Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାଣିରେ ଏହି ଜିନିଷକୁ ମିଶାଇ ସ୍ନାନ କରନ୍ତୁ, ଝାଳ ଗନ୍ଧ ଦୂରାନ୍ତୁ

ଝାଳ ଶରୀରରେ ଏକ ପ୍ରାକୃତିକ ପ୍ରକ୍ରିୟା। କାରଣ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ଯାହା ଚର୍ମକୁ ସୁସ୍ଥ ରଖେ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କିଛି ଲୋକଙ୍କର ଝାଳ ଯୋଗୁଁ ଶରୀରରୁ ଅଜବ ଦୁର୍ଗନ୍ଧର ସମସ୍ୟାର ସମ୍ମୁଖିନ ହୁଅନ୍ତି। ଏହା ପଛର କାରଣ ଝାଳ ନୁହେଁ ବରଂ…

ପୁଣି ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ, ଆତଙ୍କବାଦୀ ଲୁଚି ରହିଥିବା ସୂଚନା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅଖନୁର ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଜି ଏକ ଆର୍ମି ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନକୁ…

କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ବନ୍ଦ, ଜାଣନ୍ତୁ କେବେ ପାଳିବେ…

ପୁରୀ: ଚଳିତବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଛି । ଓଡିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ । ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି…

ବଢିବ ସଡକ ସୁରକ୍ଷା: ନକଲି ହେଲମେଟ୍ ବିକ୍ରି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଉ ଚାଲିବନି ନକଲି ହେଲମେଟ୍ । ଦେଶବାସୀଙ୍କ ସୁରକ୍ଷା ବୃଦ୍ଧିକୁ ନଜରରେ ରଖି ସରକାର ନିମ୍ନ ମାନର ହେଲମେଟ୍ ପ୍ରସ୍ତୁତ କରୁଥିବା କମ୍ପାନୀ ବିରୋଧରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶିଳ୍ପ ମାନକ ପାଳନ ନକରିବାରୁ ୧୬୨ ଉତ୍ପାଦକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।…

ନଭେମ୍ବର ୧ରେ ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା…

ଭୁବନେଶ୍ବର: ନଭେମ୍ବର ୧ରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା । ଆନ୍ଦୋଳନରେ ବସିବେ ୬ ହଜାରରୁ ଅଧିକ ଆମ୍ବୁଲାନ୍ସ କର୍ମଚାରୀ । ମିଳିଥିବା ଖବର ଅନୁସାରେ, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ…

୫୦ହଜାର ଘରେ ବିଦ୍ୟୁତ୍ ସେବା ଠପ୍, ମୋବାଇଲ୍ ଚାର୍ଜ ପାଇଁ ଦେବାକୁ ପଡୁଛି ଏତିକି ଟଙ୍କା…

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ଦାନା ରେ ପ୍ରଭାବିତ ଜିଲ୍ଲା ଗୁଡିକରେ ୫୦ରୁ ଅଧିକ ଘରେ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବା ପରେ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର…

ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ରୟାଲ ବେଙ୍ଗଲ ବାଘ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ମହାରାଷ୍ଟ୍ରରୁ ଅଣାଗଲା ରୟାଲ ବେଙ୍ଗଲ ଟାଇଗର। ଏଠାରେ ଜନସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ବନ ବିଭାଗର ସୂଚନା ଅନୁଯାୟୀ, ଏନଟିସିଏର ଅନୁମୋଦନ ପରେ ବାଘକୁ ଅଣାଯାଇଛି। ପୂର୍ବରୁ ମହାରାଷ୍ଟ୍ରରୁ ବାଘକୁ ଆଣିବା…

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ।…

ବାଣ ଫୁଟାଇବା ବେଳେ ଶରୀରର କୌଣସି ଅଂଶ ପୋଡିଗଲେ ତୁରନ୍ତ କଣ କରିବେ ?

ସମସ୍ତ ସଚେତନତା ଅଭିଯାନ ସତ୍ତ୍ୱେ ବାଣ ଫୁଟାଇବା ଦ୍ୱାରା ଘଟୁଥିବା ଦୁର୍ଘଟଣା ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ଏହି ଦୁର୍ଘଟଣାରେ କେବଳ ଶିଶୁ ନୁହଁନ୍ତି ଅଜ୍ଞାତ ଯାତ୍ରୀ ଏବଂ ବୃଦ୍ଧ ବ୍ୟକ୍ତି ମଧ୍ୟ ଅଛନ୍ତି। ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବାଣରୁ ନିର୍ଗତ ଧୂଆଁକୁ…

ସାବଧାନ! ପ୍ରଦୂଷଣ କେବଳ ଶ୍ଵାସରୋଗ ନୁହେଁ ବରଂ ଚର୍ମ କର୍କଟ ମଧ୍ୟ ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ପ୍ରଦୂଷଣର ସ୍ତର ବିପଜ୍ଜନକ ହୋଇପଡୁଛି। ନିକଟସ୍ଥ ଅନେକ ଅଞ୍ଚଳର AQI (ଏୟାର କ୍ୱାଲିଟି ଇଣ୍ଡେକ୍ସ) ମଧ୍ୟ ବିପଦ ସ୍ତରରୁ ଅଧିକ ରହିଛି। ବାୟୁରେ ଥିବା ଛୋଟ କଣିକା ସ୍ୱାସ୍ଥ୍ୟକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ କାଶ,…