Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା…

ସ୍ୱାମୀଙ୍କ ବିୟୋଗରେ ଜୀବନ ହାରିଲେ ସ୍ତ୍ରୀ: କହିଦେଇ ଗଲେ ତାଙ୍କ ଜୁଇରେ ହିଁ….

ନୂଆଦିଲ୍ଲୀ: ଏ କି ପ୍ରେମ ? ପରସ୍ପରଠାରୁ ୨୫୦ କିଲୋମିଟର ଦୂରରେ ରହି ଏକାସହ ଆତ୍ମହତ୍ୟା କଲେ ସାମରିକ ଦମ୍ପତି। ସ୍ୱାମୀ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିବାବେଳେ ପତ୍ନୀ ସେନାରେ ଜଣେ କ୍ୟାପଟେନ୍ ଥିଲେ। ଅକ୍ଟୋବର ୧୪ ତାରିଖ ରାତିରେ ଆଗ୍ରାର ବାୟୁସେନା ଷ୍ଟେସନରେ ଥିବା ତାଙ୍କ…

ପୁଣି ଲଘୁଚାପ; ଜାଣନ୍ତୁ କେଉଁଠି ରହିବ ପ୍ରଭାବ….

ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୦ ତାରିଖ ସୁଦ୍ଧା  ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଯଇ ହେବାର ସମ୍ଭାବନର ରହିଥିବା ବେଳେ ଳହାର ପ୍ରଭାବରେ ଆସନ୍ତା ୨୨ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ଅବସର ପରେ ସାକାର କରୁଛନ୍ତି ସ୍ବପ୍ନ, ୬୪ ବର୍ଷରେ ବନିଲେ ଡାକ୍ତର

ଭୁବନେଶ୍ୱର: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ହାର ମାନେ ବୟସ। ଆଉ ଏହାକୁ ସତ ବୋଲି ପ୍ରମାଣିତ କରିଛନ୍ତି ଓଡିଶାର ଜୟ କିଶୋର ପ୍ରଧାନ। ପରିଣତ ବୟସରେ ନିଜ ସ୍ୱପ୍ନକୁ ସାକାର କରିଛନ୍ତି ଜୟ କିଶୋର। ସାଧାରଣତଃ ଲୋକମାନେ ଅବସର ନେବା ପରେ ବାକି ଜୀବନ ଆରାମରେ ବିତାଇବାକୁ ଚାହିଁଥାନ୍ତି।…

ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟ

ନୂଆଦିଲ୍ଲୀ: ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍‌ ଟିକେଟର ଆଡଭାନ୍ସ ବୁକିଂ । ଏବେ ୧୨୦ ଦିନ ପୂର୍ବରୁ ନୁହେଁ ୬୦ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିବା ପାଇଁ ସମୟ ସୀମା ହ୍ରାସ କଲା ରେଲୱେ ବିଭାଗ । ଆଉ ୪ ମାସ ନୁହେଁ ,ଏଣିକି ୨ ମାସ ପୂର୍ବରୁ ଟିକେଟ କରିବା ନେଇ ଏକ ଚିଠି ଜାରି କରି…

ପୁଣି ବୋମା ଧମକ, ମୁମ୍ବାଇରେ ଜରୁରୀ ଅବତରଣ କଲା ଭିସ୍ତାରା ଏୟାରଲାଇନ୍ସ

ମୁମ୍ବାଇ: ଗତ କିଛି ଦିନ ହେବ ବିମାନ ଗୁଡିକୁ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଉଛି। ଗୁରୁବାର ଦିନ ଜର୍ମାନୀର ଫ୍ରାଙ୍କଫର୍ଟରୁ ମୁମ୍ବାଇକୁ ଆସୁଥିବା ଭିସ୍ତାରା ବିମାନ (ବୋଇଙ୍ଗ 787 ବିମାନ) କୁ ବୋମା ଧମକ ଦିଆଯାଇଥିଲା। ଏହି ଧମକ ପରେ ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ…

ପୁଣି ହରିୟାଣାରେ ନାଏବ ସରକାର: ଦ୍ବିତୀୟ ଥର ପାଇଁ ଶପଥ ନେଲେ

ପଞ୍ଚକୁଳା: ପୁଣି ହରିୟାଣା ଶାସନ ଭାର ସମ୍ଭାଳିଲେ ନାଏବ ସରକାର । ଦ୍ବିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାଏବ ସିଂ ସୈନୀ । ତାଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ୧୩ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।  ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ…

ଖାନ୍ ପରିବାରଙ୍କ ବେଳା ଖରାପ: ଅରବାଜ୍ କହିଲେ………

ନୂଆଦିଲ୍ଲୀ: ୧୨ ଅକ୍ଟୋବର ସେ କଳା ଦିନ ଏବେ ଯେପରି କଳା ବାଦଲ ହୋଇ ‘ଖାନ ପରିବାର’ଙ୍କ ଉପରେ ଛାଇ ରହିଛି । ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଗଲା । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ…

ହ୍ୱାଟସ୍‌ଆପ୍ ଚାଟ୍‌ରେ ସିଧାସଳଖ ଇନଷ୍ଟାଗ୍ରାମ ଷ୍ଟୋରୀ ଯୋଡିବାକୁ ଚାହୁଁଛନ୍ତି କି ? ଶିଖନ୍ତୁ ପଦ୍ଧତି

ଯଦି ଆପଣ ଇନଷ୍ଟାଗ୍ରାମରେ ଯେକୌଣସି ପ୍ରଡକ୍ଟ ପ୍ରୋମୋଶନ ପାଇଁ ପକାଉଛନ୍ତି କିମ୍ବା ଏହାକୁ କିଣିବା ପାଇଁ ଏକ ଲିଙ୍କ୍ ପୋଷ୍ଟ କରୁଛନ୍ତି କିମ୍ବା ସେହି ଉତ୍ପାଦ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଚାହୁଁଛନ୍ତି, ତେବେ ଗ୍ରାହକଙ୍କ ସହ ଚାଟିଂ କରିବାର ଆବଶ୍ୟକତା ଅଛି। ଏପରି ପରିସ୍ଥିତିରେ,…

ଏଲିଫ୍ୟାଣ୍ଟ ସ୍କ୍ୱାଡ଼୍ ସଦସ୍ୟକୁ କଚାଡ଼ି ମାରିଲା ଦନ୍ତା

କେନ୍ଦୁଝର: ହାତୀ ଘଉଡାଇବା ବେଳେ ଏଲିଫ୍ୟାଣ୍ଟ ସ୍କ୍ୱାଡ଼୍ ସଦସ୍ୟକୁ କଚାଡ଼ି ମାରିଲା ଦନ୍ତା। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେରେ ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ । ଏହି ଘଟଣାରେ ଏଲିଫ୍ୟାଣ୍ଟ…