Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆନନ୍ଦ ବଜାର ଓ ପତିତପାବନକୁ ମିଳିଲା ପାଟେଣ୍ଟ

ପୁରୀ: ଆନନ୍ଦବଜାର ହେଉ କି ବଡ଼ଦାଣ୍ଡ, ମହାପ୍ରସାଦ ହେଉ କି ନନ୍ଦିଘୋଷ। ଏଣିକି ଶ୍ରୀମନ୍ଦିର ଓ ଶ୍ରୀଜନ୍ନାଥଙ୍କ କ୍ଷେତ୍ରରେ ବ୍ୟବହୃତ ପ୍ରତିଟି ମୌଳିକ ଶବ୍ଦାବଳୀର ଅପ୍ୟବହାର ଉପରେ ଲାଗିଲା ରୋକ୍। ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ। ଆନନ୍ଦ ବଜାର ଓ…

ଆହତଙ୍କୁ ନେଲାନି ପିସିଆର ଏବଂ ଲୋକଙ୍କୁ ଗାଳିଗୁଲଜ କଲେ ବାବୁ: ଭଦ୍ରକ ପୋଲିସର ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ

ଭଦ୍ରକ: ପୋଲିସର ମାନବିକତା ଉପରେ ପୁଣି ଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ ପିସିଆର ଗାଡ଼ିରେ ଡାକ୍ତରଖାନା ନେବାକୁ ସଫା ମନା କରିଦେଇଛନ୍ତି ପୋଲିସ ବାବୁ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଭଦ୍ରକ ସୀମାବର୍ତ୍ତୀ…

୧୩ରୁ କବାଡି ଓ ଟଗ୍ ଅଫ୍ ୱାର ଚାମ୍ପିଅନସିପ, ଭାଗନେବେ ୧୬ ଦଳ

ଭୁବନେଶ୍ବର: ରଜ ପର୍ବ ଉପଲକ୍ଷେ ପାରମ୍ପରିକ କ୍ରୀଡାକୁ ପ୍ରୋତ୍ସାହିତ କରିବା ସହ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ବିଚିତ୍ର ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା କବାଡି ଓ ଟଗ୍ ଅଫ ୱାର ଚାମ୍ପିଅନସିପ।…

୨ ବର୍ଷ ପୂର୍ତ୍ତିରେ ମୁହାଁମୁହିଁ ବିଜେଡି ଓ ବିଜେପି: ସରକାରଙ୍କୁ ଘେରିଲେ ରାଜା ସ୍ୱାଇଁ, ପାଲଟା ଜବାବ ଦେଲେ ମନମୋହନ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଶାସକ ଦଳକୁ ଜୋରଦାର ସମାଲୋଚନା କରିଛି ବିରୋଧୀ ବିଜେଡି। ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିଜେପି ସରକାର ଏହି ଦୁଇ ବର୍ଷ ମଧ୍ୟରେ ୧୨ ଥର ନିଜ ନିଷ୍ପତ୍ତିରୁ ୟୁ…

କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ: ଅଳ୍ପକେ ବର୍ତିଲେ ଚିତ୍ରକୋଣ୍ଡା ବିଧାୟକ

କୋରାପୁଟ: କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଭୀଷଣ ତାଣ୍ଡବ ରଚିଛି। ପ୍ରବଳ ଝଡ଼ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି। ଚିତ୍ରକୋଣ୍ଡାରେ ଆୟୋଜିତ ଏକ କ୍ରିକେଟ ଟୁର୍ନାମେଣ୍ଟରେ ଯୋଗ ଦେଇ ସେ ନିଜ ଗାଡ଼ିରେ ଘରକୁ…

Mars-Moon conjunction 2026:ଚନ୍ଦ୍ର-ମଙ୍ଗଳ ଯୋଗ କ’ଣ?ଏହାର ପ୍ରଭାବରେ ଏହି ୪ରାଶିଙ୍କ ଉପରେ ହେବ ଧନ ବର୍ଷା

ଭୁବନେଶ୍ବର:ଆସନ୍ତା ଜୁନ୍ ୧୧ ତାରିଖରେ ମେଷ ରାଶିରେ ଚନ୍ଦ୍ର ଏବଂ ମଙ୍ଗଳଙ୍କ ସଂଯୋଗ ହେବାକୁ ଯାଉଛି । ମେଷ ରାଶିରେ ଚନ୍ଦ୍ର-ମଙ୍ଗଳ ସଂଯୋଗ ଜୁନ୍ ୧୧ ତାରିଖ ସକାଳ ୮:୧୬ ରୁ ଜୁନ୍ ୧୩ ତାରିଖ ସକାଳ ୯:୨୫ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ । ଜ୍ୟୋତିଷ ଶାସ୍ତ୍ରରେ, ଏହାକୁ ଏକ ଅତ୍ୟନ୍ତ ଶୁଭ ଯୋଗ…

Pakistani airstrikes in Afghanistan:ପାକ୍ ସେନାର ବର୍ବର ସୀମାପାର ଆକ୍ରମଣ; ୧୧ ନିରୀହ ଶିଶୁଙ୍କ ସମେତ ୧୩ ଜଣଙ୍କ…

ନୂଆଦିଲ୍ଲୀ:ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଗତକାଲି ରାତିରେ ପାକିସ୍ତାନୀ ସାମରିକ ଯୁଦ୍ଧ ବିମାନଗୁଡ଼ିକ ଆଫଗାନିସ୍ତାନ ବାୟୁସୀମା ଉଲ୍ଲଂଘନ କରିଥିଲେ। ପାକିସ୍ତାନୀ ସେନା ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ସାଧାରଣ ଲୋକଙ୍କ ଘରଗୁଡ଼ିକୁ…

ଶେୟାର ବଜାରରେ ବଡ଼ ସୁଧାର: ୨ ଦିନରେ ୧୦୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ୨୩,୪୦୦ ପାର୍ କଲା ନିଫ୍ଟି

ମୁମ୍ବାଇ: ଭାରତୀୟ ଶେୟାର ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଡ଼ ସୁଧାର ଦେଖାଯାଇଛି। ଗତ ଦୁଇ ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ବୃଦ୍ଧି ପାଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୩,୪୦୦ ସ୍ତର ଅତିକ୍ରମ କରିଛି। …

ପଶ୍ଚିମ ଏସିଆରେ ମହାଯୁଦ୍ଧ ପରିସ୍ଥିତି: ଇରାନ ଉପରେ ଆମେରିକାର ଜୋରଦାର ଏୟାରଷ୍ଟ୍ରାଇକ, ପାଲଟା ଜବାବରେ ଆମେରିକୀୟ…

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର ନିଆଁ ଜଳିଉଠିଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ନିକଟରେ ଆମେରିକାର ଏକ ଅପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଆମେରିକୀୟ ସେନା ପକ୍ଷରୁ ଇରାନର ଦକ୍ଷିଣାଞ୍ଚଳରେ ଥିବା ଏକାଧିକ…

No Flying Zone In Mayurbhanj:ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ:ଡ୍ରୋନ୍ କ୍ୟାମେରା ବ୍ୟବହାର ଉପରେ…

ମୟୂରଭଞ୍ଜ:ଆସନ୍ତା ୧୯ ଓ ୨୦ ଜୁନ୍ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା, ଯାତାୟାତ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସ୍ଥଳ ନିରୀକ୍ଷଣକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି । ଫଳରେ…