲ କମିଟି କହିଛି ଯେ ଜାପାନର ସଂଗଠନ ନିହୋନ୍ ହିଡାନକୋଙ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ…

ସରକାରୀ ବାବୁଙ୍କୁ ମୋଦିଙ୍କ ଛାଟ: ବିଦା ହେବେ ଅଳସୁଆ, ଦୁର୍ନୀତିଖୋର୍ କର୍ମଚାରୀ

ନୂଆଦିଲ୍ଲୀ: କାମରେ ଖରାପ ପ୍ରଦର୍ଶନ କରୁଥିବା ଏବଂ ଦୁର୍ନୀତି ଖୋର୍ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। କାର୍ଯ୍ୟ ଦକ୍ଷତା ତଥା ଦୁର୍ନୀତି ଉପରେ କଟକଣା ଲଗାଇବାକୁ ଯାଇ ଏମିତି କିଛି ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ମୋଦି କହିଛନ୍ତି,ଜନତାଙ୍କ…

ସରିଲା ଛତର ଯାତ୍ରା: ଏଥର ମା’ଙ୍କୁ ୧୦ ହଜାର ବଳି

ଭବାନୀପାଟଣା: ସଂପନ୍ନ ହେଲା ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଥିଲା। ତେବେ ଏଥର ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଦିଆଯାଇଥିବା ସୂଚନା ମିଳିଛି। କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା…

ସ୍ଵପ୍ନରେ ଏହି ପଶୁ ପକ୍ଷୀ ଆସିଲେ ଦିଏ କିଛି ଏମିତି ସଙ୍କେତ……

ଭୁବନେଶ୍ୱର: ଭବିଷ୍ୟତ ବିଷୟରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ। ଅନେକ ସମୟରେ ଆମେ ଆମ ଭବିଷ୍ୟତକୁ କଳ୍ପନା ମଧ୍ୟ କରିଥାଉ। ଆଉ ଏହାକୁ ସ୍ଵପ୍ନରେ ମଧ୍ୟ ଦେଖିଥାଉ। କିନ୍ତୁ କଣ ଆପଣ ଜାଣନ୍ତି ଆମେ ଦେଖିଥିବା ସ୍ୱପ୍ନ ଆମକୁ କିଛି ସଙ୍କେତ ଦେଇଥାଏ। ସେହି ସଙ୍କେତ ମାଧ୍ୟମରେ…

ଖୋଲିବ ମହାଦେବ ବେଟିଂ ସ୍କାମ୍‌ର ରାଜ୍‌, ଧରାପଡିଲା ମହାଠକ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମହାଦେବ ବେଟିଂ ଆପ୍ ମାମଲାରେ ବଡ ଧରଣର ସଫଳତା । ମହାଦେବ ବେଟିଂ ଠକେଇ ମାମଲାର ମାଷ୍ଟରମାଇଣ୍ଡ୍ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରିଛି ଇଂଟରପୋଲ୍ । ଦୁବାଇରେ ସୌରଭଙ୍କୁ ବାନ୍ଧିଛି ଇଂଟରପୋଲ୍ । ସୌରଭ ଚନ୍ଦ୍ରାକର ମହାଦେବ ବେଟିଂ ଆପ୍‌ର ମାଲିକ ଓ ପ୍ରମୋଟରଙ୍କ ମଧ୍ୟରୁ…

ମା’ ଦୁର୍ଗାଙ୍କ ଶରଣରେ ମୋହନ, ନବୀନ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ଜମୁଛି ପୂଜା ବଜାର। ଏହାରି ଭିତରେ ଆଜି ମହାଅଷ୍ଟମୀରେ ଭୁବନେଶ୍ଵରରେ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ଵରର ଓଲ୍ଡ ଟାଉନ ସ୍ଥିତ ପାଟଣା ସାହି ପୂଜା ପେଣ୍ଡାଲ ବୁଲି ଦେଖିଛନ୍ତି। ଏହାପରେ ରସୁଲଗଡ, ନୟାପଲ୍ଲୀ,…

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି 

ପୁରୀ: ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ସେଦିନ ମୟୂରଭଞ୍ଜରେ ଘରେ…