Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଦଳିଲା ବନ୍ଦେ ମେଟ୍ରୋର ନାଁ, ନୂଆ ନାମରେ ହେବ ପରିଚିତ

ନୂଆଦିଲ୍ଲୀ: ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦ ଏବଂ ଗାନ୍ଧିନଗରକୁ ଯୋଡୁଥିବା ମେଟ୍ରୋ ଟ୍ରେନ ସେବାର ଆରମ୍ଭ କରିବେ । କିନ୍ତୁ ଏହା…

ଅନୀଲ ବିଜଙ୍କ ମୁଖ୍ୟମନ୍ତ୍ରୀ ପଦ ଦାବି ଉପରେ କ’ଣ କହିଲେ ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ: ହରିୟାଣାରେ ବିଜେପି ଯଦି ପୁଣି କ୍ଷମତାକୁ ଆସେ ତେବେ ଅନୀଲ ବିଜ ନିଜେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ଦାବି କରିଥିଲେ । ଆଜି ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,…

ଇସ୍ତଫା ଦେବାର ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ବାହାରକୁ ଆସିବାର ଦିନକ ପରେ କେଜ୍ରିୱାଲ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଏହା ସହ କେଜ୍ରିୱାଲ ନଭେମ୍ବରରେ ଦିଲ୍ଲୀ ବିଧାନସଭା…

ରାଜଧାନୀରେ ଅସଲି ବୋତଲରେ ନକଲି ମଦ, ବୁଲିଲା ଜେସିବି

ଭୁବନେଶ୍ବର: ରାଜଧାନୀରେ ଚାଲୁଥିଲା ଅସଲି ବୋତଲରେ ନକଲି ମଦ କାରବାର । ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ।  ଅସଲି ବ୍ରାଣ୍ଡ ମଦ ବୋତଲ ଭିତରେ ନକଲ ମଦ ପୂରାଇ ଚାଲିଥିଲା କାରବାର । ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି…

ଏମ୍‌ପକ୍ସକୁ ନେଇ ହାଇଆଲର୍ଟ! ବେଙ୍ଗାଲୁରୁ ବିମାନ ବନ୍ଦରରେ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କଡାକଡି

ବେଙ୍ଗାଲୁରୁ: ଭାରତରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ ହେବା ପରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଏହାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ବର୍ତ୍ତମାନ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପରୀକ୍ଷା ହେବା ବାଧ୍ୟତାମୂଳକ କରିଛି। ନିକଟରେ ଦିଲ୍ଲୀରେ ଏକ ମାମଲା…

ସୁଭଦ୍ରାରେ ମାତିଲେଣି ସାଇବର ଠକ: ସତର୍କ କରାଇଲେ ସରକାର

ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା । ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି…

ଟ୍ରକ୍‌ ସହ ଜିପ୍ ର ମୁହାଁମୁହିଁ ଧକ୍କା ୯ ମୃତ ୧୫ରୁ ଉର୍ଦ୍ଧ୍ବ ଗୁରୁତର

ଜୟପୁର: ରାଜସ୍ଥାନର ଶିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ…

ସୁଭଦ୍ରା ଦ୍ବନ୍ଦ୍ବ ଦୂର କଲେ ଉପମୁଖ୍ୟମନ୍ତ୍ରୀ: ୧ ଟଙ୍କା ନଯାଇଥିଲେ ବି ପାଇବେ

ଭୁବନେଶ୍ବର: କ’ଣ ଆପଣଙ୍କ ଖାତାକୁ ବି ଯାଇନାହିଁ ସୁଭଦ୍ରା ଟ୍ରାଏଲର ଟଙ୍କାଏ? ତାହାଲେ କିଛି ବି ଚିନ୍ତା କରିବାର ବିଷୟ ନାହିଁ । ଟଙ୍କାଏ ନପାଇଲେ ବି ଆପଣଙ୍କ ଖାତାକୁ ଯିବ ସୁଭଦ୍ରା ସହାୟତା ରାଶି । ତେବେ ଶନିବାର ରାତିରେ ସୁଭଦ୍ରା ପଞ୍ଜିକରଣ କରିଥିବା କିଛି ମହିଳାଙ୍କ ବ୍ୟାଙ୍କ ଖାତାକୁ…

କ’ଣ ୫ ବର୍ଷ ଚାଲିପାରିବ ମିଳିତ ମେଣ୍ଟ ମୋଦି ସରକାର? କହିଦେଲେ ଗଡକରୀ…

ନୂଆଦିଲ୍ଲୀ: ଏବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତବ୍ୟ ବେଶ୍ ଚର୍ଚ୍ଚାରେ । ସେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ହେଉକି ମିଳିତ ମେଣ୍ଟର ଭବିଷ୍ୟତ ସବୁ ଥିଣେ ଖୋଲିକି ମତ ରଖିଛନ୍ତି ଗଡକରୀ । ଏହି ଗଲା ଶନିବାର ସେ ତାଙ୍କର ପ୍ରଧାମନ୍ତ୍ରୀ ହେବାର ିଚ୍‌ଚା ଉପରେ ମତ ରଖି…

୧୦ଟା ୫୦ରେ ପହଞ୍ଚିବେ ମୋଦି, ତା ପରେ ଖାତାକୁ ଚଢିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସୁଛନ୍ତି ମୋଦି । ରାଜ୍ୟର ମହିଳାଙ୍କ ପାଇଁ ଶୁଭାରମ୍ଭ କରିବେ ସୁଭଦ୍ରା ଯୋଜନା । ଏଥିପାଇଁ ମୋଦିଙ୍କ ଗସ୍ତର ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବିମାନବନ୍ଦରରୁ…