Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନ କେତେ ଉଚ୍ଚରେ ଉଡ଼ିଥାଏ ? ଜାଣନ୍ତୁ ଏହି ରୋଚକ ପ୍ରଶ୍ନର ଉତ୍ତର

ଦିନକୁ ଦିନ ଏୟାର ଟ୍ରାଭେଲିଂର ପ୍ରବଳତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟାଇମ ଇଜ୍ ମନିକୁ ଗୁରୁତ୍ୱ ଦେଉଥିବା ପିଢ଼ିଙ୍କ ପାଇଁ ସମୟ ବଞ୍ଚାଇବା ଦିଗରେ ବିମାନ ଯାତ୍ରା ବଡ଼ ବିକଳ୍ପ ଭାବେ ଉଭା ହୋଇଛି । ଫଳରେ ଏବେ ଦିନକୁ ଦିନ ଆକାଶରେ ଭିଡ଼ ପରିଲକ୍ଷିତ ହେଉଛି। ସେ ସମୟ ବେଶୀ ଦୂର…

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ବାଲେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ରେଡ୍‌। ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରରାଓଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ସରକାରୀ ଅଫିସ ସହ ବାସ ଭବନରେ ରେଡ୍‌ କରିଛି ଭିଜିଲାନ୍ସ। ଏହି ଚଢ଼ାଉରେ ୧୧…

କୋଲକାତାରେ ପ୍ରତିବାଦ ବେଳେ ଜୁନିୟର ଡାକ୍ତରଙ୍କ ବଡ ନିଷ୍ପତି

କୋଲକାତା: ଆଜି ଆନ୍ଦୋଳନ ପ୍ରତ୍ୟାହାର କରିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘ। ସ୍ବାସ୍ଥ୍ୟ ଭବନ ସାମ୍ନାରେ ବସିଥିବା ଧାରଣା ପ୍ରତ୍ୟାହାର କରିବେ। ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ। ଆସନ୍ତାକାଲିଠୁ ଏମର୍ଜେନ୍ସିରେ ଡ୍ୟୁଟି କରିବେ କିନ୍ତୁ ଓପିଡିରେ ରୋଗୀ ଦେଖିବେନି।…

ଏସବିଆଇ ଶାଖାରେ ଭୟାବହ ଅଗ୍ନିକାଣ୍ଡ

ଆନନ୍ଦପୁର: ଏସବିଆଇ ବ୍ୟାଙ୍କ ଭିତରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଏହି ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ ପ୍ରକୋଷ୍ଠର କିଛି କାଗଜ ପତ୍ର…

ମୋଦିଙ୍କ ମିଶନ କଶ୍ମୀର: ଟାର୍ଗେଟରେ କଂଗ୍ରେସ-ଏନସି ମେଣ୍ଟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ପରବର୍ତ୍ତୀ ଦୁଇ ପର୍ଯ୍ୟାୟ ପାଇଁ ସରଗରମ ପ୍ରଚାର । ଜମ୍ମୁର କାଟ୍ରାରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଉପରେ ବର୍ଷିଛନ୍ତି । ବିଦେଶରେ ଭାରତ…

ପେଜର ଆଟାକ୍: ଇସ୍ରାଏଲର ‘ସାଇକୋଲୋଜିକାଲ ୱାର୍’

ନୂଆଦିଲ୍ଲୀ: ହିଜବୋଲ୍ଲାକୁ ଟାର୍ଗେଟ କରି ଦୁଇ ଦିନରେ ଦୁଇ ଦୁଇଟି ବଡ ଆକ୍ରମଣ କରିଛି ଇସ୍ରାଏଲ୍ । ଲେବାନନରେ ପ୍ରଥମେ ପେଜର ଓ ପରେ ୱାକିଟକି ବିସ୍ଫୋରଣ କରିଛି ଇସ୍ରାଏଲ । ଯୋଗାଯୋଗ ସଂରଜାମ ଜରିଆରେ ବିସ୍ଫୋରଣ କରି ହିଜବୋଲ୍ଲାକୁ ମାନସିକ ଚାପରେ ପକାଇବାକୁ ଚେଷ୍ଟା କରିଛି ଇସ୍ରାଏଲ୍ ।…

ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର, ଟ୍ରାକରେ ଥିଲା ଲୁହା ରଡ୍

ରାମପୁର: ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ରାମପୁରରୁ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବିଲାସପୁର ଏବଂ ରୁଦ୍ରପୁର ସହର ମଧ୍ୟରେ ଡୁନ୍ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଟ୍ରେନ୍ ନଂ 12091 ର ଲୋକୋ ପାଇଲଟ୍ ଟ୍ରାକରେ ୭ ମିଟର ଲମ୍ବର…

ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ବିଜେପି ସରକାରର ୧୦୦ ଦିନର ପୂର୍ତ୍ତି ଅବସରରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ…

ନାଇଡୁଙ୍କ ଅଭିଯୋଗ କ’ଣ ସତ?

ଅମରାବତୀ: ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱର ମନ୍ଦିରରେ ଲାଗି ହେଉଥିବା ଲଡୁ ପ୍ରସାଦକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଶାସକ ଟିଡିପି ଓ ବିରୋଧୀ ୱାଇଏସଆର କଂଗ୍ରେସ ପାର୍ଟି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ପୂର୍ବ…

ଆସିଲା ଲ୍ୟାବ ରିପୋର୍ଟ, ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି

ତିରୁପତି: ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି। ଏନେଇ ସ୍ପଷ୍ଟ କରିଛି ଲ୍ୟାବ ରିପୋର୍ଟ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ତିରୁପତି ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ କରିଥିଲେ। ପୂର୍ବତନ YSRCP ସରକାର ସମୟରେ ତିରୁପତି ଲଡୁ ତିଆରି…