Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭିଜିଲାନ୍ସ ହାତରେ ଧରାପଡିଲେ ସହକାରୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁହାଳ…

“କୃଷି କନକ୍ଲେଭ ୨୦୨୪”: କୃଷକର ଭବିଷ୍ୟତ ସୁଦୃଢ଼ କରିବାକୁ ଏକ ଅନନ୍ୟ ପ୍ରୟାସ

ଭୁବନେଶ୍ୱର: ଓଡିଶା ହେଉଛି କୃଷି ଭିତ୍ତିକ ରାଜ୍ୟ । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଭିତ୍ତିକ କାର୍ଯ୍ୟକଳାପକୁ ସବୁଠି ପ୍ରାଧାନ୍ୟ ଦିଆଯାଉଛି। କୃଷକଙ୍କୁ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଇଛନ୍ତି । ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ…

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଆଜି ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ଆଜି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ…

ଅଭାବନୀୟ: ସ୍କୁଲ ପାଇଁ ଛାତ୍ରଙ୍କୁ ଦେଇଦେଲେ ବଳି

ହାଥରସ: ଇଂଟରନେଟ ଯୁଗରେ ଭୟଙ୍କର ଅନ୍ଧବିଶ୍ୱାସ । ଆଜି ବି ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଓ କଳାଯାଦୁ ଉପରୁ ଉଠିନାହିଁ ବିଶ୍ୱାସ । ଶିକ୍ଷିତ, ପାଠୁଆମାନେ ବି ଅନ୍ଧବିଶ୍ୱାସର ମାୟାଜାଲରୁ ମୁକୁଳି ପାରୁନାହାନ୍ତି । ଗୁଣିଗାରେଡି, କୁହୁକ ବିଦ୍ୟା ଓ କଳାଯାଦୁର ଭୟଙ୍କର ପରିଣତି ଦେଖିବାକୁ ମିଳୁଛି…

ପୂର୍ବ କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଥାନାରେ ମୋତେ ଗେଟ୍ ଆଉଟ୍‌ କହିଥିଲେ ଆଇଆଇସି

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି l ସମ୍ମିଳନୀରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି l ତେବେ ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ…

ଚାଇନା ବନାମ ଦେଶୀ ରସୁଣ: ହାଇକୋର୍ଟରେ ପହଁଚିଲା ମାମଲା

ଲକ୍ଷ୍ନୌ: ସାଧାରଣତଃ ଚାଇନା ଜିନିଷକୁ ନେଇ ଭାରତରେ ମୋଦୀ ସରକାର ବେଳେ ବିରୋଧାଭାସ ଦେଖିବାକୁ ମିଳିଛି। ବୟକଟ୍ ଚାଇନା ନାରା ଦେଇ ସ୍ୱଦେଶୀ ଖେଳଣାଠୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ଉପରେ ମୋଦୀ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏହାରି ଭିତରେ ଚାଇନା ରସୁଣକୁ ନେଇ ବିବାଦ ତେଜିଛି। ଆଉ ଏହା…

ଶ୍ରୀମନ୍ଦିରରେ ଯାଞ୍ଚ ହେବ ‘ଅବଢା’ର ମାନ

ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଇନ ମନ୍ତ୍ରୀ ପୃଥିରାଜ ଚୌହାନ କହିଛନ୍ତି,…

‘ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ଜିଲ୍ଲାପାଳ’

ଭୁବନେଶ୍ବର: ଶୁକ୍ରବାର ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଓ ଆସନ୍ତାକାଲି ଏହି ବୈଠକ ବସିବ । ଏଥିରେ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଗୁରୁତ୍ୱାରୋପ ଦିଆଯାଇଥିବା ବେଳେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗୁରୁମନ୍ତ୍ର…

ବିଦେଶୀ ନେଲେ ଦେଶୀ ନିଶାର ମଜା.. ଆଉ ତାପରେ…

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଏବଂ ଏହାର ସ୍ୱାଦରେ ଏପରି ଆକର୍ଷଣ ରହିଛି ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଭାରତ ପ୍ରତି ଆକର୍ଷିତ ହୁଅନ୍ତି। ଅନେକ ବିଦେଶୀ ପର୍ଯ୍ୟଟକ ଆମର ସଂସ୍କୃତି ଏବଂ ଖାଦ୍ୟ ପ୍ରତି ଆକୃଷ୍ଟ ହୁଅନ୍ତି। ଭାରତରେ ଆସି ଭାରତୀୟ ଖାଦ୍ୟ ଖାଇବା ବିଦେଶୀଙ୍କ ପାଇଁ…

ମହାଲକ୍ଷ୍ମୀ ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ସୁଇସାଇଡ୍ ନୋଟ୍ ପରେ ବି ଅନେକ ପ୍ରଶ୍ନ…..

ନୂଆଦିଲ୍ଲୀ: ବେଙ୍ଗାଲୁରୁ ମହାଲକ୍ଷ୍ମୀ ମୃତ୍ୟୁ ମାମଲା ଏବେ ବେଶୀ ଘନାଇଛି । ବେଙ୍ଗାଲୁରୁରେ ହତ୍ୟା କରିଥିବା ଅଭିଯୁକ୍ତ ଭଦ୍ରକରେ ନିଜର ଜୀବନ ହାରିଛି ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ। ବୁଧବାର ସେ ଭଦ୍ରକ ଧୁଷୁରୀ ଥାନା କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା…