Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୩ ଦିନିଆ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ଠାରୁ ୩ ଦିନିଆ  ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ ଓ…

ଓଡ଼ିଶାରେ ଜୋହ ସେମିକଣ୍ଡକଟର କାରଖାନା ପ୍ରତିଷ୍ଠା କରିବା ନେଇ ଚର୍ଚ୍ଚା, ସିଇଓ ଦେଲେ ସଫେଇ

ନୂଆଦିଲ୍ଲୀ: କ୍ଲାଉଡ୍ ସଫ୍ଟୱେୟାର କମ୍ପାନୀ ଜୋହୋର ସିଇଓ ଶ୍ରୀଧର ଭେମ୍ବୁ ଓଡ଼ିଶାରେ ୩୦୩୪ କୋଟି ଟଙ୍କାର ସେମିକଣ୍ଡକ୍ଟର କାରଖାନାରେ ପୁଞ୍ଜିନିବେଶ କରିଥିବା ଖବରକୁ ଖଣ୍ଡନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜୋହୋର ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରତିଷ୍ଠିତ ସିଆଲଟ୍ରିକ୍…

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ

ଭୁବନେଶ୍ୱର: ଦୀର୍ଘ ୬ ସପ୍ତାହ ପରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ଅଥବା…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଅସନ୍ତୋଷ ଝାଡିଲେ ବିରୋଧୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଯେଉଁଭଳି ଭାବେ ନିର୍ଯାତନ ଦିଆଗଲା ତାହାର ଛାତିଥରା କାହାଣୀ ନିଜେ ସେନା ଅଧିକାରୀଙ୍କ ବାନ୍ଧବୀ ଗୁରୁବାର ଗଣମାଧ୍ୟମ ଆଗରେ କୋହ ଭରା କଣ୍ଠରେ କହିବା ପରେ ଏବେ ଏହାକୁ ନେଇ ଅପରାଧିକ ମାମଲା ରୁଜ୍ଜୁ କରିଛି କ୍ରାଇମବାଞ୍ଚ ।…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ବଡ ପଦକ୍ଷେପ ନେଲା କ୍ରାଇମବାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏବେ ଆକ୍ସନ ମୋଡରେ କ୍ରାଇମବାଞ୍ଚ । ଗୁରୁବାର ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ହୃଦୟ ବିଦାରକ ବୟାନ ଆସିବା ପରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ…

ବିପଦ ସଂକତ ତଳେ ସୁବର୍ଣ୍ଣରେଖା, ହେଲେ ଏବେ ବି ବିପଦରେ ବାଲେଶ୍ବର ବାସୀ

ଜଳେଶ୍ବର: କମିଲା ସୁବର୍ଣ୍ଣରେଖା ଜଳସ୍ତର । ହେଲେ କମିନି ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ବିତ୍ପାତ । ଏବେ ବି ଅନେକ ଅଞ୍ଚଳରେ ଜଳ ଭରି ରହିଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ । କିଛି ସ୍ଥାନରେ ଜଳର ପରିମାଣ କମିଥିଲେ ମଧ୍ୟ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ…

ସ୍ୱିଗିରେ ଖାଦ୍ୟ ବଦଳରେ ଏପରି କିଛି ଅର୍ଡର କରି ମଧ୍ୟରାତ୍ରିରେ ପାଇଲେ ସେବା, ଧନ୍ୟବାଦ ଦେଲେ ମହିଳା

ବେଙ୍ଗାଲୁରୁ: ସମୟ ଅଭାବ କିମ୍ବା ରୋଷେଇ ଜାଣିନଥିଲେ ଲୋକେ ସ୍ୱିଗିରେ ଖାଇବା ଅର୍ଡର କରିଥାନ୍ତି। ଏବେ କିନ୍ତୁ ଆଉ ପାଦେ ଆଗକୁ ଯିବାକୁ ଚେଷ୍ଟା କରିଛନ୍ତି ଜଣେ ମହିଳା। ବେଙ୍ଗୁଲୁରୁର ଏହି ମହିଳା ଜଣଙ୍କ ସ୍ୱିଗିରେ ଏପରି କିଛି ଖାଦ୍ୟ ଅର୍ଡର କରିଛନ୍ତି ଯାହା ସମସ୍ତଙ୍କୁ ତାଜୁବ କରିଛି। ଆଉ…

ମାଓ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ୍ ଠାବ କଲା ସୁରକ୍ଷାବାହିନୀ

ମାଲକାନଗିରି: ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ। ଦିନକୁ ଦିନ ବଢିଚାଲିଛି ନକ୍ସଲମାନଙ୍କ ହିଂସାକାଣ୍ଡ। ସୁରକ୍ଷାବାହିନୀଙ୍କୁ କରାଯାଉଛି ଟାର୍ଗେଟ୍। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଅଞ୍ଚଳରେ ଚାଲିଛି ମାଓବାଦୀଙ୍କ ଷଡଯନ୍ତ୍ର। ନକ୍ସଲମାନେ ମିଳିତ ଷଡଯନ୍ତ୍ର…

ଆପଣଙ୍କ କାର ଭିତରେ ରହିଛି କ୍ୟାନସର କାରକ, ଚିନ୍ତା ପ୍ରକଟ କରି ରିପୋର୍ଟ ମାଗିଲା ଏନଜିଟି

ନୂଆଦିଲ୍ଲୀ: କାର ଗୁଡିକରେ ବ୍ୟବହୃତ ହେଉଥିବା ଅଗ୍ନି ନିରୋଧକ ରାସାୟନିକ ଦ୍ରବ୍ୟ କ୍ୟାନସର କାରକ। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ ଜିଟି) ଏହାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ଏନଜିଟି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ୪ଟି ପ୍ରମୁଖ ବିଭାଗକୁ…

୨୧ରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ, ନିରୀକ୍ଷଣ ସମୟରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ୨୧ରୁ ୩ ଦିନ ଧରି ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଏଏସଆଇ ପକ୍ଷରୁ ସର୍ଭେ କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ସମୟରେ…