Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓସ୍କାର ଦୌଡ଼ରେ ‘ଲାପତା ଲେଡିଜ୍‌’

ମୁମ୍ବାଇ: ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ 'ଲାପତା ଲେଡିଜ୍‌'। ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି। ଫିଲ୍ମଟି ଜବରଦସ୍ତ ହିଟ୍‌…

ଜଣେ ବ୍ୟକ୍ତି କେତେ ଦିନ ଫ୍ରିଜ୍ ଭିତରେ ବଞ୍ଚିପାରିବ? କଣ କହୁଛି ବିଜ୍ଞାନ, ଜାଣନ୍ତୁ

ପୃଥିବୀରେ ଏବେ ବି ଅନେକ କିଛି ପ୍ରାକୃକିତ ରହସ୍ୟ ରହିଛି। କିଛି ରହସ୍ୟର ଖୁଲାସା ହେଇଛି ଏବଂ କିଛି ରହସ୍ୟ ଆଜିବି ଅଜଣା। ଏଥିମଧ୍ୟରୁ ଗୋଟିଏ ହେଉଛି ଜନ୍ମ ଏବଂ ମୃତ୍ୟୁ। ଜନ୍ମ ଏବଂ ମୃତ୍ୟୁ ବିଷୟରେ ବୈଜ୍ଞାନିକମାନେ ଅନେକ ଗବେଷଣା କରିଛନ୍ତି। କିନ୍ତୁ କୌଣସି ରିପୋର୍ଟ ସନ୍ତୁଷ୍ଟ କରିବାରେ…

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ହେବ ବିଭାଗୀୟ ତଦନ୍ତ

ଭୁବନେଶ୍ବର: କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ହେବ ବିଭାଗୀୟ ତଦନ୍ତ । ବିଭାଗୀୟ ତଦନ୍ତ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତ୍ମହତ୍ୟା ଚିଠିରେ ଡିଏଫ୍‌ଓଙ୍କ ନାଁ ଥିବାରୁ ଏନେଇ ଡିପାର୍ଟମେଣ୍ଟାଲ ଇନକ୍ବାରୀ ଜାରି କରିଛି ବନବିଭାଗ । ସିସିଏଫ୍‌ ରାଙ୍କର…

ଆଳୁ ପରେ ବଢିଲା ପିଆଜ ଦର; ଜାଣନ୍ତୁ ରାଜଧାନୀରେ କେତେ ରହିଛି…

ଭୁବନେଶ୍ୱର: ପୁଣି ରାଜ୍ୟରେ ଉପରମୁହାଁ ହୋଇଛି ପିଆଜ ଦର । ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କାରେ ପହଞ୍ଚିଥିବାବେଳେ, କଟକରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଯାହା ଏବେ ଖାଉଟିଙ୍କ…

ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି: ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଘରେ ପଶି ଆକ୍ରମଣ

ଯାଜପୁର: ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି। ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ନର୍ସଙ୍କ ଘରେ ପଶି କନେଷ୍ଟବଳଙ୍କ ଆକ୍ରମଣ। ଯାଜପୁର ରାମବାଗ ଫାଣ୍ଡିର କନେଷ୍ଟବଳ ଜିତେନ୍ଦ୍ର ବିଶ୍ଵାଳଙ୍କ ବିରୋଧରେ ମଙ୍ଗଳପୁର ଥାନାରେ ଅଭିଯୋଗ ଆସିବା ପରେ ମଙ୍ଗଳପୁର ପୋଲିସ କନେଷ୍ଟବଳଙ୍କୁ…

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଲେ ଅତିଶି, ତଥାପି ଖାଲି ପଡିଲା କେଜ୍ରିୱାଲଙ୍କ ଚେୟାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପ୍ରଥମ ଥର ପାଇଁ ସେ ଦିଲ୍ଲୀ ସଚିବାଳୟରେ ପହଞ୍ଚିଥିଲେ ମଧ୍ୟ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଚେୟାରରେ ବସି ନଥିଲେ। ବରଂ…

ପ୍ରବଳ ବର୍ଷିବ: ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲାେ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପ୍ରବଳ ବର୍ଷିବ । କିଛି ସ୍ଥାନରେ ଘଡଘଡି ସହ  ବର୍ଷା ମଧ୍ୟ ଅନୁଭୂତି ହେବ । ଏନେଇ ୧୪ ଜିଲ୍ଲାକୁ  ହେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏନେଇ ଭଦ୍ରକ, ବାଲେଶ୍ବର, ନୟାଗଡ, କନ୍ଧମାଳ, କୋରାପୁଟ, ଯାଜପୁର, ଜଗତସିଂହପୁର, ପୁରୀ, ଗଞ୍ଜାମ,…

ତିରୁମାଲା ମନ୍ଦିରରେ ଶୁଦ୍ଧିକରଣ

ତିରୁମାଲା: ତିରୁପତି ବାଲାଜି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରିତ ହେଉଥିବା ସ୍ପଷ୍ଟ ହେବା ପରେ ଜାରି ରହିଛି ବିବାଦ। ଏହାରି ମଧ୍ୟରେ ତିରୁପତି ବାଲାଜି ମନ୍ଦିରର ଶୁଦ୍ଧିକରଣ କରାଯାଉଛି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।…

ଭରତପୁର ଘଟଣା: ଗଣମାଧ୍ୟମରେ ପ୍ରକାଶ ପାଇବନି ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାଁ

ଭୁବନେଶ୍ବର: ତେଜିବାରେ ଲାଗିଛି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣା । ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍ । ଏହି ଘଟଣାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ନାଁ କୌଣସି ବି ଗଣମାଧ୍ୟମରେ ପ୍ରକାଶ ନକରିବାରୁ…

କୁଡୁତୁଲିରେ ଚାଞ୍ଚଲ୍ୟ: ଏଏନଏମଙ୍କୁ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା

କନ୍ଧମାଳ: ମହିଳା ଏଏନଏମଙ୍କ କଇଁଚିରେ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା। କନ୍ଧମାଳ ଜିଲା ବାଲିଗୁଡା କେ.ନୂଆଗାଁ ଥାନା କୁଡୁତୁଲିରେ ଘଟିଛି ଏହି ଅଭାବନୀୟ ଘଟଣା। ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ପୁରୁଷ ବନ୍ଧୁ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱର ଉପକଣ୍ଠ…