Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ଆଜି ବିପଦ ସଙ୍କେତ ଉପରେ ଚାଲୁଛି ଜଳକା ନଦୀର ପାଣି । ଫଳରେ ଭୟଭୀତ ହୋଇପଡିଛନ୍ତି ନଦୀ କୂଳିଆ ଲୋକେ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ସକାଳ ୬ଟା…

ଶତ୍ରୁ ପାଇଁ ଆତଙ୍କ: ୨୦୨୫ ସୁଦ୍ଧା ପ୍ରଥମ ଉଡାଣ ଭରିବ ଏଲସିଏ ତେଜସ୍ ମାର୍କ-୨

ଯୋଧପୁର: ସ୍ୱଦେଶୀ ଆଧୁନିକ ଯୁଦ୍ଧ ବିମାନ LCA Tejas Mark-2 ୨୦୨୫ ରେ ଏହାର ପ୍ରଥମ ବିମାନ ଉଡ଼ିବାକୁ ଯାଉଛି। ରାଜସ୍ଥାନର ଯୋଧପୁରରେ ଏକ କାର୍ଯ୍ୟକ୍ରମ ସମୟରେ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି ଏହି ସୂଚନା ଦେଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନାର ସ୍ୱଦେଶୀ ପଞ୍ଚମ ପିଢ଼ିର…

ଆଇନଷ୍ଟାଇନଙ୍କ ‘ପରମାଣୁ ଚିଠି’ର ମୂଲ୍ୟ ୩୨ କୋଟି

ନୂଆଦିଲ୍ଲୀ: ଦୁନିଆର ମହାନ ଭୌତିକ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ । ସେ ବି ଥିଲେ ଜଣେ ମାନବବାଦୀ ବୈଜ୍ଞାନିକ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି’ ରୁଜଭେଲ୍ଟଙ୍କୁ ଏକ ଚିଠି ଲେଖିଥିଲେ ଆଇନଷ୍ଟାଇନ୍ । ପରମାଣୁ ଅସ୍ତ୍ରଶସ୍ତ୍ରର ଚେତାବନୀ ଦେଇ…

ଗୁଣି ଗାରେଡି ସନ୍ଦେହ: ଗୋଟିଏ ପରିବାରର ୫ଙ୍କୁ ହତ୍ୟା

ମାଲକାନଗିରି: ପୁଣି ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ଓ ୨ ଜଣ ପୁରୁଷ । ସେମାନେ ହେଲେ ମୌସମ…

ରାଜଧାନୀରେ କବାଟତଡା ଗ୍ୟାଙ୍ଗ ପ୍ରତି ସାବଧାନ! ଆପାର୍ଟମେଣ୍ଟ ପଶି କରୁଛନ୍ତି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ଅସୁରକ୍ଷିତ ରାଜଧାନୀବାସୀ। ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଚାଲିଛି ଲୁଟ୍‌ପାଟ୍। ଚନ୍ଦକା ଥାନା ଅଞ୍ଚଳର ଗୋଠପାଟଣା ସ୍ଥିତ ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ଦୁଇ ଦୁଇଟି ଲୁଟ୍ ଘଟଣା ଫ୍ଲାଟ୍ ମାଲିକଙ୍କୁ ଭୟଭୀତ କରିଛି। ଦିନକ ତଳେ ଏହି…

‘ରାହୁଲ ଗାନ୍ଧୀ ନମ୍ବର ୱାନ ଆତଙ୍କବାଦୀ’: କାହିଁକି ଏପରି ବିବାଦୀୟ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂ ବିଟୁଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ଯାହା ପରେ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି ରବନୀତ ସିଂ ବିଟୁ। ସେ ସିଧାସଳଖ ବିରୋଧୀ ଦଳର ନେତା ରାହୁଲ…

ଗଣେଶ ଭସାଣି ବେଳେ ୨ ଯୁବକଙ୍କୁ ଛୁରାମାଡ଼

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଗଣେଶ ଭସାଣି ବେଳେ ଅଘଟଣ । ୨ ଜଣ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଉଭୟଙ୍କ ଛାତିରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗାଁରେ ଭସାଣି ଇତ୍ସବ…

ମନାଇ ପାରିଲେନି ମମତା

କୋଲକାତା: ଜାରି ରହିଛି ଅଚଳାବସ୍ଥା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ପାଇଁ ଅନୁରୋଧ ସତ୍ତ୍ୱେ ପ୍ରତିବାଦ ଜାରି ରଖିଛନ୍ତି ଜୁନିଅର ଡାକ୍ତର । ଦୁଷ୍କର୍ମ ଓ ହତ୍ୟାର ଶୀକାର ୩୧ ବର୍ଷିୟା ଜୁନିଅର ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଜାରି ରହିଛି ଆନ୍ଦୋଳନ । ମନାଇବା…

ଅରବିନ୍ଦ ଦେବେ ‘ଅଗ୍ନିପରୀକ୍ଷା’, ଦୁଇ ଦିନ ପରେ ଛାଡିବେ କୁର୍ସି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦଙ୍କ କେଜରୀୱାଲଙ୍କ ଚମକପ୍ରଦ ଘୋଷଣା । ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜରୀୱାଲ୍ । ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ବାହାରକୁ ଆସିବାର ଦିନକ ପରେ କେଜରୀୱାଲଙ୍କ ଘୋଷଣା ରାଜନୈତିକ ମହଲରେ…

ସିକନ୍ଦରରେ କାଜଲଙ୍କ ଏଣ୍ଟ୍ରି

ମୁମ୍ବାଇ: ସଲମାନ ଖାନ ୨୦୨୪ର ଆରମ୍ଭରୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ସିକନ୍ଦର ଘୋଷଣା କରିଥିଲେ। ଯାହା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହା ସହିତ ଜଡିତ ପ୍ରତ୍ୟେକ ଅପଡେଟକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମ ସହ ଜଡିତ ଏକ ମଜାଦାର ଅପଡେଟ୍ ସାମ୍ନାକୁ ଆସିଛି।…