Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତା ସିନେମା ଜଗତକୁ ବିଦାୟ ଦେଇଛନ୍ତି। ୭୦ ବର୍ଷ ବୟସରେ ସାଉଥ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିଲେ। ମୋହନ ରାଜ କେରଳର କାଞ୍ଜିରାମକୁଲମରେ ଥିବା ତାଙ୍କ ଘରେ ଚିକିତ୍ସିତ…

ତିରୁପତି ପ୍ରଭାବ: ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର

ଜଗତସିଂହପୁର: ତିରୁପତି ତିରୁମାଲା ଭେଙ୍କଟାଶ୍ବର ବାଲାଜୀ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅର ବ୍ୟବହାର ହେଉଥିବା ଅଭିଯୋଗ ଆସିବା ପରେ ଏବେ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ସବୁ ମନ୍ଦିର ପ୍ରଶାସନଙ୍କ ମନରେ ପଶିଛି ଛନକା । ତନତନ କରି ସବୁ ଘିଅ ଓ ପ୍ରସାଦରେ ବ୍ୟବହୃତ ସାମଗ୍ରୀକୁ ଯାଞ୍ଚ…

ବିଜେଡି କନ୍ଦଳରେ ଘିଅ ଢାଳୁଛି କି ବିଜେପି? ବଢୁଛି ବିଜେଡି ଖାଲି ଦାବି…..

ଭୁବନେଶ୍ବର: ଖାଲି ହୋଇଯିବ ବିଜେଡି ଗଡ । ସବୁ ବିଜେଡି ନେତା ମନ୍ତ୍ରୀ କାଳେ ବିଜେପିରେ ମିଶିବା ପାଇଁ ଇଚ୍ଛୁକ । ଏକଥା ଆମେ ନୁହେଁ, ଏବେ ଏମିତି କିଛି ଲଗାତାର ଦାବି କରିଆସୁଛନ୍ତି ବିଜେପି ବିଧାୟକ ଓ ନେତା । ପୂର୍ବରୁ ବିଜେପିର ଅନେକ ନେତା ଏକଥା ଦାବି କରିଆସିଛନ୍ତି । ଗତକାଲି ବିଜେପି…

ଇସ୍ରାଏଲ ବିରୋଧରେ ଭାରତର ସମର୍ଥନ ଚାହୁଁଛି କି ଇରାନ ?

ନୂଆଦିଲ୍ଲୀ: ଦିନେ ଇସ୍ରାଏଲ-ଇରାନ ଦୁଇଦେଶ ବନ୍ଧୁ ଥିଲେ। କିନ୍ତୁ ଏବେ ହୋଇଛନ୍ତି ଶତ୍ରୁ। ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ। କେହି କାହାକୁ ଛାଡିବାକୁ ନାରାଜ। ଦିନକୁ ଦିନ ବଢିବାରେ ଲାଗି ଉତ୍ତେଜନା। ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ସଂକଟ ହୋଇଛି ଘନୀଭୂତ। ଇସ୍ରାଏଲ…

ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅଗ୍ନବିୀରଙ୍କ ପାଇଁ ପୁଣି ନରମିଲେ ରାଜ୍ୟ ସରକାର । ପ୍ରଥମେ ୧୦ ପ୍ରତିଶତ  ସଂରକ୍ଷଣ ଏବେ ପୁଣି ବୟସ ସୀମାରେ ବି କୋହଳ କରିଛନ୍ତି ସରକାର । ତେବେ ଏନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ…

ହବିଷ୍ୟାଳୀଙ୍କ ପାଇଁ ଖୁସି ଖବର: ୬ରୁ ଆବେଦନ

ପୁରୀ: ଆଗକୁ କାର୍ତ୍ତିକ ମାସ । ପୁରୀରେ ହବିଷ୍ୟାଳୀଙ୍କ ଜମିବ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷ୍ୟାଳୀ ଯୋଜନା । ପ୍ରତିବର୍ଷ ଏନେଇ ହବିଶ୍ୟାଳୀମାନେ ଆବେଦନ କରିଥାଆନ୍ତି । ପଞ୍ଜିକୃତ କରିଥିବା ହବିଷ୍ୟାଳୀଙ୍କ ପାଇଁ ସରକାର ଖାଇବା ରହିବା ବନ୍ଦୋବସ୍ତ…

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ। ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପେଟରେ ଅସହ୍ୟ ଯନ୍ତ୍ରଣା…

ତିରୁପତି ଲଡୁ ବିବାଦ: ଯାଞ୍ଚ କରିବ ସ୍ବତନ୍ତ୍ର ଏସଆଇଟି

ତିରୁପତି: ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗରେ ପଶୁଚର୍ବି ଓ ଅପମିଶ୍ରିତ ଘିଅ ମିଶିବା ବିବାଦରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ କଡା ଟିପ୍ପଣି ଦେଇଛନ୍ତି ସୁପ୍ରିମେକାର୍ଟ  । କହିଛନ୍ତି, ଏହା ଆସ୍ଥାର ବିଷୟ, ଏଥିରେ ସ୍ବତନ୍ତ୍ର ଟିମ୍ କାମ କରୁ । ରାଜ୍ୟ ସରକାରଙ୍କ…

ନୂଆ ସ୍ପର୍ଶ ପାଇବ ରାଜ୍ୟର ମୁଖ୍ୟ ବିମାନ ବନ୍ଦର, ଖୁବ୍ ଶୀଘ୍ର ରନୱେ କ୍ୟାଟ୍‌ ଟୁ ଲାଇଟ୍

ଭୁବନେଶ୍ବର: ନୂଆ ସ୍ବର୍ଶ ପାଇବ ଭୁବନେଶ୍ବର ବିମାନ ବନ୍ଦର । ପୁରୁଣା ଟର୍ମିନାଲ ପାଖରେ ତିଆରି ହେବ ନୂଆ ଟର୍ମିନାଲ । ଭୁବନେଶ୍ବର ବିମାନ ବନ୍ଦରରେ ପରିଦର୍ଶନ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ଏନେଇ କେନ୍ଦ୍ରମନ୍ତ୍ରୀ…

ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ

ପୁରୀ: ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ । ନିର୍ବାଚନ ପୂର୍ବରୁ ପରିକ୍ରମା ପ୍ରକଳ୍ପ ନାଁରେ ଘର ଘର ରଥ ବୁଲି ଯେଉଁ ଚାଉଳ ସଂଗ୍ରହ ହୋଇଥିଲା ପ୍ରାୟ ୬ ମାସ ଧରି ପଡିରହିବା ପରେ ଆଜି ଶେଷରେ ନିଲାମ ହୋଇଛି । ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ଆଜି କୁଇଣ୍ଟାଲ ପିଛା ୨୭୮୦…