Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶା ଛାଡିବା ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ରଖିଲା ଜେଏସଡବ୍ଲୁ

ଭୁବନେଶ୍ବର: ଓଡିଶା ପ୍ରକଳ୍ପରୁ ଓହରିବନି ଜେଏସଡବ୍ଲୁ । ପୂର୍ବରୁ ରାଜ୍ୟରୁ ଜେଏସଡବ୍ଲୁ ତାର ପ୍ଲାଣ୍ଟ ସ୍ଥାନାନ୍ତର କରିବା ନେଇ ଯେଉଁ ଖବର ଆସୁଥିଲା ଏନେଇ କମ୍ପାନୀ ତରଫରୁ ଏକ ସ୍ପଷ୍ଟି କରଣ ପ୍ରଦାନ କରାଯାଇଛି । କମ୍ପାନୀର କାର୍ଯ୍ୟନିର୍ବାହୀ ଉପସଭାପତି ରଂଜନ ନାୟକ ଏକ ପ୍ରେସ୍…

ଆଜି ରାତିରେ ରାଜ୍ୟର ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ କଟକ ଓଡିଶାର ୧୪ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଯାଜପୁର, ଖୋର୍ଦ୍ଧା (ଭୁବନେଶ୍ୱର), ଭଦ୍ରକ, ଗଞ୍ଜାମ, କୋରାପୁଟ, ସୋନପୁର, କନ୍ଧମାଳ, ନୟାଗଡ଼, କଟକ, କଳାହାଣ୍ଡି,…

ଏଥର ଦୁର୍ଗାପୂଜା ହେବ ଡିଜେ, ଆଲକହଲ ଓ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ଚଳିତ ଥର ଦୁର୍ଗାପୂଜାରେ ବିସର୍ଜନ ସମୟରେ କୌଣସି ଡିଜେ ସଙ୍ଗୀତ ବଜାଯିବ ନାହିଁ ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ "କୌଣସି ଡିଜେ ମ୍ୟୁଜିକ୍ ଯାନକୁ ମଧ୍ଯ ଅନୁମତି ଦିଆଯିବ ନାହିଁ।…

ଲାଇଭ ରିପୋର୍ଟିଂ ବେଳେ ଏୟାର ଷ୍ଟ୍ରାଇକ, କ୍ୟାମେରାରେ କଏଦ ଭିଡିଓ

ଲେବାନନ୍: ଲାଇଭ ରିପୋର୍ଟିଂ ବେଳେ ଏୟାର ଷ୍ଟ୍ରାଇକ। ୨୦୦୬ ମସିହାରୁ ଇସ୍ରାଏଲର ସବୁଠାରୁ ବଡ ଏୟାର ଷ୍ଟ୍ରାଇକରେ ଲେବାନନ୍ ଧରାଶାୟୀ ହେଉଛି। ଏଥିରେ ପ୍ରାୟ ୫୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆକ୍ରମଣର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କ୍ଷେପଣାସ୍ତ୍ର ମାଡ ହେବାରେ…

୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟ ନିକଟ ଖର୍ଲିଂଗ ଠାରେ ୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ଏକ ବୋଲେରୋ ଗୁଣୁପୁରରୁ ଆନ୍ଧ୍ର ଦେଇଯାଉଥିବା ସମୟରେ ପୋଲିସ ସନ୍ଦେହରେ ଅଟକ ରଖି ଗାଡିରୁ ୧୫ଟି ବ୍ୟାଗକୁ ଜବତ କରିବା ସହ ଘଟଣାରେ ଦୁଇ…

ଆଜିଠୁ ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ: ଶାରଦୀୟ ପାର୍ବଣରେ ଶ୍ରୀମନ୍ଦିରରେ ବିମଳା ମନ୍ଦିରରେ ଆରମ୍ଭ ହୋଇଛି ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା । ମୂଳାଷ୍ଟମୀ ଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଚଳିତ ଥର ତିଥିରେ ବ୍ୟତିକ୍ରମକୁ ନଜରରେ ରଖି ୧୬ ଦିନ ବଦଳରେ…

ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ଏବଂ…

ସତରେ ଥିଲା କି ଗୁପ୍ତ ସୁଡଙ୍ଗ….କ’ଣ ଯାଞ୍ଚ କଲା ରାଡର୍? ବଢୁଛି ଉତ୍କଣ୍ଠା

ପୁରୀ: ଶେଷ ହେଲା ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ ପ୍ରକ୍ରିୟା । ଏହି ସର୍ଭେରେ ୩ଟି ଆଣ୍ଟିନା ମାଧ୍ୟମରେ ଭିତର ରତ୍ନଭଣ୍ଡାରର ସମସ୍ତ ଡାଟା ଜେନେରେଟ କରିଛି ଏନଜିଆରଆଇ ଟିମ୍ । ଏହାର ଚୂଡାନ୍ତି ରିପୋର୍ଟ ଆସିବା ପରେ ସବୁ ଚର୍ଚ୍ଚା ଉପରୁ ପରଦା ହଟିବ । ବାସ୍ତବରେ ଭିତର…

ଦୁନିଆରେ ସବୁଠାରୁ ସୁନ୍ଦର ମହିଳା କେଉଁ ଦେଶରେ ରୁହନ୍ତି? କେତେ ନମ୍ବରରେ ଆସେ ଭାରତ

ଦୁନିଆର ଅଲଗା ଅଲଗା ଦେଶରେ ସୌନ୍ଦର୍ଯ୍ୟର ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ପ୍ରତ୍ୟେକ ଦେଶର ନିଜର ସ୍ବତନ୍ତ୍ର ପରିଚୟ ଅଛି ଏବଂ ଏହା ଦ୍ୱାରା ସେମାନେ ବେଶ୍‌ ପରିଚିତ। ସମଗ୍ର ବିଶ୍ୱରେ ମହିଳାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଅନେକ ଆଲୋଚନା ହେଉଛି, ଲୋକେ ପ୍ରାୟତଃ ଏହି ପ୍ରଶ୍ନ ଗୁଗୁଲରେ…

ତିରୁପତି ମନ୍ଦିର ବିବାଦ ନେଇ ଶ୍ରୀମନ୍ଦିରରେ ଛନକା: ଯାଞ୍ଚ ହେବ ଘିଅ!

ପୁରୀ:  ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଯେଉଁ ବିବାଦ ଦେଖାଦେଇଛି ତାହା ଏବେ ପୁରା ଦେଶରେ ହଇଚଇ ସୃଷ୍ଟି କରିଛି । ଭକ୍ତଙ୍କ ଆବେଗକୁ ମଧ୍ୟ ଠେସ୍ ପହଞ୍ଚିଛି । ସେପଟେ ଏହାର ପ୍ରଭାବ ମଧ୍ୟ ଦେଶର ସମସ୍ତ ମନ୍ଦିରରେ ଦେଖାଦେଲାଣି ।  ଏନେଇ ସବୁ ମନ୍ଦିର ପ୍ରଶାସନ ଏନେଇ ସଜାଗ ହେଲେଣି ।…