Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭରତପୁର ଘଟଣାରେ ମେଳି କଲେଣି ପୋଲିସ ସଂଘ, ଆଗକୁ ବଡ଼ ଆନ୍ଦୋଳନ !

ଭୁବନେଶ୍ଵର: ତେଜୁଛି ପୋଲିସ ସେନା ବିବାଦ । ଆଗକୁ ହେବ କି ବଡ଼ ଆନ୍ଦୋଳନ ! ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତୀବ୍ର ହେବାରେ ଲାଗିଛି ପୋଲିସ-ସେନା ବିବାଦ । ବିବାଦ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ ଡାକିଛି ଓଡ଼ିଶା ପୋଲିସ ସେବା ସଂଘ ।…

ଆମେରିକାରେ ମୋଦୀ-ବାଇଡେନ୍ ଭେଟଘାଟ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆମେରିକାର ଫିଲାଡେଲ୍‌ଫିଆରେ ପହଞ୍ଚିବା ପରେ ସେଠାରେ ମୋଦୀଙ୍କୁ ସ୍ବାଗତ କରିଥିଲେ ଭାରତୀୟ ବଂଶୋଦ୍‌ଭବମାନେ । ସେଠାରୁ ସିଧାସଳଖ କ୍ବାଡ୍‌ ଶିଖର ସମ୍ମିଳନୀରେ ଯୋଗଇଛନ୍ତି ମୋଦୀ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା,…

ବୋଲରଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କଲେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶାର ଅଧିନାୟକ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି । କୋଣାର୍କ ସୂର୍ଯ୍ୟାସ ଏଥିସହ ଏହି ଲିଗରେ ଷ୍ଟାଇଲ ସହ ଏଂଟ୍ରି କରିଛି । ବୋଲରଙ୍କ ପ୍ରଦର୍ଶନ ଯୋଗୁଁ ଆମେ ଏହି ମ୍ୟାଚ ଜିତିପାରିଲୁ…

ସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣା; ଗିରଫ ହୋଇଥିବା ୭ ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ସେନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିବା ଅଭିଯୋଗରେ ଶନିବାର ଗିରଫ ହୋଇଥିବା ସମସ୍ତ ୭ ଜଣଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଭୁବନେଶ୍ୱରର ଜେଏମଏଫସି କୋର୍ଟ ଏହି ମାମଲାର ସମସ୍ତ ୭ ଜଣ…

ମଙ୍କିପକ୍ସ ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ, ସମସ୍ତ ପ୍ରବେଶ ପଥରେ ସତର୍କତା

ଭୁବନେଶ୍ୱର: ଓଡିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି। ମଙ୍କିପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଏହାସହ ମଙ୍କି ପକ୍ସ ସଂକ୍ରମିତ ୧୪ଟି…

ଏଥର ଦଶହରାରେ ଡିଜେ ଏବଂ ବାଣଫୁଟା ଉପରେ କଟକଣା

ଭୁବନେଶ୍ୱର: ଏଥର ଦଶହରାରେ ଡିଜେ ଏବଂ ବାଣଫୁଟା ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ। ଭୁବନେଶ୍ୱର ଓ କଟକରେ ପୂଜା କମିଟି ସହିତ ବୈଠକ ପରେ ଶନିବାର ଦିନ ନିର୍ଦ୍ଦେଶନାମା ଜାରି ହୋଇଛି। ଭସାଣ ସମୟରେ ଡିଜେ ଏବଂ ବାଣଫୁଟା ଉପରେ କମିଶନରେଟ୍ ପୋଲିସ୍ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି।…

ଏନଆରଏଆଇର ନୂଆ ଅଧ୍ୟକ୍ଷ କଳିକେଶ

ଭୁବନେଶ୍ୱର: ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ ବିଜେଡି ନେତା କଳିକେଶ ନାରାୟଣ ସିଂ ଦେଓ ଜାତୀୟ ରାଇଫଲର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଶନିବାର ଦିନ ଦିଲ୍ଲୀର ସମ୍ବିଧାନ କ୍ଲବ ଅଫ୍ ଇଣ୍ଡିଆରେ ହୋଇଥିବା ରାଇଫଲ ସଂଘର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭି.କେ ଧଲ୍ ଙ୍କୁ ୩୬-୨୧ ଭୋଟରେ…

ଲେବାନନ୍ ପେଜର୍ ବ୍ଲାଷ୍ଟରେ କେରଳ କନେକସନ !

ନୂଆଦିଲ୍ଲୀ: ସାରାବିଶ୍ୱରେ ଚାଂଚଲ୍ୟ ସୃଷ୍ଟି କରିଛି ଲେବାନନରେ ପେଜର ସିରିଆଲ ବ୍ଲାଷ୍ଟ । ପେଜର ଜରିଆରେ ବିସ୍ପୋରଣ କରି ହିଜବୋଲ୍ଲାକୁ ଇସ୍ରାଏଲ ଟାର୍ଗେଟ କରିଥିବା ନେଇ ଚର୍ଚ୍ଚା ହେଉଛି । ହିଜବୋଲ୍ଲା ଅର୍ଡର କରିଥିବା ପେଜରରେ କିପରି ବିସ୍ଫୋରକ ଖଞ୍ଜା ହେଲା, ସେ ନେଇ ଖୋଳତାଡ ଜାରି ରହିଛି ।…

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅତିଶୀ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଆମ୍ ଆଦମୀ ପାର୍ଟି ନେତା ଅତିଶୀ। ଶନିବାର ଦିନ ସେ ରାଜ ନିବସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ତାଙ୍କୁ ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆପ୍…

ଭରତପୁର ଘଟଣା ପଛର ସତ

ଭୁବନେଶ୍ବର: ଶନିବାର କଳା ରାତିର କାହାଣୀ। ସେଦିନ ରାତିରେ କଣ ହୋଇଥିଲା? ଭରତପୁର ଥାନାକୁ ଯିବା ପୂର୍ବରୁ ସେନା ଅଧିକାରୀ ଓ ବାନ୍ଧବୀଙ୍କ ସହ କଣ ହୋଇଥିଲା? କାହିଁକି ବାଟରେ ଅଟକାଇ ଝଗଡା କରିଥିଲେ ଯୁବକ? କାହିଁକି ରାସ୍ତାରେ ଝଗଡା ହୋଇଥିଲା? ଅଭିଯୋଗ ପାଇଁ ଥାନାକୁ ଯିବା ପରେ ସେଠାରେ କଣ…