Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାରାଷ୍ଟ୍ର ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟରେ ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୯୯ ଜଣଙ୍କୁ ଦଳ ପକ୍ଷରୁ…

ଗୋପ ବ୍ଲକ ଡିହସାହିରେ ଅଘଟଣ: ବଜ୍ରପାତରେ ୨ ମୃତ

ଗୋପ: ସାରା ରାଜ୍ୟକୁ ଘଡ଼ିଛି ବାତ୍ୟା ଭୟ। ଏହାରି ଭିତରେ ଗୋପ ବ୍ଲକ ଡ଼ିହସାହି ଗାଁରେ ଘଟିଛି ବଡ ଅଘଟଣ। ବଜ୍ରପାତରେ ଯାଇଛି ଦୁଇ ମହିଳାଙ୍କ ଜୀବନ। ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗାଁରେ ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳାଙ୍କ ନାମ  ରୀନା ଭୋଇ(୪୫) ଓ ସରସ୍ବତୀ ସ୍ବାଇଁ…

ତିତଲି ପରେ ଆସୁଛି ‘ଦାନା’, ଥରହର ହେବ କି ଓଡିଶା?

ଭୁବନେଶ୍ବର: ଅକ୍ଟୋବର ଆସିଲେ ଛାତି ଥରେ । ୧୯୯୯ ପରେ ଗତ କିଛି ବର୍ଷ ଯେମିତି ଅକ୍ଟୋବର ବାତ୍ୟା ଆଉ ଓଡିଶା ପରସ୍ପର ସହ ଜଡିତ ଥିଲେ । ସେ କରାଳ ରୂପ ନେଇ ଅକ୍ଟୋବର ଆସିଲେ ପୁଣି ଓଡିଶା ଫେରିଆସେ ବାତ୍ୟା । ହେଲେ ୨୦୧୮ ତିତଲି ବାତ୍ୟା ପରଠାରୁ ଯେମିତି ଥମିଯାଇଥିଲା ଏହି ଟ୍ରେଣ୍ଡ ।…

“ନୋ କ୍ଲିନ୍ ସେଭ୍, ନୋ ଲଭ୍” ନାରାରେ ରାସ୍ତାକୁ ଓହ୍ଲାଇଲେ ମହିଳା, ସମସ୍ତେ ତାଜୁବ୍…

ଭୋପାଳ: ବର୍ତ୍ତମାନ ଦୁନିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଛନ୍ତି । କିଏ ନ୍ୟାୟ ଦାବିରେ ତ ଆଉ କିଏ ସମାଜରେ କିଛି ଧାରାରେ ପରିବର୍ତ୍ତନ ଆଣିବାରେ । କିନ୍ତୁ ଏବେ ଏମିତି ଏକ ପ୍ରତିବାଦ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ତାଜୁବ୍ କରିଛି ।…

ଦାନା ବାନ୍ଧୁଛି ବାତ୍ୟା ‘ଦାନା’, ୧୦୦ରୁ ୧୨୦ କିମି ଛୁଇଁବ ପବନ ବେଗ

ଭୁବନେଶ୍ବର: ଆସୁଛି ବାତ୍ୟା । ଆସନ୍ତା ୨୨ ତାରିଖରେ ଅବପାତର ରୂପ ନେଲା ପରେ ୨୩ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏହାପରେ ତା ପରଦିନ ଅର୍ଥାତ୍ ୨୪ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ତେବେ ଏହାରି ଭିତରେ ବାତ୍ୟାର ରୂପ ନେବାକୁ ବଳ ଗୋଟାଉଥିବା…

୨୩ରେ ବାତ୍ୟା….ସତର୍କ କରାଇଲେ ଏସଆରସି

ଭୁବନେଶ୍ବର: ୨୩ରେ ବାତ୍ୟା ସମ୍ଭାବନା, ୨୪ରେ ଓଡିଶା ଛୁଇଁବ । ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଅବଗତ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଏସଆରସି । ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ…

କେମିତି କାମ କରୁଛନ୍ତି ଅଧିକାରୀ, ମାର୍କ ଦେବେ ଜନତା

ଭୁବନେଶ୍ବର: କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା । ଏମିତି କିଛି ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁଡାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ…

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ, ଅଳ୍ପକେ ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ । ଆଜି ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ କ୍ୟାମ୍ପସ ବାହାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ କିଛି ସମୟ ପାଇଁ ଧୂଆଁମୟ ହୋଇଯାଇଥିଲା ପରିବେଶ । ତେବେ ବିସ୍ଫୋରଣ…

ଜାନୁଆରୀ ୮ରୁ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର: ଓଡ଼ିଶାରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏହି ମହୋତ୍ସବ ଆସନ୍ତା ଜାନୁଆରି ୮ରୁ ୧୦ ଯାଏଁ ରାଜଧାନୀ ଭୁବନେଶ୍ବରର  ଜନତା ମଇଦାନରେ ଅନୁଷ୍ଠିତ ହେବ। ଏହି  ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହ ଅବସରରେ…

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର:  ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ଶନିବାର ପ୍ରକାଶ ପାଇଛି। ଏଥିରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ରେ ଶୁଭେଚ୍ଛା…