Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏମିତି ମଲ୍ ଯେଉଁଠି ହଜାର ଟଙ୍କାର ବିଲ୍ ଦେଖେଇଲେ ବାଥରୁମରେ ମିଳେ ଏଣ୍ଟ୍ରୀ!

ବେଙ୍ଗାଲୁରୁ: ଏମିତି ଏକ ମଲ୍ ଯେଉଁଠି ହଜାର ଟଙ୍କାର ବିଲ୍ ଦେଖାଇଲେ ବାଥରୁମରେ ମିଳେ ଏଣ୍ଟ୍ରୀ । କୌଣସି ବାହାର ଦେଶରେ ନୁହେଁ ଏଭଳି ଏକ ମଲ୍ ରହିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ । କଥା ଟା ଅଜବ ଲାଗୁଥିଲେ ମଧ୍ୟ ସତ । ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡ ଅଞ୍ଚଳରେ ରହିଛି 'ଫୋନିକ୍ସ' ମଲ୍…

ଭିତରକନିକାରେ ବଢୁଛି ପକ୍ଷୀଙ୍କ ସଂଖ୍ଯା

କେନ୍ଦ୍ରାପଡା: ଚଳିତ ମୌସୁମୀ ଋତୁରେ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀଙ୍କ ସଂଖ୍ଯା ବଢିଥିବା ନେଇ ସୋମବାର ସୂଚନା ଦେଇଛନ୍ତି ବନ କର୍ମଚାରୀ। ସରକାରୀ ପକ୍ଷୀ ଗଣନା ଅନୁଯାୟୀ, ଭିତରକନିକାରେ ଦଶ ପ୍ରଜାତିରେ ୧,୩୦,୧୨୩ ପକ୍ଷୀ ଅଛନ୍ତି। ତେବେ ୨୦୨୩ ମସିହା ପକ୍ଷୀ ଗଣନା ତୁଳନାରେ ୬୨୬୫…

ଘର ଭାଙ୍ଗି ହାତୀ ଖାଇଗଲେ ୧୦ ହଜାର ଟଙ୍କା

କେନ୍ଦୁଝର: ହାତୀ ଖାଇଗଲା ଟଙ୍କା । ତାହା ପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ ଏକାଥରକେ ୧୦ ହଜାର ଟଙ୍କା ଏଭଳି କଥା କେବେ ଶୁଣିଛନ୍ତି । ଏଭଳି ଏଖ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବେଣା ଗାଁ ମୁଣ୍ଡା ସାହିରେ । ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଥିବା ହାତୀପଲ…

ପାକିସ୍ତାନକୁ କ୍ୟାନ୍ସର ସହ କାହିଁକି ତୁଳନା କଲେ ଯୋଗୀ? 

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହାରି ମଧ୍ଯରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନକୁ କ୍ୟାନ୍ସର ବୋଲି ବିବେଚନା କରିଛନ୍ତି ଏବଂ ଏହାର ଚିକିତ୍ସା ନହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ…

‘କୌଣସି ଫୋନ୍‌ କଲ୍‌ ତଥା ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ’

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଯୋଗ୍ୟ ହିତାଧିକାରୀମାନଙ୍କୁ ସେହିଦିନ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି…

ପୋଲିଓ ଟୀକାକରଣକୁ ରୋକିଲା ତାଲିବାନ

କାବୁଲ: ଆଫଗାନିସ୍ତାନର ତାଲିବାନ ଶାସନ ପୁଣିଥରେ ନିଜର କଠୋରତା ଦେଖାଇଛି। ଆଫଗାନିସ୍ତାନରେ ପୋଲିଓ ଟୀକାକରଣ ଅଭିଯାନକୁ ତାଲିବାନ ଅଟକାଇ ଦେଇଛି। ଯାହା ହି ମାସରୁ ଆରମ୍ଭ ହୋଇଥାନ୍ତା । ଏନେଇ ମିଳିତ ଜାତିସଂଘ ସୋମବାର ସୂଚନା ଦେଇଛି। ଆଫଗାନିସ୍ତାନ ହେଉଛି ଏଭଳି ଦେଶ ଯେଉଁଠାରେ ପିଲାମାନଙ୍କ…

ଆସନ୍ତାକାଲି ସକାଳ ଯାଏଁ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସନ୍ତାକାଲି ସକାଳ ଯାଏଁ ୨ଟି ଜିଲ୍ଲାକୁ ଅରେଞ୍ଜ ଓ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ କରାଯାଇଛି ।…

ପରଲୋକରେ ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ଡ. ରାମ ଶଙ୍କର ରଥ

ଭୁବନେଶ୍ୱର: ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ରାମ ଶଙ୍କର ରଥଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ନିମୋନିଆ ଓ ଅନ୍ୟାନ୍ୟ ରୋଗରେ ପୀଡିତ ରହି ଚିକିତ୍ସାଧୀନ ଥିଲେ । ଆଜି ଭୁବନେଶ୍ବର ଆଚାର୍ଯ୍ୟବିହାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ…

ସରକାରୀ ଦୋକାନରୁ ନକଲି ମଦ ଜବତ

ଭୁବନେଶ୍ୱର: ସରକାରୀ ଦୋକାନରୁ ଜବତ ହେଲା ନକଲି ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ଅଞ୍ଚଳରେ । ଦୀର୍ଘ ଦିନ ଧରି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିଲା । ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ଅଚାନକ ଉକ୍ତ ସରକାରୀ…

୨୬ ବର୍ଷ ପରେ ପୁଣି ଓଲଟିଲା ଇତିହାସ ପୃଷ୍ଠା: ଜାଣନ୍ତୁ କାହାକୁ ଫଲୋ କରିଛନ୍ତି କେଜ୍ରିଓ୍ବାଲ…..

ନୂଆଦିଲ୍ଲୀ: ୨୬ ବର୍ଷ ପରେ ପୁଣି ଦିଲ୍ଲୀ ରାଜନୀତି ତାର ଇତିହାସ ପୃଷ୍ଠାକୁ ଓଲଟାଇଛି  । ଆମ୍ ଆଦମି ପାର୍ଟିର ରାଷ୍ଟ୍ରିୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ, ତାହା ପୁଣି ବିଧାନସଭାର ନିର୍ବାଚନର କିଛି ମାସ ପୂର୍ବରୁ, ମନେ ପକାଇଦେଇଛି…