Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଭିଶାପ ହେବ ସିନୱାର ମୃତ୍ୟୁ, ପଣବନ୍ଦୀଙ୍କୁ ଛାଡ଼ିବୁନି: ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ନିହତ ହୋଇଛି ହମାସ ଚିଫ୍ ୟାହୟା ସିନୱାର।  ନିହତ ହୋଇଥିବା କଥାକୁ ଶେଷରେ ସ୍ୱୀକାର କରିଛି ହମାସ ସଂଗଠନ। ହମାସ ପକ୍ଷରୁ ସିନୱାର ମୃତ୍ୟୁ ଖବରକୁ ନିଶ୍ଚିତ କରାଯାଇଛି। ହମାସ ଉପ ମୁଖ୍ୟ ଖଲିଲ ଅଲ ହାୟା ଏହି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ମଧ୍ୟ…

ଶ୍ରୀମନ୍ଦିର ଇତିହାସରେ ପ୍ରଥମ; ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଏତିକି ଟଙ୍କା ଦାନ କଲେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ନେଇ ଆଜି ଜଣେ ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରରେ ୫ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି ବାବଦରେ ବ୍ୟକ୍ତି ଜଣଙ୍କ ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିରର ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା…

ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ: ମା’ ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ: ହବିଷ୍ୟାଳୀ ମା' ମାନେ ଓଡିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଏହା ଆମ ରାଜ୍ୟକୁ ସମୃଦ୍ଧ କରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆଜି ଅପରାହ୍ନରେ…

ଝାଡଖଣ୍ଡରେ ସିଟ ସେୟାରିଂ ଶେଷ କଲା ବିଜେପି

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ  ବିଜେପି ଶେଷ କରିଛି ସିଟି ସେୟାରିଂ। ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ଦଳ ସହ ମେଣ୍ଟ କରି ଝାଡଖଣ୍ଡରେ ନିର୍ବାଚନ ଲଢ଼ିବ ଦଳ। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ୧୩ଟି…

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ।  ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। …

ମହାରାଷ୍ଟ୍ର ନିର୍ବାଚନ : କଂଗ୍ରେସକୁ ଜଣା ନାହିଁ ରାଜନୀତିର କ-ଖ-ଗ-ଘ…

ମୁମ୍ବାଇ: ମହାରାଷ୍ଟ୍ର ମହା ବିକାଶ ଅଘାଡି (ଏମଭିଏ)ରେ ବିଳମ୍ବ ହୋଇଛି ସିଟ ସେୟାରିଂ। ଏହାକୁ ନେଇ ଶୁକ୍ରବାର ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ। ରାଜ୍ୟର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅସଫଳ ବୋଲି ଦାବି…

ଶ୍ରୀମନ୍ଦିର ସେବାୟତଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଆନନ୍ଦଵଜାର ବିଶୃଙ୍ଖଳାକାରୀ। ଶ୍ରୀମନ୍ଦିର ଆନନ୍ଦ ବଜାର ମଧ୍ୟରେ ବାହାର ରାବିଡି ବିକ୍ରିକୁ ବିରୋଧ କରିବାରୁ ଗୋଡେଇ ଗୋଡେଇ ଆକ୍ରମଣ କରାଯାଇଛି । ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଗୋଡ଼ାଇ ହାଣିଛନ୍ତି ଅଣସେବାୟତ। ଆଜି…

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନେତା ବୁଦ୍ଧାଦିତ୍ୟଙ୍କ ନାମରେ ଏତଲା

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ପ୍ରଦେଶ ଛାତ୍ର କଂଗ୍ରେସ । ବୁଦ୍ଧାଦିତ୍ୟ ସନ୍ତ୍ରାସବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି । ଶ୍ରୀ ପ୍ରଧାନ…

ବିଜେଡିକୁ ନେଇ କ’ଣ କହିଲେ ଜୟନାରାୟଣ?

ଭୁବନେଶ୍ବର: ବିଜେଡିର ଆୟୁଷ କମ ଦିନ । ଖୁବ୍ ଶୀଘ୍ର ଭାଙ୍ଗି ଛିନଛତ୍ର ହୋଇଯିବ ଦଳ । ବିଜେଡିକୁ ନେଇ ଏଭଳି ଭବିଷ୍ୟବାଣୀ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ରହିଥିବା ବେଳେ ଦୁର୍ନୀତିମୁକ୍ତଙ୍କ କଥା…

୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ, ଆଜି ଓ କାଲି ପ୍ରବଳ ବର୍ଷିବ

ଭୁବନେଶ୍ବର: ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୨ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇପାରେ । ତେବେ ଆଜି ଓ ଆସନ୍ତାକାଲି ୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…