Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣା । ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ କଲେ ପୋଲିସ ଅଧିକାରୀଙ୍କ ମା'। କୋର୍ଟ ଆଦେଶ ଅବମାନନା ନେଇ ପୋଲିସ ଅଫିସରଙ୍କ ମା’ ଏହି ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି । ମେଜର କିମ୍ବା ବାନ୍ଧବୀଙ୍କ…

ଓପିଏସସି ଚେୟାରମ୍ୟାନ୍ ହେଲେ ଆଇପିଏସ ଅରୁଣ ଷଡ଼ଙ୍ଗୀ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ । ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।…

ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା, ଭଦ୍ରକ ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ: ସାମାଜିକ ଗଣ ମାଧ୍ୟମରେ ଆପତ୍ତି ଜନକ ପୋଷ୍ଟକୁ ବିରୋଧ କରି ତୁମୁଳକାଣ୍ଡ । ଗୋଟିଏ ଗୋଷ୍ଠୀ ଭଦ୍ରକ ସନ୍ତିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକ କରୁଥିବା ସମୟରେ ଖବର ପାଇ ଭଦ୍ରକ ସିଟି ଡ଼ିଏସପି ତହସିଲଦାର, ଟାଉନ ଓ ପୁରୁଣା ବଜାର ପୋଲିସ ପହଞ୍ଚି ବୁଝାସୁଝା କରି ସେମାନଙ୍କୁ…

ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ କୋର୍ଟ

ଅନୁଗୁଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଦୁଇ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଉଭୟ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ।…

କାହିଁକି କମିଯାଉଛି ‘ଦ କପିଲ ଶର୍ମା’ ସୋ’ର ଭ୍ୟୁୟର୍ସ !

ମୁମ୍ବାଇ:‘ଦ କପିଲ ଶର୍ମା ସୋ’ର ଲୋକପ୍ରିୟତା ଦେଶ ତଥା ଦେଶ ବାହାରେ ବି ରହିଛି। ବିଦେଶରେ ବି ଲୋକେ ‘ଦ କପିଲ ଶର୍ମା’ ସୋ’କୁ ଦେଖିବାକୁ ଖୁବ ଭଲ ପାଆନ୍ତି। ବିଦେଶରେ ଏହି ସୋ’ର ଲୋକପ୍ରିୟତା ବି ରହିଛି। ହେଲେ କିଛି ଦିନ ପୂର୍ବେ ତାଙ୍କ ସୋ ବନ୍ଦ ଥିଲା। ବର୍ତ୍ତମାନ ପୁଣିଥରେ କମେଡି…

ହିଜବୋଲ୍ଲା ବିରୋଧରେ ଇସ୍ରାଏଲର ଶେଷ ଯୁଦ୍ଧ ?

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନର ସିହା ମିଲିସିଆ ହିଜବୋଲ୍ଲା ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଇରାନ ସମର୍ଥିତ ହିଜବୋଲ୍ଲା ବିରୋଧରେ ପୂର୍ଣ୍ଣ ଲଢେଇ ପାଇଁ ଘୋଷଣା କରିଛି। ପଛକୁ ହଟିବାକୁ ଇସ୍ରାଏଲ ନାରାଜ । ଗାଜାରେ ପାଲେଷ୍ଟିନୀୟ ଚରମପନ୍ଥୀ ସଂଗଠନ ହମାସକୁ ନିରବ କରିବା ପରେ ଏବେ…

ତିରୁପତିରେ ଝଡ଼…ଓଡିଶାରେ କମ୍ପନ

ଭୁବନେଶ୍ବର: ତିରୁପତି ପ୍ରସାଦ ବିବାଦ ପରେ ଓଡିଶାରେ କମ୍ପନ । ଶ୍ରୀମନ୍ଦିର ମହାପ୍ରସାଦର ହେବ ମାନ ପରୀକ୍ଷଣ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢା ବାହାରିବା ପରେ ମାନ ପରୀକ୍ଷଣ କରାଯିବ । ଅବଢାର ଶୁଦ୍ଧତା ସୁନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ…

ମୋତେ କହିଥିଲେ ଗେଟ୍ ଆଉଟ୍…

ଭୁବନେଶ୍ବର: ଥାନାରୁ ଗେଟ୍ ଆଉଟ୍ କହିଥିଲେ ଆଇଆଇସି। ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ କେନ୍ଦୁଝର ଥାନାରେ ମୋହନ ମାଝୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଥାନା ଅଧିକାରୀ। ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ସଂପର୍କରେ କହି…

ସିନ୍‌ କାଟିଲେ ରିଲିଜ୍‌ ହେବ ଫିଲ୍ମ ‘ଏମର୍ଜେନ୍ସି’ !

ମୁମ୍ବାଇ: ବାଦ ବିବାଦ ଘେରରେ ରହିଥିବା କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ବଡ଼ ଖବର ଆସିଛି। ଏହି ଫିଲ୍ମର କିଛି ସିନ୍‌ କାଟିଲେ ହିଁ ବକ୍ସଅଫିସରେ ରିଲିଜ ହେବ ବୋଲି କୋର୍ଟ କହିଛନ୍ତି। ଏହି ଫିଲ୍ମ ରିଲିଜ୍‌କୁ ନେଇ ଗତ ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ…

ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁହାଳ…