Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୂଜାରେ ଆକର୍ଷିତ କରୁଛି ଦ୍ବୈତ ନଗରୀ: ୭ କୋଟିରେ ପହଞ୍ଚିଲା ବଜେଟ୍

ଭୁବନେଶ୍ବର: ଭଳିକି ଭଳିକି ତୋରଣ, ସୁନା ରୂପାରେ ଆଚ୍ଛାଦିତ ମେଢ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକୀକରଣ ଏବେ ଦ୍ବୈତ ନଗରୀକୁ ଆହୁରି ଆକର୍ଷିତ କରିଛି । ମା’ଙ୍କ ଆଗମନରେ ସତେ ଯେପରି ନାଚି ଉଠୁଛି ଧରା । ଯେଉଁ ଆଡକୁ ଚାହିଁଲେ ଆଖି ଝଲସିଯିବ । ତେବେ ପ୍ରତିବର୍ଷ ବିଭିନ୍ନ ପୂଜା ମଣ୍ଡପ କମିଟି…

ଆଜିଠୁ ୩ ଦିନ ପାଇଁ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୧୨ ଅର୍ଥାତ୍ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ତେବେ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ…

ମଣ୍ଡପରୁ ଲୁଟି ନେଲେ ସୁନା ଅଳଙ୍କାର

ଯାଜପୁର: ମଣ୍ଡପରୁ ଲୁଟିନେଲେ । ମଣ୍ଡପରେ ମା’ ଦୁର୍ଗାଙ୍କର ସୁନା ଓ ରୂପା ସଜ୍ଜିତ ପ୍ରତିମୂର୍ତ୍ତି ଝଲସୁଥିବା ବେଳେ ଏବେ ଯାଜପୁରରୁ ଆସିଛି ମଣ୍ଡପରୁ ଲୁଟେରା ଆତଙ୍କ। ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଯାଜପୁର କୋରେଇ ଥାନା…

ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ହୁତୁହୁତୁ ହୋଇ ଜଳିଗଲା ୨ଟି ବଗି

ଚେନ୍ନାଇ: ପୁଣି ଆଉ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି । ପରସ୍ପର ମଧ୍ୟରେ ଧକ୍କା ଫଳରେ ୧୨ଟି ବଗି ଲାଇନଚ୍ୟୁତ…

ବିରାଜିତ ମା’ ଦଶଭୁଜା: ମଣ୍ଡପେ ମହାନବମୀ ବେଳେ ଶକ୍ତିପୀଠରେ ଆଜି ଘଟ ବିସର୍ଜନ

ଭୁବନେଶ୍ୱର: ମଣ୍ଡପରେ ଆବିର୍ଭୂତ ଜଗତ ଜନନୀ ମାଆ ଦୁର୍ଗା।ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ମା’ଙ୍କର ମହାନବମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କର ମହାଦଶମୀ ପୂଜା । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ଷୋଡ଼ଶ ଉପଚାରରେ…

ପୂଜା ପେଣ୍ଡାଲ ପଲିଟିକ୍ସ: ମୋହନ Vs ନବୀନ

ଭୁବନେଶ୍ୱର: ପୂଜାରେ ଜମିଲା ରାଜନୀତିର ରଙ୍ଗ। ମାଆଙ୍କ ଶରଣରେ ଉଭୟ ଶାସକ ଓ ବିରୋଧୀ। ଦେବୀଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ। ଶକ୍ତି ସ୍ବରୂପିଣୀଙ୍କୁ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶାରଦୀୟ ଦୁର୍ଗାପୂଜାରେ ସାରା ରାଜ୍ୟ ଉତ୍ସବମୁଖର…

ମଝି ଆକାଶରେ ବିମାନରେ ତ୍ରୁଟି, ବିମାନରେ ୧୪୦ରୁ ଅଧିକ ଯାତ୍ରୀ

ତ୍ରିଚି: ତାମିଲନାଡୁର ତ୍ରିଚିରୁ ଶାରଜାହ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।ଫଳରେ ବିମାନଟି ଅବତରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବିମାନଟି ପ୍ରାୟ ଅଢେଇ ଘଣ୍ଟା ଧରି ଆକାଶରେ ଘୂରି ବୁଲିଥିଲା। ବହୁ ପ୍ରଚେଷ୍ଟା ପରେ ବିମାନଟିକୁ…

ପାଞ୍ଜିରେ ପୁଣି ତ୍ରୁଟି, ଅଭିଯୋଗ ଆଣିଲେ ପାଞ୍ଜି ସମୀକ୍ଷକ 

ପୁରୀ: ପୁଣି ପାଞ୍ଜିରେ ତ୍ରୁଟି ଅଭିଯୋଗ ଆଣିଲେ ପାଞ୍ଜି ସମୀକ୍ଷକ। ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପାଞ୍ଜିରେ ଏଭଳି ତ୍ରୁଟି ରହିଥିବା ଅଭିଯୋଗ ଆଣିଛନ୍ତି ପାଞ୍ଜି ସମୀକ୍ଷକ। ଏଥର ସୋମନାଥ ବ୍ରତ ଓ କାର୍ତ୍ତିକ ମାସ ଆରମ୍ଭକୁ ନେଇ ପାଞ୍ଜିରେ ଦ୍ବନ୍ଦ୍ୱ ରହିଛି।ପଣ୍ଡିତ ସଭା ସ୍ବୀକୃତ…

ଜାତିସଂଘ ପୋଷ୍ଟ ଉପରେ ଇସ୍ରାଏଲର ଆକ୍ରମଣ, ଭାରତୀୟ ସୈନ୍ୟଙ୍କୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ନିୟୋଜିତ ଜାତିସଂଘର ଶାନ୍ତି ସୁରକ୍ଷାକାରୀଙ୍କ ସୁରକ୍ଷାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ସୂଚନା ଅନୁଯାୟୀ, ହିଜବୁଲ ଉପରେ ଇସ୍ରାଏଲ୍ ଆକ୍ରମଣ କରୁଥିବା ବେଳେ ଏହି ଅଞ୍ଚଳରେ ଥିବା ଜାତିସଂଘର ପୋଷ୍ଟଗୁଡିକ ମଧ୍ଯ ପ୍ରଭାବିତ ହେଉଛନ୍ତି। ପ୍ରାୟ ୬୦୦…

ଆରମ୍ଭ ପୂର୍ବରୁ ବିବାଦ: ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ

କଟକ: ଆଉ ମାତ୍ର ଦିନ କେଇଟା। ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ଆରମ୍ଭ ପୂର୍ବରୁ ହିଁ ମୁଣ୍ଡ ଟେକିଲାନି ବିବାଦ। ବିଭିନ୍ନ ଦାବି ରଖି ପ୍ରଶାସନଙ୍କୁ ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଚେତାଇ ଦେଇଛି ବାଲିଯାତ୍ରା ମିଳିତ…