Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା

ଭଦ୍ରକ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା । ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ । ଭଦ୍ରକରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଧୁଷୁରି ଥାନା କୁଳେଇପଦା ଗାଁ ଶ୍ମଶାନରୁ ମୁକ୍ତିରଞ୍ଜନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏନେଇ…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପର୍କରେ ବିଜେପି ସାଂସଦ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତି ଉପରେ ଓଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କ ନୀତି କିଏ ନିଷ୍ପତ୍ତି ନେଉଛି? ଜଣେ ବିଜେପି ସାଂସଦ ନା…

ତିରୁପତି ପ୍ରସାଦ ବିବାଦ ମଧ୍ୟରେ ୪ ଦିନରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ଲଡୁ ପ୍ରସାଦକୁ ନେଇ ବିବାଦ ଥମିବାର ନା ନେଉନି। ଏହାରି ମଧ୍ୟରେ କିନ୍ତୁ ପ୍ରସାଦ ବିକ୍ରି ହେବା କମିନାହିଁ। ପ୍ରାୟ ୪ ଦିନ ମଧ୍ଯରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ। ଖବର ଅନୁଯାୟୀ ଦୈନିକ ୬୦,୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରୁଥିବା…

ଆସନ୍ତା ୧ରେ ଲଞ୍ଚ ହେବ ‘ଗାର୍ଭି ଗୁଜୁରାଟ’ ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍

ଭୁବନେଶ୍ବର: ଭାରତୀୟ ରେଳବାଇ ଅକ୍ଟୋବର ୧ରେ ଦିଲ୍ଲୀରୁ "ଗାର୍ଭି ଗୁଜୁରାଟ" ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ଲଞ୍ଚ କରିବ । ଏସି-I, ଏସି-II ଏବଂ ଏସି-III ଶ୍ରେଣୀ ସହିତ ଗାର୍ଭି ଗୁଜୁରାଟ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ସମୁଦାୟ ୧୫୦ ପର୍ଯ୍ୟଟକଙ୍କୁ ସ୍ଥାନିତ କରିବ । ଅକ୍ଟୋବର…

ପାରାସିଟାମଲ ସହ ୫୩ ଔଷଧ କ୍ବାଲିଟି ଟେଷ୍ଟରେ ଫେଲ୍

ନୂଆଦିଲ୍ଲୀ: ପାରାସିଟାମଲ ସମେତ ୫୩ଟି ଔଷଧ କ୍ବାଲିଟି ଟେଷ୍ଟରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକରେ କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। ଦେଶର ଡ୍ରଗ୍ସ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ସ କଣ୍ଟ୍ରୋଲ୍…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କଟକ ମହାନଗର ନିଗମ କମିଶନର ଭାବେ ଅନାମ ଚରଣ ପାତ୍ର ନିଯୁକ୍ତ ହୋଇଛନ୍ତି । ସେହିପରି କଳ୍ପତରୁ ବେହେରା ହେଲେ କଟକ ମହାନଗର ନିଗମ ଅତିରିକ୍ତ କମିଶନର । ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ହେଲେ ପ୍ରଦୀପ କୁମାର ରାଉତ ।…

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ତମ୍ବାଖୁମୁକ୍ତ ସମାଜ ଅଭିଯାନ ୨.୦

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ତମ୍ବାଖୁ ନିବାରଣ କେନ୍ଦ୍ର (ଟିସିସି)। ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ତାଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ପ୍ରତାପରାଓ ଯାଦବ ମଧ୍ୟ…

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ସେବିକା କର୍ମଚାରୀ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଦିନ ୧୧ ଟାରେ ଏହି ବୈଠକରେ ନର୍ସିଂ ଅଫିସରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…

ଶସ୍ତା ମୂଲ୍ୟରେ ବିକ୍ରି ହେଉଛି କୋଟି କୋଟି ଟଙ୍କାର ସିଟି ବସ୍

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହରରେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୨୦ଟି ସିଟି ବସ୍ ଚଳାଚଳ କରୁଛି। କାର୍ଯ୍ୟକ୍ଷମ ନହେବା ପରେ ଏହି ବସ୍ ଗୁଡିକ ସ୍କ୍ରାପ୍ ଭାବରେ ବିକ୍ରି ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଓଡିଶା ସରକାର ଏହି ଜିଲ୍ଲା ପାଇଁ ମୋ ବସ୍ ସେବା ଘୋଷଣା କରିଥିଲେ।…

ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

ଭୁବନେଶ୍ବର: ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ? କେଉଁ ଦଳର ନେତା କେଉଁ ଦଳକୁ ଯିବେ? ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି…