Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ମୋଦି ଶକ୍ତିଶାଳୀ ହୋଇପାରନ୍ତି ହେଲେ ଭଗବାନ ନୁହନ୍ତି’

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଗୃହକୁ ସମ୍ବୋଧିତ କରିଛନ୍ତି । ଏହା ସହ ବିଜେପି ଉପରେ କଡା ଆକ୍ରମଣ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ମୋତେ ଏବଂ ସିସୋଦିଆଙ୍କୁ ଜେଲରୁ ବାହାରିବା ଦେଖି ବିରୋଧୀମାନେ ଦୁଃଖିତ ।…

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଖି ବୁଜିଲା ‘ଅଭି’

ଭୁବନେଶ୍ବର: ପୁଣି ଗଲା ଏକ ହାତୀର ଜୀବନ । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ଅଣ୍ଡିରା ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି । ହରପିସ୍‌ ସଂକ୍ରମଣରେ 'ଅଭି'ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ହେବ ଅସୁସ୍ଥ ଥିବାରୁ ‘ଅଭି’ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା ।…

ବଢୁଛି ଜଳ ସ୍ତର; ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଜି ପୁଣି ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୪ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଚାଲିଛି । ଏନେଇ ହୀରାକୁଦ ଡ଼୍ୟାମ…

ମାଓବାଦୀଙ୍କ ବର୍ବର କାଣ୍ଡ; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ପୁଣି ବଳି ପଡିଲେ ନିରୀହ ଜନତା । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗ୍ରାମର ସୋୟମ ପାଣ୍ଡୁ (୫୦) । ଖବର ମୁତାବକ, ମାଓବାଦୀ ସୋୟମ ପାଣ୍ଡୁଙ୍କୁ ଘରୁ…

ଆମେରିକାରେ ‘ହିନ୍ଦୁମିସିଆ’ର ଚିନ୍ତାଜନକ ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ଆମେରିକାର କିଛି ସହରରେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ମନ୍ଦିର ଉପରେ ଆକ୍ରମଣ ହେଉଛି । ଲେଖା ଯାଉଛି ହିନ୍ଦୁ ବିରୋଧୀ ସ୍ଲୋଗାନ । ନ୍ୟୁୟର୍କ ପରେ ସାକ୍ରାମେଂଟୋରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି । ଅସୁରକ୍ଷିତ ମନେ କରୁଛନ୍ତି ହିନ୍ଦୁ । ହିନ୍ଦୁ…

୪୩ ଜଣ ବିଡିଓଙ୍କ ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୪୩ ଜଣ ବିଡିଓଙ୍କୁ ବଦଳି କରିଛନ୍ତି ସରକାର । ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼କୁ ବଦଳି…

ମୁଁ ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲି…

ଭୁବନେଶ୍ବର: ବେଙ୍ଗାଲୁରୁରେ ହତ୍ୟା, ଭଦ୍ରକରେ ଆତ୍ମହତ୍ୟା । ସୁଇସାଇଡ୍ ନୋଟରେ ସଂପର୍କର ସତ । ମୃତ୍ୟୁ ପୂର୍ବରୁ ମାଆଙ୍କୁ କହିଥିଲା ମର୍ଡର ଷ୍ଟୋରୀ । ବେଙ୍ଗାଳୁରୁର ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ମୁଖ୍ୟ…

ସୁରକ୍ଷିତ ଉଦ୍ଧାର ହେଲେ ସମୁଦ୍ର ମଝିରେ ଫସିଥିବା ୧୪ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ମହାନଦୀ ମୁହାଣରୁ ସୁରକ୍ଷିତ ଉଦ୍ଧାର ହେଲେ ୧୪ ଜଣ ମତ୍ସ୍ୟଜୀବୀ । ୨ଟି ବୋଟ୍‌ ସହ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ଯୋଗୁଁ ବୋଟ୍‌ ସହ ଫସି ରହିଥିଲେ ଏହି ମତ୍ସ୍ୟଜୀବୀ ମାନେ । ଆଜି ସକାଳୁ ଏପରି ଘଟଣା ଘଟିଛି । ଆଜି ସକାଳେ…

ଶତ୍ରୁ ରକେଟ୍‌ରୁ ଦେଶକୁ ବଞ୍ଚାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛି ଇସ୍ରାଏଲ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତେଲ୍‌ ଅବିବ: ମଧ୍ୟ ପ୍ରାଚ୍ୟ ଏବେ ଯୁଦ୍ଧର ଭୟାଭୟତାରେ କବଳିତ। ଯୁଦ୍ଧର ଧ୍ୱଂସ ଲୀଳାରେ ଶତାଧିକ ଜୀବନ ହାନୀ ହେବାରେ ଲାଗିଛି । ଏହାସହ ଏହି ୟୁଦ୍ଧରେ ହଜାର ହଜାର କୋଟିର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଉଛି। ସୂଚନା ଯେ, ଇସ୍ରାଏଲ ଏବଂ ପାଲେଷ୍ଟାଇନ ସଂଗଠନ ମଧ୍ୟରେ ଜୋରଦାର ଯୁଦ୍ଧ ଜାରି ରହିଛି…

ଭାରତୀୟଙ୍କୁ ତୁରନ୍ତ ଲେବାନନ୍ ଛାଡିବାକୁ ପରାମର୍ଶ ଦେଲେ ଦୂତାବାସ

ନୂଆଦିଲ୍ଲୀ: ନାଗରିକମାନଙ୍କୁ ଲେବାନନ ଛାଡିବାକୁ ଅନୁରୋଧ କରିଛି ଭାରତ। ଇସ୍ରାଏଲ ଲେବାନନରେ ହିଜବୁଲ ଉପରେ ଆକ୍ରମଣ ଜାରି ରଖିଛି। ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ (ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ) ଲେବାନନରେ ପ୍ରବେଶ କରି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଯାହାକୁ ନଜରରେ ରଖି ଭାରତ…